ଗୋଟିଏ ଦିନରେ 679 ପ୍ରବାସୀ ଓଡ଼ିଆଙ୍କୁ ଗ୍ରହଣ କଲା ଜିଲ୍ଲା ପ୍ରଶାସନ
କୋଭିଡ 19 ଯୋଗୁଁ ବିଭିନ୍ନ ରାଜ୍ୟରେ କାମଧନ୍ଦା ହରାଇ ଫସିରହି ଥିବା ଓଡ଼ିଆ କିପରି ନିଜ ରାଜ୍ୟକୁ ଫେରିବେ ତାହାର ଜୋରଦାର ଉଦ୍ୟମ ସେମାନଙ୍କ ଦ୍ବାରା ଆଜି ଦେଖିବାକୁ ମିଳିଛି।ଏପରିକି ଆଜି ଗୋଟିଏ ଦିନରେ ଗଜପତି ଜିଲ୍ଲା ପ୍ରଶାସନ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନ ଖୋର୍ଦ୍ଧା,ବ୍ରହ୍ମପୁର!-->…
Read More...
Read More...