ସମ୍ବଲପୁରରେ ଆକ୍ରାନ୍ତ ସଂଖ୍ୟା ୪୮ ହେଲା
ସମ୍ବଲପୁର : ଆଜି ଆଉ ଏକ କରୋନା ପଜିଟିଭ ଚିହ୍ନଟ ସହିତ ସମ୍ବଲପୁର ଜିଲ୍ଲାରେ ମୋଟରୋଗୀ ସଂଖ୍ୟା ୪୮ରେ ପହଞ୍ଚିଯାଇଛି । ଏମାନଙ୍କ ମଧ୍ୟରୁ ୧୬ଜଣ ସୁସ୍ଥ ହୋଇ ଘରକୁ ଫେରିଯିବା ପରେ ବାକି ୩୨ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସ୍ଥାନୀୟ ରେଙ୍ଗାଲୀ ଟିଏମସିରେ ଆଜି ଏହି ୧୯ବର୍ଷୀୟା!-->…
Read More...
Read More...