Yearly Archives

2020

ରାଜ୍ୟରେ ପୁଣି ୧୪୬ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ରାଜ୍ୟରେ ପୁଣି ୧୪୬ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୪୦ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ଘଣ୍ଟାପଡାରେ ଝଡ ତୋଫାନ, ବ୍ୟାପକ କ୍ଷତି

ବୌଦ୍ଧ : ଆଜି ଅପରାହ୍ନରେ କଣ୍ଟାମାଳ ବ୍ଲକ ଘଣ୍ଟାପଡା ଅଂଚଳରେ ବ୍ୟାପକ ଝଡତୋଫାନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ହଠାତ୍ ପ୍ରବଳ ବେଗରେ ପବନ ବହିବା ଯୋଗୁଁ ପ୍ରାୟ ୨୦ରୁ ଅଧିକ ଲୋକଙ୍କ ଘର ଭାଙ୍ଗିଯିବା ସହ ବଡ ବଡ ଗଛ ଗୁଡିକ
Read More...

ଆସନ୍ତାବର୍ଷ ପାଠ୍ୟକ୍ରମରେ ସାମିଲ ହେବ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର : ଆସନ୍ତାବର୍ଷ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସ୍ଥାନ ପାଇବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ଚଳିତ ବର୍ଷ ବହି ବଣ୍ଟନ ଶେଷ ହୋଇଛି । ସୁବିଧା ହେଲେ ସ୍ୱତନ୍ତ୍ର ପୁସ୍ତିକା ବଣ୍ଟନ କରାଯିବ । ସୂଚନା ଓ ଲୋକସଂପର୍କ ବିଭାଗର ମାର୍ଗଦର୍ଶିକା
Read More...

ଏବେ ନୁହେଁ,ଜୁଲାରେ ଆସିପାରନ୍ତି ପଙ୍ଗପାଳ !

ଭୁବନେଶ୍ୱର : ଚଳିତ ସପ୍ତାହରେ ପଙ୍ଗପାଳ ଓଡିଶା ଆସିବେ ବୋଲି ଆକଳନ କରାଯାଉଥିଲା । ହେଲେ ପଙ୍ଗପାଳ ଚଳିତ ସପ୍ତାହରେ ନୁହେଁ ଆସନ୍ତା ଜୁଲାଇରେ ଓଡିଶା ଆସିପାରନ୍ତି ବୋଲି ଜାତିସଂଘ କେନ୍ଦ୍ର ସରକାରଙ୍କୁ ସୂଚନା ଦେଇଛି । କେନ୍ଦ୍ର ସରକାରଙ୍କ ମଧ୍ୟ ଏହି ସୂଚନା ପାଇବା ପରେ ରାଜ୍ୟ ସରକାରଙ୍କୁ
Read More...

ଆସନ୍ତା ୧୨ ତାରିଖ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର : ଓଡିଶାରେ ମୌସୁମୀ ସ୍ୱାଭାବିକ ଭାବେ ଜୁନ୍ ମାସର ପ୍ରଥମ ସପ୍ତାହରେ ପହଞ୍ଚିଥାଏ । ତେବେ ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଏହା ସମୟକ୍ରମେ ଜୁନ ମାସର ଦ୍ୱିତୀୟ ସପ୍ତାହରେ ଗତ କିଛି ବର୍ଷ ଧରି ପହଞ୍ଚୁଥିବା ବେଳେ ଚଳିତ ବର୍ଷ ଆସନ୍ତା ୧୧ କିମ୍ବା ୧୨ ତାରିଖରେ ଦକ୍ଷିଣ-ପଶ୍ଚିମ
Read More...

ଲକଡାଉନରେ ଜୀବନ ଜୀବିକା ଯୋଗାଇଛି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା

ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ 149ଟି ପଞ୍ଚାୟତରେ ପଞ୍ଜିକୃତ ଶ୍ରମିକ ମାନଙ୍କୁ କାମଯୋଗାଇ ଦିଆଯାଇଛି। ଆଜି ଜିଲ୍ଲାରେ 37 690 କାମ କରୁଥିବା ର ଜଣାପଡିଛି।ଜିଲ୍ଲାରେ ଛୋଟ ବଡ଼ 2204 ପ୍ରକଳ୍ପ ଚାଲିଥିବା ର
Read More...

ମା ବରାଳଦେବୀ ନାରୀ ମହାସଂଘ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ଫୁଲବାଣୀ:କରୋନା ମହାମାରୀ ସମଗ୍ର ବିଶ୍ୱରେ ବ୍ୟ।ପିଥିବା ବେଳେ ଓଡିଶା କୁ ମଧ୍ୟ ଗ୍ରାସ କରିବାରେ ଲାଗିଛି ଏପରି ସ୍ଥଳେ ବିଭିନ୍ନ ଅନୁଷ୍ଠାନ ବିଭିନ୍ନ ମାଧ୍ୟମରେ ସାହାଯ୍ୟ ସହଯୋଗ କରି ଆସୁଛନ୍ତି।କନ୍ଧମାଳ ଜିଲ୍ଲାର ଖଜୁରିପଡା ବ୍ଲକ ଅନ୍ତର୍ଗତ ବିଲାବାଡି ପଞ୍ଚାୟତର ମା ବରାଳଦେବୀ ନାରୀ ମହାସଂଘ
Read More...

ପାକ୍ ଟିଭିର ସ୍ୱୀକାରୋକ୍ତି କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ

ଇସଲାମାବାଦ : ପାକିସ୍ତାନର ଗୋଟିଏ ପରେ ଗୋଟିଏ ଅଫିସ୍ ତଥା ସଂସ୍ଥା ଏବେ ସତକଥା ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଉଛି । କାଶ୍ମୀରକୁ ନେଇ ଆଜି ପର୍ଯ୍ୟନ୍ତ ବିବାଦ ଲାଗି ରହିଛି । କାଶ୍ମୀର ଉପରେ ପାକିସ୍ତାନ ସରକାର ନିଜର ଅଧିକାର ଜାହିର କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଭାରତ ବାରମ୍ବାର
Read More...

୨୪ ଘଣ୍ଟା ନପୁରୁଣୁ ନିଷ୍ପତ୍ତି ବିରୋଧରେ ଗଲା ଚୀନ୍‌

ନୂଆଦିଲ୍ଲୀ : ସୀମା ସମସ୍ୟାର ସମାଧାନ ପାଇଁ ହୋଇଥିବା ଆଲୋଚନାକୁ ୨୪ ଘଣ୍ଟା ନପୁରୁଣୁ ଚୀନ୍ ପୁଣି ସୀମାନ୍ତରେ ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟ କରିଛି । ସୀମାନ୍ତରେ ଚୀନ୍ ସୈନ୍ୟଙ୍କ ଗତିବିଧି ସକ୍ରିୟ ହୋଇଥିବା ଲକ୍ଷ୍ୟ କରାଯାଇଛି । ତା\'ସାଙ୍ଗକୁ ଚୀନ୍ ସୀମାନ୍ତରେ ସେନା ହେଲିକପ୍ଟର
Read More...

ନ୍ୟୁଜିଲ୍ୟାଣ୍ଡରେ ଅଧିକାଂଶ କଟକଣା କୋହଳ ହେଲା

ୱିଲିଙ୍ଗଟନ : ନ୍ୟୁଜିଲ୍ୟାଣ୍ଡ ସରକାର ଦେଶରେ ପୂର୍ବରୁ ଜାରି ହୋଇଥିବା ଲକ୍‌ଡାଉନ୍ କଟକଣାକୁ ବହୁମାତ୍ରାରେ କୋହଳ କରିଦେଇଛନ୍ତି । ଲକ୍‌ଡାଉନ୍ ଯୋଗୁଁ ଷ୍ଟାଡ଼ିୟମଗୁଡ଼ିକ ବନ୍ଦ ରହିଥିଲା । ସବୁ ପ୍ରକାର ମ୍ୟାଚ୍ ସ୍ଥଗିତ ରହିଥିଲା । ତେବେ ସୋମବାର ଷ୍ଟାଡ଼ିୟମ ଖୋଲିବା ପାଇଁ ଅନୁମତି ଦିଆଯିବା ସହ
Read More...