Yearly Archives

2020

ନିଜ ଜନ୍ମ ମାଟିରେ ସହିଦ ଚନ୍ଦ୍ରକାନ୍ତ ଙ୍କ ଶେଷକୃତ୍ୟ ସଂପନ୍ନ

ଫୁଲବାଣୀ:ଚାଇନା ଭାରତ ସୀମା ଲଦାଖର ଗୁଲୱାମା ଭାରତୀୟ ଯବାନଙ୍କ ମଧ୍ୟରୁ କନ୍ଧମାଳର ସହିଦ ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଶେଷକୃତ୍ୟ ଆଜି ନିଜ ଜନ୍ମମାଟି ବିଅରପଙ୍ଗାରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି ।‌ ଆଜି ସକାଳୁ ସକାଳୁ ସହିଦଙ୍କ ପାର୍ଥବ ଶରୀର
Read More...

୧୮୫ କେଜି ଗଞ୍ଜେଇ ସହ ବୋଲେରୋ ଜବତ,ଚାଲାଣକାରୀ ଫେରାର୍

ବାଲିଗୁଡ଼ା: ଗଞ୍ଜଇ ଚୋରାଚାଲାଣ ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ନାଡ଼ାପାଟାଙ୍ଗ ନିକଟରୁ ୧୮୫ କେଜି ଗଞ୍ଜେଇ ସହ ବୋଲେରୋ ଜବତ କରିଛି ପୋଲିସ୍ । ସେପଟେ ପୋଲିସ୍ କୁ ଦେଖି ଗଞ୍ଜଇ ଭର୍ତ୍ତି ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଛନ୍ତି ଚାଲାଣ କାରୀ । ସୂଚନା ପ୍ରକାରେ ବାଲିଗୁଡ଼ା ଡିଏସପି
Read More...

ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ୍ ଆୟୋଜିତ

ବୌଦ୍ଧ - ବୌଦ୍ଧ ଅଗ୍ନିଶମ ବିଭାଗ ତରଫରୁ ଆଜି ବୌଦ୍ଧ ଟାଉନ୍ ହଲ୍ ପରିସରରେ ଥିବା ଭିକାରୀ କଳା ମଣ୍ଡପରେ ପ୍ରାକୃତିକ ବିପର୍ଯୟ ପରିଚାଳନା ସମ୍ପର୍କିତ ମକଡ୍ରିଲ୍ ଓ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଛାତ ଘରର ଉପର ମହଲାରେ ନିଆଁ ଲାଗିଲେ ଓ ଗ୍ୟାସ୍ ସିଲିଣ୍ଡରରେ
Read More...

ବ୍ରହ୍ମପୁର ସାଂସଦଙ୍କ ଗଜପତି ଗ୍ରସ୍ତ

ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଗଜପତି ଗ୍ରସ୍ତ ରେ ଆସି ଫେରି ଯାଇଛନ୍ତି । ସେ ତାଙ୍କ ଗ୍ରସ୍ତ ସମୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି କଭିଡ ସ୍ଥିତି ର ସମୀକ୍ଷା କରିଥିଲେ ।ଏହି ସମୟରେ ସାଂସଦ ଶ୍ରୀ ସାହୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପୋର୍କ ଦୋଳୀୟ ନେତା ମାନଙ୍କ ସହ ରେ
Read More...

ଆଜି ଭୁବନେଶ୍ୱରରେ ୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ପ୍ରତିଦିନ କରୋନା ଆକ୍ରାନ୍ତ ପଜିଟିଭ ସଂଖ୍ୟା ଲମ୍ବା ଡିଆଁ ଡେଇଁ ଡେଇଁ ଚାଲିଛି । ଥମିବାର ନା' ଧରୁନାହିଁ । ରାଜ୍ୟ ସରକାରଙ୍କର ପ୍ରୟାସ ଆକ୍ରାନ୍ତ ରୋକିବା ପାଇଁ ଜାରି ରହିଥିଲେ ମଧ୍ୟ ତାହା କରୋନା ଭାଇରସ ସତେ ଯେପରି କିଛି ମାନୁନାହିଁ । ପ୍ରବାସୀମାନେ ଓଡିଶା ଫେରିବା ପରେ
Read More...

ଦଖଲରେ ଭୂମିହୀନ, ପଟ୍ଟା ମିଳୁଛି ଅନ୍ୟକୁ !

ବୌଦ୍ଧ : ହରଭଙ୍ଗା ତହସିଲର ବିଭିନ୍ନ ରାଜସ୍ୱ ସର୍କଲର ବିଭିନ୍ନ ଗ୍ରାମରେ ଥିବା ଅନାବାଦି ଜମିକୁ କିଛି ଭୂମିହୀନ ଲୋକ ଦଖଲ କରି ଚାଷବାସ କରିଆସୁଛନ୍ତି । ଯୋଗ୍ୟ ଜବରଦଖଲକାରୀଙ୍କୁ ସରକାରଙ୍କ ନିୟମ ଆଧାରରେ ପଟ୍ଟା ପ୍ରଦାନ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ତାହା କରାନଯାଇ ଅନ୍ୟ ଲୋକଙ୍କୁ ସେହି
Read More...

ହୀରାକୁଦ ଜଳସ୍ତର ୬୧୦ଫୁଟ ଟପିଲା

ସମ୍ବଲପୁର: ଉପରମୁଣ୍ଡରେ କିଛି ଭଲ ବର୍ଷା ଯୋଗୁଁ ବିଶ୍ୱପ୍ରସିଦ୍ଧ ହୀରାକୁଦ ନଦୀବନ୍ଧର ଜଳସ୍ତରରେ ବର୍ତ୍ତମାନ ଆଖିଦୃଶିଆ ବୃଦ୍ଧି ଘଟୁଛି । ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ୬୧୦.୧୫ ଫୁଟ ରେକର୍ଡ କରାଯାଇଛି, ଯାହାକି ଗତ
Read More...

ଗଜପତିରେ ପୁଣି ୨୮ଟି କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତିରେ ୨୮ଟି କରୋନା ପଜିଟିଭଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯ ଜଣ ତାମିଲନାଡୁ ଫେରନ୍ତା ହୋଇଥିବା ବେଳେ ୨ ଜଣ ଆନ୍ଧ୍ର ପ୍ରଦେଶରୁ, ୭ ଜଣତେଲେଙ୍ଗାନାରୁ ଫେରନ୍ତା ଅଟନ୍ତି । ଏହି ୨୮ ଜଣଙ୍କର ସ୍ୱାବ ସଂଗ୍ରହ
Read More...

ଜମି ବିବାଦରୁ ପିଉସୀ ପୁଅ ଭାଇକୁ ବିଭତ୍ସ ହତ୍ୟା

ସମ୍ବଲପୁର: ଘରଡିହ ଜମି ବିବାଦରୁ ଦୁଇଜଣ ମିଶି ନିଜ ପିଉସୀ ପୁଅ ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଏହି ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ ତଳିମାଲ ଗାଁରେ ଘଟିଯାଇଛି । ମୃତ ବ୍ୟକ୍ତିକୁ ଉକ୍ତ ଗାଁର ବିଲାସନ ମୁଣ୍ଡା ଓରଫ ପୁଚୁ (୨୮) ରୂପେ ଚିହ୍ନଟ
Read More...

କଂଗ୍ରେସ ପକ୍ଷରୁ ବିଭିନ୍ନ ସାମଗ୍ରୀ ବଣ୍ଟନ

ବୌଦ୍ଧ : କଂଗ୍ରେସ ଦଳର ରାଷ୍ଟ୍ରୀୟ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଅବସରରେ ଆଜି ବିଭିନ୍ନ ଖାଦ୍ୟ ସାମଗ୍ରୀ ସହିତ ବିଶୋଧକ ସାମଗ୍ରୀ ବଣ୍ଟନ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ନବ ମିଶ୍ରଙ୍କ ଦ୍ୱାରା ଗରୀବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଓ ମାସ୍କ, ସାବୁନ ଏବଂ ସାନିଟାଇଜର ବଣ୍ଟନ
Read More...