ପ୍ୟାକ୍ସ କଂପ୍ୟୁଟରୀକରଣ ଓ ସୁଷମ ସାର ବଣ୍ଟନ ସମ୍ପର୍କିତ ବୈଠକ
ବୌଦ୍ଧ,୧୬/୭ - ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ସମବାୟ ସମିତିର କମ୍ପ୍ୟୁଟରୀକରଣ କରାଯିବ । ସେହିପରି ଖରିଫ ଧାନ ଚାଷ ପାଇଁ କିଭଳି ଚାଷୀ ମାନଙ୍କ ମଧ୍ୟରେ ସରକାରୀ ଧାର୍ଯ୍ୟ ଦରରେ ସାର ବିକ୍ରୟ କରାଯାଇପାରିବ ସେ ସଂପର୍କିତ ଏକ ବୈଠକ ଗତକାଲି ସହକାରୀ ନିବନ୍ଧକ ସମବାୟ ସମିତି ସମୁହ!-->…
Read More...
Read More...