ବିପଦ ସଂକୁଳ ଅବସ୍ଥାରେ କେନାଲ ଫଲ୍ !
ବୌଦ୍ଧ,୧୭/୭ - ସାଲୁଙ୍କୀ ମଧ୍ୟମ ଜଳସେଚନ ବିଭାଗର ନାୟକପଡା ନିକଟରେ ଥିବା କେନାଲ ଫଲ୍ ବିପଦଜନକ ଅବସ୍ଥାରେ ରହିଥିବା ଅଭିଯୋଗ ହୁଏ । ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଂଚାୟତର ବାଲିପଟା ଗ୍ରାମ ଠାରୁ ରତନପୁର୍ ଯାଇଥିବା ସାଲୁଙ୍କୀ କେନାଲର ନାୟକ ପଡା ଗୁମ୍ଫା ନିକଟରେ ଏହି ଫଲ୍ ରହିଛି । ଫଲ୍!-->…
Read More...
Read More...