ବୌଦ୍ଧ : ଲୋକାଲ ପଜିଟିଭ ସଂଖ୍ୟା ୨୦ରେ ପହଞ୍ଚିଲା
ବୌଦ୍ଧ, ୧୯/୭ - ବୌଦ୍ଧ ଜିଲ୍ଲାରେ ଆଜିର ୮ ପଜିଟିଭଙ୍କୁ ମିଶାଇ କରୋନା ଆକ୍ରାନ୍ତ ସଂଖ୍ୟା ୭୭ ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ ଲୋକାଲ୍ ପଜିଟିଭ ସଂଖ୍ୟା ୨୦ କୁ ଛୁଇଁଛି । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଣମାଧ୍ୟମକୁ ଦେଇଥିବା ତଥ୍ୟ ଅନୁଯାୟୀ ୭୭!-->…
Read More...
Read More...