Yearly Archives

2020

ସିଲ୍ ହେଲା ଫୁଲବାଣୀ ଏସବିଆଇ ଶାଖା

ଫୁଲବାଣୀ: ଭାରତୀୟ ଷ୍ଟେଟବ୍ୟାଙ୍କର ଜଣେ ଅଧିକାରୀ କୋରନା ସଂକ୍ରମିତ ଚିହ୍ନଟ ହେବାପରେ ଫୁଲବାଣୀରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟ ସମେତ ବଜାର ଶାଖାକୁ ସିଲ୍ କରି ଦିଆଯାଇଛି । ଏହାସହ ଉକ୍ତ କାର୍ଯ୍ୟାଳୟକୁ ସାନିଟାଇଜ୍ ମଧ୍ୟ କରାଯାଇଛି । ବୁଧବାର ଫୁଲବାଣୀ ମୁଖ୍ୟ ଶାଖା ସିଲ୍ କରି ଦିଆଯାଇଛି ।
Read More...

କ୍ୱାରେଣ୍ଟାଇନରେ ଭର୍ତ୍ତୃହରି

ଭୁବନେଶ୍ୱର: ପବ୍ଲିକ ଆକାଉଣ୍ଟ କମିଟି ବୈଠକରେ ଉପସ୍ଥିତ ଜଣେ ଅଧିକାରୀଙ୍କ ରିପୋର୍ଟ କରୋନା ପଜିଟିଭ ଆସିବା ପରେ ଏଥିରେ ଯୋଗ ଦେଇଥିବା ୧୮ ସାଂସଦ ଓ ଅନ୍ୟ ଅଧିକାରୀଙ୍କୁ ୭ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ଲୋକସଭା ସଚିବାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏହି କ୍ରମରେ କଟକ ସାଂସଦ
Read More...

ପିସିସି ସଭାପତି ଏବେ ବଦଳିବେ ନାହିଁ : ରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: ପିସିସି ସଭାପତି ଏବେ ବଦଳିବେ ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ ଆଜି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ପିସିସି ସଭାପତି ବଦଳିବା ନେଇ ଯେଉଁ ଚର୍ଚ୍ଚା ଜାରି ରହିଛି ତାହା ରାଜ୍ୟ କଂଗ୍ରେସର ଗୋଟିଏ ଗୋଷ୍ଠୀ ଦ୍ୱାରା ସୃଷ୍ଟି କରାଯାଇଛି । ଏବଂ ଗଣମାଧ୍ୟମରେ
Read More...

ଗଞ୍ଜାମର ୮୨ ପ୍ରତିଶତ ଗାଁ ଗ୍ରୀନ୍ ଜୋନ୍ ଅନ୍ତର୍ଗତ

ଭୁବନେଶ୍ୱର,(ହୀ.ପ୍ର): ରାଜ୍ୟରେ କରୋନା ମହାମାରୀ ବ୍ୟାପକତା ପାଇଁ ସଚରାଚର ଚିନ୍ତାର ବିଷୟ ହୋଇଥିବା ବେଳେ ହଟସ୍ପଟ ଜୋନରେ ଥିବା ଗଞ୍ଜାମ ଜିଲ୍ଲାର ୨ ପ୍ରତିଶତ ଗାଁ ଗ୍ରୀନ୍ ଜୋନରେ ଥିବା ଆଜି କୁହାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ଏହି ଜିଲ୍ଲାର ୮୨
Read More...

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୦ ବର୍ଷର ବାର୍ଷିକ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରକାଶ ପାଇଛି । ଚଳିତ ବର୍ଷ ପରୀକ୍ଷା ଫଳରୁ ଜଣାପଡିଛି ଯେ, ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ
Read More...

ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି :-ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମସାହା ଗୋଶାଣୀ ବ୍ଳକରୁ ଜଣେ, କାଶୀନଗର ବ୍ଳକରୁ ୬ ଜଣ, ରାୟଗଡ ବ୍ଳକରୁ ୧୨ ଜଣ, ଗୁମ୍ମା ବ୍ଳକରୁ ୫ ଜଣ ଓ ପାରଳା ପୌରପରିଷଦରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ
Read More...

ଯାତ୍ରୀ ପ୍ରତୀକ୍ଷାଳୟକୁ ପ୍ରଶାସନର ଦୃଷ୍ଟି କେବେ ?

ପାଟଣାଗଡ : ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ବେଲପଡା ମୁଖ୍ୟରାସ୍ତା ବେଲପଡାଠୁ ମାତ୍ର କିଲୋମିଟର ମୁଣ୍ଡୋଦର୍ହ ଛକ । ଏଠି ଯାତ୍ରୀ ବିଶ୍ରାମଗାରଟିଏ ରହିଛି । ହେଲେ ଏହି ରାସ୍ତା ଦେଇ ଅନେକ ନେତା ଅଫିସରମାନେ ଯିବାଆସିବା କରିଥାନ୍ତି । ଉଣା ଅଧିକେ ଜିଲ୍ଲାରୁ ପଞ୍ଚାୟତ ଯାଏଁ ଏହି ଗାଁର
Read More...

କରୋନା ସଂକ୍ରମଣ ଯୋଗୁଁ ଭିମସାରରେ ସ୍ଥିତି ବିପନ୍ନ : ସମ୍ବଲପୁର ଜିଲ୍ଲାରେ ପୁଣି ୧୦ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ଅଞ୍ଚଳର ସବୁଠାରୁ ବଡ଼ ହସ୍ପିଟାଲ "ଭିମସାର" ହେଉଛି ବର୍ତ୍ତମାନ କୋଭିଡ ନୋଡାଲ ସେଣ୍ଟର ଓ ସେଠାରେ ହଠାତ୍ କରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ସାଂଘାତିକ ସ୍ଥିତି ସାମ୍ନାକୁ ଆସିଛି । ସେଠାରେ ଆଜି ଜଣେ ଡାକ୍ତର ଓ ଦୁଇଜଣ ସେବିକା ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଭିନ୍ନ ବିଭାଗରେ
Read More...

ରେକର୍ଡ : ଦେଶରେ ୨୪ଘଣ୍ଟାରେ ୨୯,୪୨୯ ନୂଆ ପଜିଟିଭ ଚିହ୍ନଟ, ୫୮୨ ଲୋକଙ୍କ ଯାଇଛି ଜୀବନ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟାକ ୨୯ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଯାହା ଦ୍ୱାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯.୩୬ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୦ହଜାର ସଂକ୍ରମିତ
Read More...

ଝାଡ୍ରାଜିଙ୍ଗ ପଜିଟିଭଙ୍କ କଣ୍ଟାକ୍ଟ ଟ୍ରେସିଂ ମଧ୍ୟରୁ ପୁଣି ୨ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୫/୭ : ଗତକାଲି ବୌଦ୍ଧ ସହର, ପୁରୁଣାକଟକ ଓ ମଥୁରା ଅଂଚଳରୁ ୭ ଜଣଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ବେଳେ ଆଜି ଚାରିଛକ ଅଂଚଳରୁ ପୁଣି ୨ ଜଣ କରୋନା ସଂକ୍ରମଣ ଥିବା ରିପୋର୍ଟ ଆସିଛି । ଆଜିର ୨ ଜଣ ବ୍ୟକ୍ତିଙ୍କୁ ମିଶାଇଲେ ବୌଦ୍ଧ ଜିଲ୍ଲାର କରୋନା ପଜିଟିଭ ସଂଖ୍ୟା ୬୨ରେ ପହଞ୍ଚିଛି
Read More...