Yearly Archives

2020

ରେକର୍ଡ଼: ଦିନକରେ ୭୩୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୭୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଏକ ରେକର୍ଡ଼ । ଦିନକରେ ଆଗରୁ ଏତେ ସଂଖ୍ୟକ ପଜିଟିଭ ବାହାରିଥିଲା । ଆଜିର ପଜିଟିଭକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ
Read More...

ବଢି ଚାଲିଛି ସଂକ୍ରମଣ, ବୌଦ୍ଧ ଜିଲ୍ଲାରେ ପୁଣି ୮ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୯/୭ - ଦିନକୁଦିନ ବୌଦ୍ଧଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେବା ପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୭
Read More...

ଲୁହା ଚକ ଲଗା ଟ୍ରାକ୍ଟର ଯୋଗୁଁ ରାସ୍ତା ହେଉଛି ନଷ୍ଟ

ବୌଦ୍ଧ - ଚାଷ କାମରେ ବ୍ୟବହାର ହେଉଥିବା ଲୁହା ଚକ ଲଗା ଟ୍ରାକ୍ଟର ମାନଙ୍କ ଯୋଗୁଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ରାସ୍ତା ଗୁଡିକ ଅଳ୍ପ ଦିନରେ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି l ଜିଲ୍ଲା ଦେଇ ଯାଇଥିବା 57 ନମ୍ବର୍ ରାଜପଥ ସମେତ ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା
Read More...

କନ୍ଧମାଳ ଜିଲ୍ଲାର ନୂତନ ଏସପି ଭାବେ ଭିନିତ୍ ଅଗ୍ରୱାଲ ଦାୟିତ୍ୱ ଗ୍ରହଣ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ନୂତନ ଏସପି ଭାବେ ଭିନିତ୍ ଅଗ୍ରୱାଲ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବତନ ଏସପି ପ୍ରତୀକ ସିଂଙ୍କ ଠାରୁ ଦାୟିତ୍ୱ ନେଇଛନ୍ତି। ଏହା ପୂର୍ବରୁ ସେ ବାଲିଗୁଡ଼ା ଏସଡିପିଓ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।କନ୍ଧମାଳ ଜିଲ୍ଲା ବିଷୟରେ ତାଙ୍କର ଆଗରୁ
Read More...

ପାଇପ ଫାଟି ପାନୀୟ ଜଳ ଯୋଗାଣ ଠପ୍

ବୌଦ୍ଧ -ବୌଦ୍ଧ ଜିଲ୍ଲାର ବିଭିନ୍ନ ବ୍ଲକରେ ଏଲ ଏଣ୍ଡ ଟି କମ୍ପାନୀ ତରଫରୁ ଟେଣ୍ଡର ନିଆଯାଇ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି l ପ୍ରକଳ୍ପ ପାଇଁ ପାଇପ ପୋତା ଯିବା ସକାଶେ ମେସିନ୍ ଯୋଗେ ଗାତ ଖୋଳା ଯାଉଥିବାରୁ ଅନେକ ସରକାରୀ ସମ୍ପତ୍ତି ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି l
Read More...

ବନ୍ଧାପଥର ରାସ୍ତାକୁ ସିଲ ପାଇଁ ନିର୍ଦ୍ଦେଶ ଦେଲେ ସରପଞ୍ଚ

ବୌଦ୍ଧ - ହରଭଙ୍ଗା ବ୍ଲକ୍ ବନ୍ଧାପଥର ଗ୍ରାମରେ ଜଣେ ଯୁବକଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିବା ପରେ ସରପଞ୍ଚ ଶ୍ରୀ ରମାକାନ୍ତ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମର ସୀମାକୁ ସିଲ କରାଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବନ୍ଧାପଥର ଗ୍ରାମର ଜଣେ ଯୁବକ
Read More...

ମ୍ୟାନେଜରଙ୍କ ନମୂନା ପଜିଟିଭ୍ ରିପୋର୍ଟ ଆସିବାପରେ କୋଟଗଡ଼ SBI ଶାଖା ସିଲ୍

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ଷ୍ଟେଟ ବ୍ୟାଙ୍କ ସିଲ୍ କଲା ପ୍ରଶାସନ । ବ୍ୟାଙ୍କ୍ ମ୍ୟାନେଜରଙ୍କ ପଜିଟିଭ୍ ରିପୋର୍ଟ ଆସିବାପରେ ବ୍ୟାଙ୍କ୍ ସିଲ୍ ହୋଇଥିବା ଜଣାପଡ଼ିଛି । ଏଥିସହିତ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥିବା ଜଣାପଡ଼ିଛି ।କନ୍ଧମାଳ ଜିଲ୍ଲାର
Read More...

କନ୍ଧମାଳରେ ଥମୁନୀ ଜନନୀ ଯନ୍ତ୍ରଣା : ୬କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ବାଲିଗୁଡ଼ା: ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ । ଗାଁ କୁ ପହଁଚି ପାରିଲାନି ଆମ୍ବୁଲାନ୍ସ । ୬କିଲୋମିଟର ଷ୍ଟ୍ରେଚରରେ ବୋହି ଆଣିବାପରେ ପ୍ରସୂତୀଙ୍କୁ ଡାକ୍ତରଖାନାରେ ପହଁଚାଇଲେ ଆମ୍ବୁଲାନ୍ସ କର୍ମଚାରୀ । ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କନ୍ଧମାଳ
Read More...

ନେହେରୁ ଯୁବକେନ୍ଦ୍ର ପକ୍ଷରୁ କ୍ଲିନ୍ ଭିଲେଜ୍ ଗ୍ରୀନ ଭିଲେଜ

ବୌଦ୍ଧ - ଆଜି ବୋୖଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସହାୟତା ରେ କଣ୍ଟାମାଳ ବ୍ଲକ୍ ର ବିଭିନ୍ନ ଗ୍ରାମରେ କ୍ଲିନ୍ ଭିଲେଜ୍ ଗ୍ରୀନ ଭିିଲେଜ୍ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ର ସ୍ଵେଚ୍ଛାସେବୀ ସଚିତା ନନ୍ଦ ମିଶ୍ର ପରିଚାଳନା କରିଥିଲେ । ଏହି
Read More...

ଶିଶୁ ଅପହରଣ ମାମଲା ରେ ଗିରଫ

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଥାନାରେ ଦୁଇ ଶିଶୁ ଙ୍କୁ ଅପହରଣ ମାମଲା ରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ସୁଚନା ପ୍ରକାରେ ଖଜୁରୀପଡ଼ା ଥାନା ଅଧିନସ୍ଥ ଦୁତିପଡ଼ା ଗ୍ରାମପଞ୍ଚାୟତ ବୁରୁପଦା ଗ୍ରାମର ବିଷ୍ଣୁପ୍ରିୟା କହଁର ଙ୍କ ଶିଶୁପୁତ୍ର ଏବଂ ସୁରେନ୍ଦ୍ର
Read More...