Yearly Archives

2020

ରଥଯାତ୍ରା ବନ୍ଦକୁ ନେଇ ଏମିତି କହିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେ କହିଛନ୍ତି ଯେ, ରଥଯାତ୍ରା ନ କରିବାକୁ ସରକାରଙ୍କର ଆଗରୁ ଯୋଜନା ଥିଲା । ମୁକ୍ତିମଣ୍ଡପ ଓ ଶଙ୍କରଚାର୍ଯ୍ୟଙ୍କ ସହ କଥା ହୋଇ ଏ ସଂପର୍କରେ ନିଷ୍ପତ୍ତି
Read More...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ହେବନି ରଥଯାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀ ସମେତ ରାଜ୍ୟର କୌଣସି ସ୍ଥାନରେ ଘୋଷଯାତ୍ରା ତଥା ରଥଯାତ୍ରା ହେବନାହିଁ ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି କେବଳ ପୁରୀରେ ନୁହେଁ, ସାରା ଓଡିଶାରେ କୌଣସି ଠାରେ ରଥ ଗଡିବ ନାହିଁ ।
Read More...

ସ୍ଥାନୀୟ ମୌଳିକ ସମସ୍ୟା ଉପରେ ଜିଲ୍ଲାପାଳଙ୍କ ସହିତ ବିଧାୟକଙ୍କ ଆଲୋଚନା

ସମ୍ବଲପୁର :ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସମସ୍ୟାଗୁଡିକର ସ୍ଥାୟୀ ଓ ଶୀଘ୍ର ସମାଧନ ପାଇଁ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସସେନାଙ୍କ ସହିତ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଆଲୋଚନା କରିଛନ୍ତି । ଏହି ସମୟରେ ମହାନଗର ନିଗମ ଅଧ୍ୟକ୍ଷା
Read More...

ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ପାଇଁ ୩ଟି ଜବରଦଖଲ ଦୋକାନ ଭଙ୍ଗାହେଲା

ସମ୍ବଲପୁର : ଲକଡାଉନ ସତ୍ତେ୍ୱ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ଆଜି ସ୍ଥାନୀୟ ଶକ୍ତିସଙ୍ଘ ପଛପଟେ ଜବରଦଖଲରେ ନିର୍ମିତ ତିନୋଟି ଦୋକାନ ଘର ଭଙ୍ଗାହେଲା । ଆଜିକାର ଏହି ଅଭିଯାନ ଅତି ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିରୁଦ୍ଧ ପ୍ରଧାନ,
Read More...

ହତାଶ ହେଲେ ବିଧାୟକ ସାଲୁଗା, ଧର୍ମ ଗୁଳାରେ ବିଜୟୀ ହୋଇ ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇନେଲା କଂଗ୍ରେସ

ଦାରିଙ୍ଗବାଡ଼ି: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା ଧର୍ମର ହେଲା ଜୟ । ସାରା ରାଜ୍ୟରେ ରହିଆସିଥିବା ଦାରିଙ୍ଗବାଡି ଉପନିର୍ବାଚନରେ ବିଜେଡି ସମର୍ଥିତ ଦଳ କୁ ମାତ୍ ଦେଇ କଂଗ୍ରେସ ସମର୍ଥିତ ଦଳ ବିଜୟ ହାସଲ କରିଲା । ଶାସକ ବିଜେଡି ଦଳର ବିଧାୟକ ସାଲୁଗା ପ୍ରଧାନ ନିଜ ଅକ୍ତିଅ।।ରରେ ରଖିବାକୁ
Read More...

ମହିଳାଙ୍କ ସମେତ ୭ ସନ୍ଦିଗ୍ଧଙ୍କୁ ଛେଚିଲେ ଗ୍ରାମବାସୀ

ବୌଦ୍ଧ :ଗତକାଲି ରାତିପ୍ରାୟ ୧୦ଘଣ୍ଟା ସମୟରେ ବିଲମାଳ ମଧ୍ୟରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବାବେଳେ ଜଣେ ମହିଳାଙ୍କ ସମେତ ୭ଜଣ ବ୍ୟକ୍ତିଙ୍କୁ ଧରି ଗ୍ରାମବାସୀ ଉତ୍ତମ ମଧ୍ୟମ ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା କରଞ୍ଜକଟା ଗ୍ରାମର ହରିଜନ
Read More...

କେନାଲ ପୋଲ ତଳକୁ ଖସି ଗୋରୁ ମୃତ

ବୌଦ୍ଧ - ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଂଚାୟତର ନାଏକପଡା ଗ୍ରାମ ଗୁମ୍ଫା ନିକଟରେ ଥିବା ଜଳ ସେଚନ ବିଭାଗର କେନାଲ ପୋଲ ତଳକୁ ଖସି ଗୋଟିଏ ଗୋରୁର ମ୍ରୁତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁସାରେ ଆନ୍ତଃରାଜ୍ୟ ଗୋରୁ ବେପାରୀ ମାନେ ଏ ରାସ୍ତା ଦେଇ ଗୋରୁ ଚାଲାଣ
Read More...

ବୌଦ୍ଧରେ ଆଉ 2 କରୋନା ପଜିଟିଭ, ଆକ୍ରାନ୍ତ ସଂଖ୍ୟା 40ରେ ପହଞ୍ଚିଲା

ବୌଦ୍ଧ -ଆଜି ପୁଣି 2 ଜଣଙ୍କ ଠାରେ କରୋନା ପଜିଟିଭ ବାହାରିବା ପରେ ବୌଦ୍ଧ ଜିଲାରେ କରୋନା ଆକ୍ରାନଙ୍କ ସଂଖ୍ୟା 40 ରେ ପହଞ୍ଚିଲା l ଆଜି ଯେଉଁ 2 ଟି କରୋନା ପଜିଟିଭ ବାହାରିଛି ଉଭୟେ ମନମୁଣ୍ଡା ସଙ୍ଗରୋଧ କେନ୍ଦ୍ର ରେ ରହିଥିଲେ ଓ ସେମାନେ ହରିୟାଣା ରାଜରୁ ଆସିଥିଲେ l ସେମାନଙ୍କୁ ଆଜି
Read More...

ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା, 2 ଗୁରୁତର

ବୌଦ୍ଧ - ଆଜି ସନ୍ଧ୍ୟା 7 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ରଇଠାଣି ନିକଟରେ ବାଇକ ଓ ସ୍କୁଟି ମଧ୍ୟରେ ମୁହଁlମୁହିଁ ଧକ୍କା ହେବାରୁ ଜଣେ 4 ବର୍ଷର ଶିଶୁ ସମେତ 2 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ସ୍କୁଟି ଯୋଗେ ବଉଦ ସହରରୁ ରଇଠାଣି ଗ୍ରାମର ଜନୈକ
Read More...

ଗଜପତିରେ ପୁଣି ୫୭ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ଗଜପତିରେ ୫୭ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୨୯ ଜଣ ତାମିଲନାଡୁ ଫେରନ୍ତା ହୋଇଥିବା ବେଳେ ୪ ଜଣ ଆନ୍ଧ୍ର ପ୍ରଦେଶରୁ,୧୦ ଜଣ ତେଲେଙ୍ଗାନାରୁ, ୬ ଜଣ ମହାରାଷ୍ଟ୍ରରୁ ,ଜଣେ ଗୁଜରାଟରୁ,ଜଣେ କର୍ଣ୍ଣାଟକ, ଜଣେ
Read More...