Yearly Archives

2020

କରୋନା ମାଡରେ ଖାଁ ଖାଁ କ.ନୂଆଗାଁ ରାମେଶ୍ୱର ପୀଠ

କ.ନୂଆଗାଁ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁର ପୁର।।ତନ ଶୈବପୀଠ ଶ୍ରୀ ଶ୍ରୀ ରାମେଶ୍ୱର ମନ୍ଦିର ପରିବେଶ ଚଳିତ ବର୍ଷ ଶ୍ରାବଣ ମାସରେ ଭକ୍ତଶୁନ୍ୟ ହୋଇଥିବାର ଦେଖିବାକୁ ମିଳିଥିଲା । କରୋନା ମୁକାବିଲା ପାଇଁ ପ୍ରଶାସନ ତରଫରୁ ସମସ୍ତ ମଠ,ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ମାନଙ୍କରେ ଭକ୍ତ
Read More...

ଶଗଡ଼ାରେ ସଚେତନତା କାର୍ଯ୍ୟକ୍ରମ

ଜହ୍ନାପଙ୍କ : ବୌଦ୍ଧ ଜିଲ୍ଲା ଶଗଡ଼ାରେ ଶନିବାର ମାନବ ଅଧିକାର ସଚେତନତା ସଂଘ, ବୌଦ୍ଧ ପକ୍ଷରୁ ଏକ ମହିଳା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ପାଇଁ ଲକ୍ଡାନ୍ ଯୋଗୁଁ ବିଭିନ୍ନ ମାଇକ୍ରୋ ଫାଇନା୍ନ୍ସ କମ୍ପାନୀରୁ ଋଣ ଆଣିଥିବା ମହିଳା ଦଳଗୁଡ଼ିକ ସଂପୃକ୍ତ କମ୍ପାନୀର
Read More...

କରୋନା ସଚେତନତା ରଥର ଶୁଭାରମ୍ଭ

ବୌଦ୍ଧ,୨୦/୭ - ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସଚେତନତାର ବାର୍ତ୍ତା ବୌଦ୍ଧ ଜିଲ୍ଲାର ଗାଆଁ ଗାଆଁ ରେ ବାଣ୍ଟିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଅଛି । ଆଜି ସକାଳ ୧୧ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ
Read More...

ଆସାମରୁ ଆସୁଛି କନ୍ଧମାଳକୁ ହଳଦୀ ଜିଲ୍ଲା ଚାଷୀ ହନ୍ତସନ୍ତ

ଫୁଲବାଣୀ : କନ୍ଧମାଳର ହଳଦୀ ସମଗ୍ର ଦେଶରେ ଏବଂ ବିଦେଶରେ ପ୍ରସିଦ୍ଧି ଲାଭ କରିଛି । ସେଥିପାଇଁ କନ୍ଧମାଳର ହଳଦୀ ମାନରେ କିଛି ଜିଲାରେ ଲୋକେ ଭେଜାଲ ହଳଦୀ ତିଆରି କରି ବିକ୍ରି କରି ପ୍ରଚୁର ରୋଜଗାର କରୁଥିବାର ମଧ୍ୟ ନଜିର ରହିଛି । ଆଜି ମଧ୍ୟ ଜିଲା,ରାଜ୍ୟଏବଂ ଦେଶ ବାହାରୁ ଲୋକେ କୌଣସି କାମରେ
Read More...

ସଂକ୍ରମଣ ବଢିବା ଆଶଙ୍କାରେ ଭିମସାରର ବର୍ହିବିଭାଗକୁ ୨୬ ଯାଏଁ ବନ୍ଦ ଘୋଷଣା

ସମ୍ବଲପୁର : ସମଗ୍ର ପଶ୍ଚିମ ଓଡ଼ିଶା ଅଞ୍ଚଳରେ ବଡ଼ ହସ୍ପିଟାଲ ରୂପେ ପରିଚିତ ଭିମସାରର ବର୍ହିବିଭାଗକୁ ଆଗାମୀ ଜୁଲାଇ ୨୬ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ସେଠାରେ ପ୍ରାୟ ପ୍ରତି ଦିନ କିଛି କିଛି କର୍ମଚାରୀ ଓ କରୋନା ଯୋଦ୍ଧା ପଜିଟିଭ ଚିହ୍ନିତ ହେଉଥିବାରୁ କର୍ତ୍ତୃପକ୍ଷ ଏପରି କଠୋର
Read More...

ରାଜ୍ୟରେ ପୁଣି ୬୭୩ କରୋନା ପଜିଟିଭ ଚିହ୍ନଟ, ୬ ଆକ୍ରାନ୍ତ ମୃତ

ଭୁବନେଶ୍ୱର ୨୦ ।୦୭: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୧୧୦ ରେ ପହଞ୍ଚିଛି । ସେହିପରି ରାଜ୍ୟରେ ଆଉ ୬ଜଣ କରୋନା
Read More...

ଫୁଲବାଣୀରେ ସୁପର ସ୍ପେଡ଼ର : ୨ନଂ ୱାର୍ଡ ବ୍ୟତୀତ ସମସ୍ତ ୱାର୍ଡ କଣ୍ଟେନମେଣ୍ଟରେ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପାଇଁ ବିପଦ ୨ କରୋନା ଆକ୍ରାନ୍ତ । ବାଲି ପଣସପଡିର କରୋନା ସଂକ୍ରମିତ ଆଇନଜୀବୀ ଓ କେ.ନୂଆଗାଁ ବ୍ଲକ ସାରଙ୍ଗଡ ପଞ୍ଚାୟତର ଭୈରବୀ ମନ୍ଦିର ସାହିରେ ରହୁଥିବା ଜନୈକ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିଲେ । ଉଭୟଙ୍କ ଟ୍ରାଭେଲ ହିଷ୍ଟ୍ରୀ ସଂଗ୍ରହ ପରେ ପ୍ରଶାସନର ମୁଣ୍ଡ
Read More...

ଅଲିଗଜୁ ଘାଟିରେ ଓଲଟିଲା ମେଟାଲ ବୋଝେଇ ଟ୍ରକ, ଡ୍ରାଇଭର ଗୁରୁତର

ଦାରିଙ୍ଗବାଡ଼ି ୨୦/୭ : ଦାରିଙ୍ଗବାଡି ବ୍ଲକ ବାରାଡ଼ିକ୍ଲିୟୁ ନିକ ଅଲିଗଜୁ ଘାଟି ବୁଲାଣି ଠାରେ ଆଜି ଏକ ମେଟାଲ ବୋଝେଇ ହାଇୱା ଟ୍ରକ ଦୁର୍ଘଟଣା ଘଟି ଗାଡ଼ିର ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଗାଡ଼ି ଚାଳକଙ୍କ ନାମ ମୁନ୍ନା ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ବାଲିଗୁଡା
Read More...

ସଟ୍ ଡାଉନର ପ୍ରଭାବ, ବୌଦ୍ଧରେ ଆଳୁ ହେଲା ୪୦ ଟଙ୍କା

ବୌଦ୍ଧ,୨୦/୭ - ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ଅନେକ ଜିଲ୍ଲାରେ ପ୍ରଶାସନ ସଟ୍ ଡାଉନ୍ ଘୋଷଣା କରିଛି । କୋଉଠି ପ୍ରତି ଶନିବାର ଓ ରବିବାର ସଟ୍ ଡାଉନ୍ ହେଉଥିବା ବେଳେ ଅନେକ ସ୍ଥାନରେ କିଛି ଦିନ ପାଇଁ ସଂପୂର୍ଣ୍ଣ ସଟ୍ ଡାଉନ୍ର ଘୋଷଣା ହେଉଛି ।
Read More...

ଜଙ୍ଗଲ ନିୟମ ପରେ କୋଭିଡ ନିୟମ ଉଲ୍ଲଙ୍ଘନ କଲା ଠିକା ସଂସ୍ଥା

ବୌଦ୍ଧ - ହରଭଙ୍ଗା ବ୍ଲକ୍ ତଳଗାଆଁ ଗ୍ରାମ ପଂଚାୟତ ଅଂଚଳରେ 11 କେଭି ବିଦ୍ୟୁତ୍ ସଂଯୋଗ କାମ କରୁଥିବା ଗୋଟିଏ ଠିକା ସଂସ୍ଥା ଉତ୍ତର ପ୍ରଦେଶର 17 ଜଣ ଶ୍ରମିକଙ୍କୁ ଆଣି ଅଭିନବ ଉପାୟରେ ତଳଗାଆଁ ପଠାଉଥିବା ବେଳେ ପୋଲିସ ହାତରେ ଧରା ପଡିବା ଚର୍ଚ୍ଚାର ବିଷୟ ପାଲଟିଛି l ମିଳିଥିବା ସୂଚନା ଅନୁଯାୟୀ
Read More...