ବିଶାଳକାୟ ବସୁଧା ଶୋଭା ପାଉଛି ହେଲେ ମେଣ୍ଟାଉନାହିଁ ଶୋଷ
କଣ୍ଟାବାଞ୍ଜି,୧୬/୭: ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକ ଧାମନଧ୍ୟାଙ୍ଗା ଗାଁ କୁ ପଶିଲେ ବସୁଧା ଯୋଜନା ରେ ନିର୍ମିତ ପାଣି ଟାଙ୍କି ଦେଖାଯାଏ । ପଛୁଆଁ ବ୍ଲକ ଏହି ସୁଖାଞ୍ଚଳ ଧାମନଧ୍ୟାଙ୍ଗା ଗାଁ ରେ ପିଇବା ପାଣି ସମସ୍ୟା ବସୁଧା ଯୋଗୁଁ ନଥିବା ଯେକେହି ଅନୁମାନ କରିବ । କିନ୍ତ ଏଠି ସବୁ ଓଲଟା!-->…
Read More...
Read More...