Yearly Archives

2020

ସମ୍ କୋଭିଡ ହସ୍ପିଟାଲରେ ଭ୍ୟାକସିନ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୨୦/୭: କୋଭିଡ-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଶେଷ ହୋଇଛି । ସମ୍ କୋଭିଡ ହସ୍ପିଟାଲରେ ଆଜି ଏହାର ବିଧିବଦ୍ଧ ପରୀକ୍ଷଣ ଆରମ୍ଭ କରାଯାଇଛି । ଭାରତର ପ୍ରଥମ କୋଭିଡ-୧୯ର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ସ୍ୱୀକୃତି
Read More...

ଦାୟିତ୍ୱଗ୍ରହଣ କଲେ ନୂଆ ଡିସିପି

ଭୁବନେଶ୍ୱର, ୨୦/୭: କମିଶନରେଟ ପୁଲିସର ଉଭୟ ଭୁବନେଶ୍ୱର ଓ କଟକ ପାଇଁ ଯଥାକ୍ରମେ ଡ.ଉମାଶଙ୍କର ଦାସ ଓ ପ୍ରତୀକ ସିଂ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ପୁଲିସ ସେବା ଭବନରେ ଏ ନେଇ ଆଜି ଏକ ସଂକ୍ଷିପ୍ତ ଦାୟିତ୍ୱ ଗ୍ରହଣଉତ୍ସବ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ବିଦାୟୀ ଡିସିପି ତଥା
Read More...

ଚୋରା କାଠ ରଖି ଅଡୁଆରେ ଅର୍ଜୁନ ପୁରସ୍କାର ବିଜେତା

କୋଲ୍କାତା : ଅର୍ଜୁନ ପୁରସ୍କାର ବିଜେତା ତଥା ଗତ ୨୦୧୮ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣପଦକ ଜିତିଥିବା ଭାରତର ପ୍ରମୁଖ ହେପ୍ଟାଥଲନ୍ ପ୍ରତିଯୋଗୀ ସ୍ୱପ୍ନା ବର୍ମନ୍ଙ୍କ ବାସଭବନ ଉପରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିବା ଜଣାପଡ଼ିଛି । ପଶ୍ଚିମବଙ୍ଗର ଜଲପାଇଗୁଡ଼ିକସ୍ଥିତ ସ୍ୱପ୍ନାଙ୍କ ବାସଭବନରେ
Read More...

ଜାତୀୟ କ୍ରୀଡ଼ା ଶିବିର ନିଶ୍ଚୟ ହେବ

ନୂଆଦିଲ୍ଲୀ : ଆଥଲେଟ୍ମାନଙ୍କ ପାଇଁ ନ୍ୟାସନାଲ୍ କ୍ୟାମ୍ପ ବା ଜାତୀୟ କ୍ରୀଡ଼ା ଶିବିର ନିଶ୍ଚୟ ଆୟୋଜନ ହେବ । ଏହାକୁ ବାତିଲ୍ କରାଯିବ ନାହିଁ କି ବିଳମ୍ବିତ ମଧ୍ୟ କରାଯିବ ନାହିଁ । ଅଲିମ୍ପିକ୍କୁ ଆଖି ଆଗରେ ରଖି ସରକାର ଏଭଳି ସ୍ଥିର କରିଛନ୍ତି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍
Read More...

ସେପ୍ଟେମ୍ବରରେ ଆଇପିଏଲ୍ !

ମୁମ୍ବାଇ : ଆସନ୍ତା ସେପ୍ଟେମ୍ବର ମାସରେ ଆଇପିଏଲ୍ ଆୟୋଜନ ପାଇଁ ବିସିସିଆଇ ଯୋଜନା ପ୍ରସ୍ତୁତ କରିଛି । ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ କରିବା ଲାଗି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । ଏହି କାର୍ଯ୍ୟସୂଚୀ ଅନୁଯାୟୀ ଟୁର୍ଣ୍ଣାମେଣ୍ଟ ନଭେମ୍ବର ୮ରେ ଶେଷ ହେବ । ଅର୍ଥାତ୍ ୪୪ ଦିନ ଧରି
Read More...

କୋଭିଡ ପରିଚାଳନା କାର୍ଯ୍ୟରେ ତୃତୀୟଲିଙ୍ଗୀଙ୍କୁ ମିଳିଲା ନିଯୁକ୍ତି

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଶେଷକରି ରାଉରକେଲା ସହର ଓ ଏହାର ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ସଂଖ୍ୟା ବୃଦ୍ଧି କରାଯାଇଛି । ଆଗାମୀ ଦିନରେ ସହରର ବିଭିନ୍ନ
Read More...

ରେଢାଖୋଲ: ୪ଟି ୱାର୍ଡକୁ ବଫର ଜୋନ ଘୋଷଣା କଲେ ଜିଲ୍ଲାପାଳ

ରେଢାଖୋଲ, ୨୦/୭ – ରେଢାଖୋଲ ଏନଏସି ଅନ୍ତର୍ଗତ ଗଣେଶନଗର ନୂଆସାହି-କଇଥସାହି ଓ କୁହି ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ରେଢାଖୋଲ ଏନଏସିର ୩ନଂ, ୪ନଂ, ୫ନଂ, ୮ନଂ ୱାର୍ଡକୁ ବଫର ଜୋନ ଭାବରେ ଘୋଷଣା କରିଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ
Read More...

ସୁବର୍ଣ୍ଣପୁର :ପୁଣି ୬ଆକ୍ରାନ୍ତ,ଗୋଟିଏ ପରିବାରରୁ ୫

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ତା'ର କାୟାବିସ୍ତାର କରିଚାଲିଛି । ଆଜି ଜିଲ୍ଲାର ବୀରମହାରାଜପୁର ବ୍ଲକର ପିତାମହୁଲ ପଞ୍ଚାୟତ ର ଟେଭାପଦର ଗ୍ରାମରେ ଗୋଟିଏ ପରିବାରର ୫ଜଣ କରୋନା ସଂକ୍ରମିତ ହବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ
Read More...

ଗୋପାଳମାଲ ଛକ ନିକଟରେ କାର୍ ଦୁର୍ଘଟଣା

ବୌଦ୍ଧ, ୨୦/୭ - ଆଜି ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ମନମୁଣ୍ଡା -କଣ୍ଟାମାଳ ରାସ୍ତାର ଗୋପାଳମାଲ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଗୋଟିଏ କାର୍ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୧୧ ଘଣ୍ଟା ସମୟରେ କଣ୍ଟାମାଳ ପଟରୁ ମନମୁଣ୍ଡା ଦିଗକୁ
Read More...

ମହାନଗର ନିଗମରେ ୫ଟି ଅଞ୍ଚଳକୁ ପ୍ରବେଶ ନିଷିଦ୍ଧ କଲା ଜିଲ୍ଲା ପ୍ରଶାସନ

ସମ୍ବଲପୁର : ଗତ ଦୁଇଦିନ ଧରି କରୋନା ସଂକ୍ରମଣ ମାମଲାରେ ଅହେତୁକ ବୃଦ୍ଧିକୁ ଆଖି ଆଗରେ ରଖି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି କଟକଣା ଜାରି କରାଯାଇଛି । ଏଥିପାଇଁ ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଗତକାଲି ଜାରି ଏକ ନୋଟିସ ଅନୁସାରେ ନଗର ଭିତରେ
Read More...