ଓଡିଶା ଛୁଇଁଲା ମୌସୁମୀ : ରାଜ୍ୟର ଅଧିକ ସ୍ଥାନରେ ବର୍ଷା ଆରମ୍ଭ
ଭୁବନେଶ୍ୱର : ଶେଷରେ ପୂର୍ବ ଆକଳନ ଅନୁଯାୟୀ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁଛି । ଭାରତୀୟ ପାଣିପାଗ ବିଭଗ ପକ୍ଷରୁ ଏ ନେଇ ତାଜା ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଆଜି ସାରା ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଭାରତୀୟ ପାଣିପାଗ ବିଭାଗ ଜୁନ୍!-->…
Read More...
Read More...