Yearly Archives

2020

ତଦନ୍ତରେ ଶିଥିଳତା, ଆନ୍ଦୋଳନ ଧମକ ଦେଲେ ଅଭିଯୋଗକାରୀ

ବୌଦ୍ଧ,୧୬/୭ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ଶିମିଳିପଦର ସେବା ସମବାୟ ସମିତିରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଗତ ମାର୍ଚ୍ଚ ମାସ ୧୭ ତାରିଖରେ ଶିମିଳିପଦର ଗ୍ରାମର ସୁଶାନ୍ତ ମିଶ୍ର ବୌଦ୍ଧସ୍ଥିତ ସମବାୟ ସମିତିର ସହକାରୀ ନିବନ୍ଧକଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ
Read More...

କେସିଏଚ ରତନମ ବିୟୋଗରେ ଶୋକସଭା

ପାରଳାଖେମୁଣ୍ଡି,୧୬/୭-ଗଜପତି ଜିଲ୍ଲା ବରିଷ୍ଠ ସାମ୍ବାଦିକ କେସିଏଚରତନମଙ୍କ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ଟାଉନହଲ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲା ସାମ୍ବାଦିକସଙ୍ଘର ସମସ୍ତ ସଦସ୍ୟ ଯୋଗ ଦେଇ ସ୍ୱର୍ଗତ କେ ସି ଏ ଚ ରତନମଙ୍କ
Read More...

ଫଳ ଉତ୍ପାଦନ ବୃକ୍ଷରୋପଣ ପାଇଁ ଏମ୍ସିଏଲ୍ ତରଫରୁ ସ୍ୱତନ୍ତ୍ର ଯୋଜନା

ସମ୍ବଲପୁର: ମହାନଦୀ କୋଲ୍ଫିଲ୍ଡସ ଲିମିଟେଡ୍ ବନ ମହୋତ୍ସବ-୨୦୨୦ ପାଳନ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ଯେଉଁଥିରେ କି, ଓଡ଼ିଶାର ବିଭିନ୍ନ କୋଇଲା କ୍ଷେତ୍ର ତଥା ନିକଟବର୍ତ୍ତୀ ଅଞ୍ଚଳରେ ୫୫ ହଜାରରୁ ଅଧିକ ଫଳ ଚାରା ରୋପଣ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।
Read More...

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ ! ରେଡଜୋନ ଜିଲ୍ଲାକୁ ଯାଇ କ୍ୱାରେଣ୍ଟାଇନରେ ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷାଅଧିକାରୀ ଓ…

ଦାରିଙ୍ଗବାଡ଼ି,୧୬/୭ : କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲାପାଳ ଡି. ବୃନ୍ଦା ଡି ଗତ ୮ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ବିନା ଅନୁମତିରେ ଜିଲ୍ଲା ବାହାରକୁ ଯିବାପାଇଁ ବାରଣ କରିଥିବା ବେଳେ ଜରୁରୀ ପରିସ୍ଥିତିରେ ଅନୁମତି ନେଇ ଜିଲ୍ଲା ବାହାରକୁ ଯାଇ ଫେରିଲା ପରେ ୧୪ଦିନ
Read More...

ନିଗମ ଅଞ୍ଚଳରେ ତିନୋଟି କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷିତ: ପାଖପଡ଼ିଶାରେ ସଂକ୍ରମଣ ପହଞ୍ଚିଲା ପରେ ମଧ୍ୟ ଲୋକେ ସୁଧୁରିବା…

ସମ୍ବଲପୁର,୧୬/୭- ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ଘୋଷଣା ଅନୁସାରେ ଆଜି ଆଉ ଚାରିଜଣଙ୍କୁ କରୋନା ପଜିଟିଭ ରୂପେ ଚିହ୍ନଟ କରାଯାଇଛି । ଏମାନେ ଦୁଇଜଣ ମହିଳା (୩୫ ଓ ୩୭) ଓ ଦୁଇଜଣ ପୁରୁଷ (୨୮ ଓ ୩୦) ସମସ୍ତେ କରୋନା ଯୋଦ୍ଧା ଅର୍ଥାତ୍ ଡାକ୍ତର ଓ ନର୍ସ ଅଟନ୍ତି । ଏମାନଙ୍କ ବ୍ୟତୀତ ସମ୍ବଲପୁର
Read More...

ବିଦ୍ୟୁତ ଆଘାତରେ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ

ଖପ୍ରାଖୋଲ ୧୬/୭- ଖପ୍ରାଖୋଲ ଥାନା ଭୁର୍ଷିବାଞ୍ଜିରେ ବିଦ୍ୟୁତ ଆଘାତରେ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ସ୍ୱାମୀ ଅମରବାଗ (୬୫) ସ୍ତ୍ରୀ ସପୁର ବାଗ(୫୮) । ନିଜ ଘରକୁ ସଂଯୋଗ କରିଥିବା ବିଦ୍ୟୁତ ତାର କଟି ଯାଇ ଟିଣ କବାଟରେ ଲାଗି ରହିଥିବା ବେଳେ ଅମର କବାଟ ବନ୍ଦ କରିବା ବେଳେ
Read More...

ବିଦ୍ୟୁତ ଆଘାତରେ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ

ଖପ୍ରାଖୋଲ : ଖପ୍ରାଖୋଲ ଥାନା ଭୁର୍ଷିବାଞ୍ଜି ରେ ବିଦ୍ୟୁତ ଆଘାତରେ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଅମରବାଗ (୬୫), ସପୁର ବାଗ(୫୮) ବୋଲି ଜଣାପଡିଛି । ନିଜ ଘରକୁ ସଂଯୋଗ କରିଥିବା ବିଦ୍ୟୁତ ତାର କଟି ଯାଇ ଟିଣ କବାଟରେ ଲାଗି ରହିଥିବା ବେଳେ ବିଦ୍ୟୁତ କରେଣ୍ଟ
Read More...

ବୌଦ୍ଧ :ଦମକଳ ବିଭାଗ କର୍ମଚାରୀ ଓ ବିଦେଶ ଫେରନ୍ତା କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୬/୭ - ବୌଦ୍ଧ ଜିଲ୍ଲାରେ ଚିନ୍ତା ବଢାଉଛି କରୋନା । ଚଳିତ ସପ୍ତାହରେ ଅର୍ଥାତ୍ ୪ ଦିନ ମଧ୍ୟରେ ୧୧ ଜଣ ବ୍ୟକ୍ତିଙ୍କ ନିକଟରୁ କରୋନା ପଜିଟିଭ ବାହାରିଥିବା ଜଣାପଡିଛି । ସବୁଠାରୁ ଅଧିକ ଚିନ୍ତାର ବିଷୟ ହେଲା ଯେ ଚଳିତ ସପ୍ତାହର ୧୧ ପଜିଟିଭ ମଧ୍ୟରୁ ମାତ୍ର ଜଣେ ସଙ୍ଗରୋଧ କେନ୍ଦ୍ରର
Read More...

ବୋଲେରୋ – ଡାଲା ଅଟୋ ମଧ୍ୟରେ ଧକ୍କା

ବୌଦ୍ଧ,୧୬/୭ - ଆଜି ସକାଳେ ଜାତୀୟ ରାଜପଥ ନମ୍ବର୍ ୫୭ ର ରାମ୍ଭିକଟା ନିକଟରେ ଗୋଟିଏ ବଲେରୋ ଓ ଡାଲା ଅଟୋ ମଧ୍ୟରେ ଧକ୍କା ହେବାରୁ ଡାଲା ଅଟୋ ବହୁ ଦୂରକୁ ଛିଟିକି ପଡିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ବୌଦ୍ଧ ଅଭିମୁଖେ ଆସୁଥିବା ଗୋଟିଏ ବଲେରୋ ସହ ରାମ୍ଭିକଟା
Read More...

ସାର ବୋଝେଇ ଟ୍ରାକ୍ ରାସ୍ତାରେ ଦବିଯିବାରୁ ରାସ୍ତା ଜାମ୍

ବୌଦ୍ଧ,୧୬/୭ - କଣ୍ଟାମାଳ ବ୍ଲକ୍ ପିପିଲିପାଲି ଗ୍ରାମ ରାସ୍ତାରେ ମଂଗଳବାର ସନ୍ଧ୍ୟାରେ ଏକ ୧୪ ଚକିଆ ସାର ବୋଝେଇ ଟ୍ରକ ଫସି ଯାଇଥିବା ଯୋଗୁଁ ରାସ୍ତା ଜାମ୍ ହୋଇଯାଇଛି । ଟ୍ରକରେ ଅଧିକ ଲୋଡ ଥିବାରୁ ଓ କଚ୍ଚ଼ା ରାସ୍ତା ହୋଇଥିବାରୁ ଟ୍ରକ ଉଠିବା ସମ୍ଭବ ହେଉନାହିଁ । ଫଳରେ ଏ ରାସ୍ତା ଦେଇ
Read More...