ଅପହଞ୍ଚ ଗ୍ରାମକୁ ଚାଲିଚାଲି ଯାଇ ସମସ୍ୟା ପଚାରି ବୁଝିଲେ ଅଧ୍ୟକ୍ଷ ଓ ବ୍ଳକ କର୍ମଚାରୀ
ଫୁଲବାଣୀ :ରାସ୍ତା ନିର୍ମାଣ ରେ ଜମି ସାଜିଛି ବାଧକ ।ବର୍ଷ ବର୍ଷ ଧରି ଅଦ୍ୟବଧି ଗମନାଗମନ ସୁବିଧାରୂ ବଂଚିତ ହୋଇ ରହି ଆସୁଛନ୍ତି ୧୫ ପରିବାର ହୋଇ ପାରୁନି ରାସ୍ତା ନିର୍ମାଣ ।ଖର୍ଚ୍ଚ ହୋଇ ନପାରି ଏମଜି,ଏନାର,ଜିଏସ ଅର୍ଥ ଓ ବିଧାୟକ ପାଣ୍ଠି ପଡିରହିଛି ।ଏହାର ସମାଧାନ ନିମନ୍ତେ ବୁଧୁବାର ଦିନ!-->…
Read More...
Read More...