Yearly Archives

2020

ଶୀତରେ ଥରିଲା ଦାରିଙ୍ଗବାଡ଼ି , ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ, ଆହୁରି କମିବ ତାପମାତ୍ରା

ଦାରିଙ୍ଗବାଡ଼ି,୨୪/୧୧ : ଦାରିଙ୍ଗବାଡ଼ି ଅଞ୍ଚଳରେ ସୋମବାର ରାତି ଠାରୁ ପ୍ରବଳ ଶୀତ ଅନୁଭୂତ ହୋଇଛି। ଗତକାଲି  ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ରହିଥିବାବେଳେ ବୁଧବାର ସକାଳ ୮ଟା ସୁଦ୍ଧା ଏହା ଗୋଟିଏ ଦିନରେ ୩.୫ ଡିଗ୍ରୀ ହ୍ରାସ ପାଇ ଚଳିତ ବର୍ଷର ସର୍ବନିମ୍ନ ୯ ଡିଗ୍ରୀ
Read More...

42 ଏକର ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

ବୌଦ୍ଧ,୨୪/୧୧ - ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଅବକାରୀ ବିଭାଗ ଆଜି ବୌଦ୍ଧ ବ୍ଲକ୍ ଆମ୍ବଝରୀ ଗ୍ରାମ ପଞ୍ଚାୟତର ଗଣ୍ଡିସରେ ଗ୍ରାମ ନିକଟରେ ଥିବା 42 ଏକର ଜଙ୍ଗଲ ଜମିରୁ ବେ- ଆଇନ୍ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ଠାବ କରି କାଟିଥିଲେ l କଟା ଯାଇଥିବା ଗଞ୍ଜେଇ ଗଛର ମୁଲ୍ୟ
Read More...

ସାହାଯ୍ୟ ଅପେକ୍ଷାରେ ଦେବକୀ

ଫୁଲବାଣୀ,୨୪/୧୧: ମାସେ କି ଦି ମାସ ନୁହେଁ ଗଲା ୩ ବର୍ଷ ହେଲାଣି ବିଞ୍ଚଣାରେ ପଡିରହିଛି କନ୍ଧମାଳ ଜିଲ୍ଲ। ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପରିକୁଡି ପଞ୍ଚାୟତର ସକାଡି ଗ୍ରାମର ଦେବକୀ କୁଦେଇ । ଦେବକୀର ଅଧିକ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ବଡ଼ ଡାକ୍ତରଖାନା ନେଇପାରୁନାହାନ୍ତି ପରିବାର ଲୋକେ ।
Read More...

ଅଁଳାନବମୀ ଉପଲକ୍ଷେ ପରିବେଶ ସଚେତନତା ଅଭିଯାନ

ସମ୍ବଲପୁର : ସ୍ଥାନୀୟ ଜିଲ୍ଲା ଧନକଉଡା ବ୍ଲକ ଅନ୍ତର୍ଗତ ଡୁଙ୍ଗିପାଲି ଗ୍ରାମରେ ଅଁଳା ନବମୀ ଉପଲକ୍ଷେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅଁଳା ବୃକ୍ଷକୁ ପୂଜାଅର୍ଚ୍ଚ଼ନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରା ଯାଇଥିଲା ଏବଂ ପରେ ଗ୍ରାମର
Read More...

ବୌଦ୍ଧ: ଆଜି ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨୪/୧୧ - ଆଜି ପୁଣି ବୌଦ୍ଧ ଜିଲ୍ଲାରେ ନୂତନ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ୩ ଜଣଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨୭୨୮ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୬୭୫ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ
Read More...

୪କି.ମି. ପାହାଡ ଚଢି ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ ବିଡିଓ

ହରଭଙ୍ଗା : ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଗାଁକୁରାସ୍ତା, ପାନୀୟ ଜଳ, ବିଦ୍ୟୁତ ଆଲୋକ ଓ ଶିକ୍ଷା ପାଇଁ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ଯୋଜନା ବାଟରେ ରହିଯାଇଛି । ଯାହା ଫଳରେ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଅନେକ ଗାଁକୁ ରାସ୍ତା ନାହିଁ । ଯାହା ଫଳରେ ଲୋକମାନେ ପାହାଡ ଚଢି
Read More...

ଗଜପତିରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୨୪/୧୧- ଗଜପତିରୁ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ମୋହନା ବ୍ଳକରୁ ଜଣେ, ପାରଳା ପୌର ପରିଷଦରୁ ୩ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ
Read More...

ପୁଣି ରାଜ୍ୟରେ ୬୪୨ କରୋନା ପଜିଟିଭ ଚିହ୍ନଟ,୧୪ ମୃତ

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୫୨୭୧ରେ ପହଞ୍ଚିଛି । ଏନେଇ
Read More...

ବରଗାଁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କଲରାକୋଠା ଚାମ୍ପିଆନ

ବୌଦ୍ଧ,୨୪/୧୧- କଣ୍ଟାମାଳ ବ୍ଲକ ବରଗାଁ ୟୂଥ ଆଇକନ କ୍ଲବ୍ ଆନୁକୁଲ୍ୟରେ ଅନୁଷ୍ଠିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କଲରାକୋଠା ଦଳ ବିଜୟୀ ହୋଇଛି | ଫାଇନାଲ ମ୍ୟାଚ୍ କଲରାକୋଠା ଓ ତେନ୍ତୁଳିଖୁଣ୍ଟି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ କଲରାକୋଠା ଦଳ ବିଜୟୀ ହେବା ଫଳରେ ଚାମ୍ପିଆନ ହୋଇଥିଲା |
Read More...

ଶିମିଳିପଦର ପେକ୍ସର ଦାୟିତ୍ବ ନେଲେ ଦପଲା ସମ୍ପାଦକ

ବୌଦ୍ଧ,୨୪/୧୧ - କଣ୍ଟାମାଳ ବ୍ଲକ ଶିମିଳି ପଦର ସେବା ସମବାୟ ସମିତିର ଭାରପ୍ରାପ୍ତ ସମ୍ପାଦକ ଭାବରେ ଦପଲା ସମିତିର ସମ୍ପାଦକ ପଞ୍ଚାୟତ ପ୍ରତାପ ପ୍ରଧାନ ଦାୟିତ୍ବ ନେଇଥିବା ଜଣାପଡିଛି l ଶିମିଳି ପଦର ସେବା ସମବାୟ ସମିତିର ସମ୍ପାଦକ ଥିବା ଅମ୍ବରୀଶ ବାଘଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣି
Read More...