ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ
ଟିଟିଲାଗଡ: ଦ୍ରୁତଗତିରେ ଆସୁଥିବା ଏକ ଡିଜେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଏନ୍ ଏଚ୍-୨୬ କୁସୁମଖାଲ ନିକଟରେ ରାସ୍ତାରୁ ଓଲ୍ଲାଇ ଏକ ଗଛରେ ପିଟିହୋଇଥିଲା । ଘଟଣାସ୍ଥଳରେ ଚାଳକ ଅନଗୁଳ ଜିଲ୍ଲା କଳାମାଣ୍ଡିଆ ନିବାସୀ ବସନ୍ତ ମାଝୀଙ୍କ ମୃତ୍ୟୁ ହୋଇଥିଲା । ସଇତଲା ଥାନାଧିକାରୀ ଦୁର୍ଘଟଣା ସ୍ଥଳରେ!-->…
Read More...
Read More...