ଅଜିତ୍ ଯୋଗୀଙ୍କ ପରଲୋକ
ରାୟପୁର : ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀଙ୍କର ଆଜି ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି କୋମାରେ ଥିଲେ । ଚଳିତ ମାସ ୯ ତାରିଖରେ ତାଙ୍କୁ ରାୟପୁରସ୍ଥିତ ଶ୍ରୀନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୦ ତାରିଖରେ ସେ ହୃଦ୍ଘାତର ଶିକାର ହୋଇଥିଲେ । ମୃତ୍ୟୁ ଖବର!-->…
Read More...
Read More...