Yearly Archives

2020

ଭିଜିଲାନ୍ସ ଜାଲରେ ଆଡିସନାଲ୍ ପିସିସିଏଫ୍ ଅଭୟ ପାଠକ : ଓଡ଼ିଶା ସମେତ ମହାରାଷ୍ଟ୍ର ଓ ବିହାର ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ

ଭୁବନେଶ୍ୱର : ରାଜ୍ୟରେ ଜଣକ ପରେ ଜଣେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବା ସରକାରୀ ଅଫିସରମାନଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଘଟଣା ଦିନକୁ ଦିନ ବଢ଼ୁଛି । ଏହି କ୍ରମରେ ଆଉଜଣେ ବରିଷ୍ଠ ସରକାରୀ ଅଧିକାରୀ ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ସେ ହେଉଛନ୍ତି ବରିଷ୍ଠ ଆଇଏଫ୍‌ଏସ୍ ତଥା ଓଡ଼ିଶାରେ
Read More...

ମୁକୁଳା ପଡିଛି ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଫାଟକ

ବୌଦ୍ଧ /ବାଉଁଶୁଣି- ୫ଟି ସଚିବ ବୌଦ୍ଧ ଗସ୍ତରେ ଆସିବା ପୂର୍ବରୁ ନିର୍ମାଣ କରାଯାଇଥିବା ବାଉଁଶୁଣୀ ମେଡିକାଲ ଗେଟ ଆଜିପର୍ଯ୍ୟନ୍ତ ମୁୁକୁଳା ହୋଇ ପଡିରହିଥିବା ଦେଖିବାକୁ ମିଳୁଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଗେଟ ଅନେକ ଦିନ ହେବ ମୁକୁଳା ହୋଇ ପଡ଼ିରହିଥିଲେ ମଧ୍ୟ ବିଭାଗୀୟ କତ୍ତ୍‌ୃପକ୍ଷ
Read More...

ବୈକୁଣ୍ଠପୁରରେ ବାବା କଇଁଫୁଲଙ୍କ ନାମ ସଂକୀର୍ତ୍ତନ

ବୌଦ୍ଧ,୨୫/୧୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ପଞ୍ଚାୟତ ବୈକୁଣ୍ଠପୁର ଗ୍ରାମରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କାର୍ତ୍ତିକ ଦଶମୀ ଅବସରରେ ଗ୍ରାମବାସୀଙ୍କ ଦ୍ୱାରା ପ୍ରସିଦ୍ଧ ଯୋଗୀ ବାବା କଇଁଫୁଲଙ୍କର ନାମଯଜ୍ଞ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଦଶଟି ବିଭିନ୍ନ ଗାଁର
Read More...

ରାଷ୍ଟ୍ରୀୟ ହିନ୍ଦୁ ଶକ୍ତି ସଙ୍ଗଠନ ପକ୍ଷରୁ ହିନ୍ଦୁ ସମ୍ମିଳନୀ

ପାରଳାଖେମୁଣ୍ଡି,୨୫/୧୧- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରାଷ୍ଟ୍ରୀୟ ହିନ୍ଦୁ ଶକ୍ତି ସଙ୍ଗଠନ ଓଡ଼ିଶା ଶାଖା ତରଫରୁ ବୋଷ ଡେନ୍ସଷ୍ଟୁଡ଼ିଓ ଠାରେ ପ୍ରଥମ ହିନ୍ଦୁ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ମାଲୁ ମୁଖ୍ୟଅତିଥି
Read More...

୫ହଜାର ଟଙ୍କା ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଦାରିଙ୍ଗବାଡି ବ୍ଲକ ବିଇଓ ଅଫିସ ବରିଷ୍ଠ କିରାଣୀ

ଦାରିଙ୍ଗବାଡି,୨୫/୧୧: । ୫ହଜାର ତାଙ୍କ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ଦାରିଙ୍ଗବାଡି ବ୍ଲକ ବି ଇ ଓ ଅଫିସର ହେଡ କ୍ଳର୍କ ଚିତ୍ତରଞ୍ଜନ ସିଂ । ମିଳିଥିବା ସୂଚନା ଅନୁସାରେ ଜଣେ ଶିକ୍ଷକ ନିଜ କାର୍ଯ୍ୟ କଲା ସମୟରେ ମୃତ୍ୟୁବରଣ କରିଥିବା ବେଳେ ପିତାଙ୍କ ମୃତ୍ୟପରେ
Read More...

ବାଲିଗୁଡ଼ା ପୋଲିସ୍‌ ଓ ଅବକାରୀ ବିଭାଗର ମିସନ୍‌ କ୍ଲିନ୍‌ ଗଞ୍ଜେଇ ପୁଣି ନଷ୍ଟ ହେଲା ୧୯କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍‌…

ବାଲିଗୁଡ଼ା,୨୫/୧୧: ଯୋର୍‌ ଧରିଲା ମିସନ୍‌ କ୍ଲିନ୍‌ ଗଞ୍ଜେଇ । ପୁଣି ନଷ୍ଟ ହେଲା ୧୯ କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ବୁଡ୍ରୁକିଆ ଗ୍ରାମ ପଞ୍ଚାୟତର ମାଦିନାଟ,ବାଲିସୁଗା ଓ ବୁଡ୍ରୁକିଆ ଅଞ୍ଚଳର ୧୯୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍‌
Read More...

ରାଜ୍ୟରେ ପୁଣି ୭୩୦ କରୋନା ପଜିଟିଭ ଚିହ୍ନଟ, ୧୬ ମୃତ

ଭୁବନେଶ୍ୱର ୨୫ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୬୦୦୧ରେ ପହଞ୍ଚିଛି ।
Read More...

ପି.ଏମ.ଏ.ୱାଇ. ଅର୍ଥ ହଡପ ନେଇ ଥାନାରେ ଏତଲା ଦେଲେ ବିଡିଓ

ବୌଦ୍ଧ,୨୫/୧୧ - ବୌଦ୍ଧ ବ୍ଲକ୍‌ ମୁଣ୍ଡାପଡା ଗ୍ରାମ ପଞ୍ଚାୟତ କିରାସିରା ଓ ବଡମାଲ୍‌ ଗ୍ରାମରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥହଡପ ମାମଲାରେ ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାଶ ବୌଦ୍ଧ ଆଦର୍ଶ ଥାନାରେ ଏଫଆଇଆର ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବିଡିଓ ଆବାସ
Read More...

ବାଇକ ସହ ଅଜଣା କାର୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ, ୨ ଗୁରୁତର

ବୌଦ୍ଧ,୨୫/୧୧ - ଗତକାଲି ସନ୍ଧ୍ୟାରେ ଚାରିଛକ - ଫୁଲବାଣୀ ରାସ୍ତାର ରାଣୀପଥର ଘାଟୀ ନିକଟରେ ଏକ ଅଜଣା କାର୍‌ ଗୋଟିଏ ବାଇକକୁ ଧକ୍କାଦେବା ଫଳରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବାବେଳେ ବୃଦ୍ଧାଙ୍କ ପୁଅ ଓ ନାତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି
Read More...

ଶ୍ରୀ ଶ୍ରୀ କନ୍ଧେଶ୍ୱର ଶୈବ ପୀଠରେ କ୍ଷୀରଶାୟୀ ଅନୁଷ୍ଠିତ

ବୌଦ୍ଧ,୨୪/୧୧ - ବୌଦ୍ଧ ବ୍ଲକ୍ କସୁରବନ୍ଧ ଗ୍ରାମ ପଞ୍ଚାୟତରେ ସାନ ଡୁଙ୍ଗରିପାଲି ଗ୍ରାମରେ କନ୍ଧବିନ୍ଧା ନାଳ ମଧ୍ୟରେ ମୁକ୍ତାକାଶ ତଳେ ବିରାଜିତ ଶ୍ରୀ ଶ୍ରୀ କନ୍ଧେଶ୍ୱର ଶୈବ ପୀଠରେ କ୍ଷୀରଶାୟୀ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଭକ୍ତ ମାନେ ଭକ୍ତି ଓ ନିଷ୍ଠାର ସହ ଶ୍ରୀ କନ୍ଧେଶ୍ୱର
Read More...