ବିଜେପି ଯୁବ ମୋର୍ଚ୍ଚାର ଯୁବ ସମ୍ବାଦ ରାଲି
ବୌଦ୍ଧ - ଭାରତୀୟ ଜନତା ଯୁବମୋର୍ଚାର ରାଜ୍ୟସ୍ତରୀୟ ଯୁବ ସାମ୍ବାଦ ରାଲି କାର୍ଯ୍ୟକ୍ରମ କଣ୍ଟାମାଲ ନିର୍ବାଚନ ମଣ୍ଡଳୀର ଶୁଣ୍ଢିପଦର ପଂଚାୟତ ଅନ୍ତର୍ଗତ ଧୁଙ୍ଗିଆପଦର ଗ୍ରାମରେ ଯୁବନେତା ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଥିଲା । ଶତାଧିକ ଯୁବକ ଏହି କାର୍ଯ୍ୟକ୍ରମରେ ସୋସିଆଲ!-->…
Read More...
Read More...