Yearly Archives

2020

ଅନଲାଇନରେ ଉଚ୍ଚଶିକ୍ଷା କାର୍ଯ୍ୟକ୍ରମ ଉଦଘାଟିତ : ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅଭିନବ ପ୍ରଚେଷ୍ଟା

ସମ୍ବଲପୁର: କରୋନା ସଙ୍କଟ ଓ ଲକଡାଉନ ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷାକୁ ଆଗେଇ ନେବାପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ଏକ ଅଭିନବ ପ୍ରଚେଷ୍ଟା ସହିତ ଅନଲାଇନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଯେଉଁଥିରେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଶୋଧ ବିଦ୍ୱାନମାନେ ସାମିଲ ହୋଇଥିଲେ । ଏହି
Read More...

ସୀମାକୁ ଅଧିକ ସୈନ୍ୟ ପଠାଇଲା ଭାରତ

ନୂଆଦିଲ୍ଲୀ: ସୀମାରେ ଦେଖାଦେଇଥିବା ଉତ୍ତେଜନା ଦୂର କରିବା ଲାଗି ଚୀନ୍ ଓ ଭାରତ ମଧ୍ୟରେ ଏକାଧିକବାର ଆଲୋଚନା ହୋଇଯାଇଛି । ତେବେ ଏହିସବୁ ଆଲୋଚନାରୁ କୌଣସି ସୁଫଳ ମିଳିନାହିଁ । ଚୀନ୍ ସୈନ୍ୟମାନଙ୍କ ଉତ୍ପାତ୍ତ ଜାରି ରହିଥିବାରୁ ଭାରତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ
Read More...

ପହିଲା ସୁଦ୍ଧା କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଆସନ୍ତା ଜୁନ୍ ୧ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ । ଭାରତୀୟ ପାଣିପାଗ ବିଭାଗ ଆଜି ଏହି ସୂଚନା ଦେଇଛି । ବିଭାଗ କହିଛି ଯେ, ମଇ ୩୧ ତାରିଖ ଆଡ଼କୁ ଦକ୍ଷିଣପୂର୍ବ ଓ ଏହାର ଆଖପାଖ ପୂର୍ବ ଆରବ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା
Read More...

କୁଅ ଭିତରେ ଶ୍ୱାସରୁଦ୍ଧ ହୋଇ ଦୁଇଜଣ ମୃତ

ବୌଦ୍ଧ: ଆଜି ଦିନ ପ୍ରାୟ ୧୨ ଘଣ୍ଟା ସମୟରେ ବୌଦ୍ଧ ସହର ଉପକଣ୍ଠ ଟୁଟୁସିଙ୍ଗା ଅଂଚଳରେ କୁଅରୁ ପଙ୍କ ଉଦ୍ଧାର କରିବା ପାଇଁ ପଶିଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ଓ ଜଣେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହର ନିକଟବର୍ତ୍ତୀ ଟୁଟୁସିଙ୍ଗା ମୌଜା ଜାତୀୟ ରାଜପଥ କାର୍ଯ୍ୟାଳୟ
Read More...

ଡ.ଅଚ୍ୟୁତ ସାମନ୍ତଙ୍କ ମହନୀୟ ପ୍ରୟାସ : କିସ୍ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ପାଟଣାଗଡ: ବିଶ୍ୱର ପ୍ରଥମ ନିଶୁଳ୍କ ଆବାସିକ ଆଦିବାସୀ ବିଶ୍ୱବିଦ୍ୟାଳୟରେ ପଢୁଥିବା ୩୦ହଜାର ଗରୀବ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ନୂତନ ବର୍ଷର ପାଠ୍ୟଉପକରଣ, ଲେଖନୀ ସାମଗ୍ରୀ, ଗୁଡ, ଚିନି, ବିସ୍କୁଟ, ଚାଉଳ ଆଦି ଶୁଖିଲା ଖାଦ୍ୟ ଉପକରଣ ସହ ସାବୁନ, ସର୍ଫ ଇତ୍ୟାଦି ସାମଗ୍ରୀ ଆଜି କିସ୍
Read More...

ଚଳିତ ବର୍ଷ ଆଇପିଏଲ୍ ହେବା ନେଇ କୁମ୍ବଲେ ଆଶାବାଦୀ

ବେଙ୍ଗାଲୁର : ଚଳିତ ବର୍ଷ ଯେକୌଣସି ସମୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ହେବା ନେଇ ପୂର୍ବତନ ଭାରତୀୟ ଅଧିନାୟକ ତଥା କିଙ୍ଗସ୍ ଏକାଦଶ ପଞ୍ଜାବର ମୁଖ୍ୟ କୋଚ୍ ଅନୀଲ୍ କୁମ୍ବଲେ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ବିନା ଦର୍ଶକରେ ହେଉ ପଛେ ଚଳିତ ବର୍ଷ କିନ୍ତୁ ଆଇପିଏଲ୍
Read More...

ଟ୍ୱିଟର ମନ୍ତବ୍ୟ ନେଇ ଚିଡିଗଲେ ସାକ୍ଷୀ

ନୂଆଦିଲ୍ଲୀ : ବୁଧବାର ସୋଶିଆଲ୍ ମିଡ଼ିଆରେ ମହେନ୍ଦ୍ର ସିଂ ଧୋନିଙ୍କ ସଂପର୍କରେ ପ୍ରଚାରିତ ମନ୍ତବ୍ୟକୁ ନେଇ ଧୋନିଙ୍କ ପତ୍ନୀ ସାକ୍ଷୀ ଭୀଷଣ ଭାବରେ କ୍ଷୁବ୍ଧ ହୋଇଛନ୍ତି । ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବାରମ୍ବାର ଧୋନିଙ୍କ ସଂପର୍କରେ ଏଭଳି ଚର୍ଚ୍ଚା କାହିଁକି ହେଉଛି? ବୋଧହୁଏ
Read More...

ଗଜପତି କଂଗ୍ରେସ କାର୍ଯ୍ୟାଳୟରେ ଜବାହରଲାଲ ନେହେରୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହରଲାଲ ନେହେରୁଙ୍କ ଶ୍ର।ଦ୍ଧ ଦିବସ ପାଳିତ ହୋଇଯାଇଛି।ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରି ଥିଲେ ।ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ତତ୍ୱାବଧାନ ରେ ଏହି
Read More...

ସମ୍ବଲପୁରରେ ଆଉ ୨ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର,: ଆଜି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହେଲାପରେ ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି । ଏହି ଦୁଇଟି ନୂତନ ମାମଲା ସ୍ଥାନୀୟ ଜମାଦାରପାଲି କ୍ୱାରେଣ୍ଟାଇନ ସେଣ୍ଟରରେ ଚିହ୍ନଟ କରାଯାଇଛି ଓ ଉଭୟଙ୍କୁ ଚିକିତ୍ସା ପାଇଁ
Read More...

ଶୋଭାଯାତ୍ରା ବିନା ଶୀତଳଷଷ୍ଠୀ ଯାତ୍ରା ସଂପନ୍ନ

ସମ୍ବଲପୁର: ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଅତ୍ୟନ୍ତ ସରଳ ଓ ନିରାଡମ୍ବର ସହିତ ଚଳିତବର୍ଷ ସଂପନ୍ନ ହୋଇଛି । ଜଗଦଜନନୀ ଆଦିମାତା ପାର୍ବତୀଙ୍କ ସହିତ ଦେବଦେବ ମହାଦେବଙ୍କ ବିବାହୋତ୍ସବ ଗତ ରାତି ସଂପନ୍ନ ହେଲାପରେ ନବବିବାହିତ ଦେବଦଂପତ୍ତି ସ୍ୱମନ୍ଦିର ପରିସରରେ ଭକ୍ତମାନଙ୍କୁ ଆଶୀର୍ବାଦ ଦେବା
Read More...