ମହାନଦୀକୁ ଗାଧୋଇବାକୁ ଯାଇ ମହିଳା ନିଖୋଜ
ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୋଡାସିଙ୍ଗା ଗ୍ରାମର ଜଣେ ମହିଳା ଆଜି ମହାନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିବା ଅଭିଯାଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଥାନା କୋଡାସିଙ୍ଗା ଗ୍ରାମର ତ୍ରିନାଥ ବେହେରାଙ୍କ ପତ୍ନୀ ମମିତା ବେହେରା(୪୫) ସବୁଦିନ ପରି ଆଜି ସକାଳେ ମହାନଦୀକୁ!-->…
Read More...
Read More...