Yearly Archives

2020

କରୋନା ସଙ୍କଟ ଓ ଲକଡାଉନ ଯୋଗୁଁ ସ°କ୍ଷିପ୍ତ ରୂପେ ଶୀତଲଷଷ୍ଠୀ ପାଳନ କରାଯିବ

ସମ୍ବଲପୁର :କରୋନା ସଙ୍କଟ ଓ ଘୋଷିତ ଲକଡାଉନ ଯୋଗୁଁ ଏଥର ଅଞ୍ଚଳର ପ୍ରମୁଖ ଧାର୍ମିକ ଓ ସା°ସ୍କୃତିକ ଉତ୍ସବ ରୂପେ ପରିଚିତ ଶୀତଲଷଷ୍ଠୀ ଯାତ୍ରା ପାଳନ ନାମରେ କୌଣସି ନାଚଗୀତ ଓ ଯାତ୍ରା ଉତ୍ସବ ପରିବର୍ତ୍ତେ ବିଧିରକ୍ଷା ସ୍ବରୂପ ମନ୍ଦିରମାନଙ୍କରେ କେବଳମାତ୍ର ପୂଜା ଅନୁଷ୍ଠାନ କରାଯିବ । ଏହି
Read More...

ଶ୍ରମଜୀବି ପରିବାର ବଞ୍ଚିତ : ଖାଦ୍ୟ ନିରାପତ୍ତା ଯୋଜନା କାହାପାଇଁ ?

ବୌଦ୍ଧ: ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ସୁରକ୍ଷିତ କରିବାପାଇଁ କେନ୍ଦ୍ର ସରକାର କରିଛନ୍ତି ଖାଦ୍ୟ ନିରାପତ୍ତା ଯୋଜନା । ରାଜ୍ୟସରକାର ମଧ୍ୟ କେନ୍ଦ୍ର ତାଲିକାରୁ ବଞ୍ଚିତ ଗରିବ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇ ଦେବାପାଇଁ ନିଜସ୍ୱ ଯୋଜନା କରିଛନ୍ତି । ଦୁଃଖଲାଗେ କେନ୍ଦ୍ର ଓ ରାଜ୍ୟର ଉଭୟ
Read More...

ଅଧିକ ଦରରେ କିରୋସିନ ବିକ୍ରି : ଖାଉଟିଙ୍କୁ ରିଟେଲର ଅତିରିକ୍ତ ଟଙ୍କା ଫେରାଇବେ ତ !

ବୌଦ୍ଧ: କରୋନା ଭଳି ମହାମାରୀ ବ୍ୟାପିଥିବା ସମୟରେ ଖାଉଟି ସାମଗ୍ରୀର ସରକାରୀ ରିଟେଲରମାନେ ଲୋକଙ୍କୁ ଠକେଇ କରି ନେଇଥିବା ଅତିରିକ୍ତ ଟଙ୍କା ଫେରାଇବେ କି ନାହିଁ ସେ ସଂପର୍କରେ ଆଲୋଚନା ଜୋର୍ ଧରିଛି । ବହିରା ଗ୍ରାମପଞ୍ଚାୟତରେ ୩୦ ଟଙ୍କାରେ ୧୫ଟଙ୍କାର କିରୋସିନ ବିକ୍ରି ହେଉଥିବା ଅଭିଯୋଗ
Read More...

ବସ୍ ଖରାପ ହେବାରୁ ତେଲେଙ୍ଗାନାରେ ଅଟକିଲେ ପ୍ରବାସୀ

ବୌଦ୍ଧ: ତାମିଲନାଡୁର ମଙ୍ଗଳମ୍‌ରୁ ଗତକାଲି ଭୋର୍‌ରୁ ବୌଦ୍ଧକୁ ବାହାରିଥିବା ପ୍ରବାସୀ ଶ୍ରମିକଙ୍କ ବସ୍‌ ଓଡିଶା ସୀମାଠାରୁ ପ୍ରାୟ ୮୦୦ କି.ମି ଦୂରରେ ତେଲେଙ୍ଗାନା ରାଜ୍ୟର କୋଥାଗୁଦେମ ନିକଟ ରୁଦ୍ରପୁର ନିକଟରେ ଖରାପ ହେବା ଯୋଗୁଁ ଗତକାଲି ମଧ୍ୟରାତ୍ରୀରୁ ଅଟକି ରହିଥିବା ଜଣାପଡିଛି ।
Read More...

ରାଜ୍ୟରେ ୮୦ ନୂଆ ପଜିଟିଭ ଚିହ୍ନଟ, କରୋନା ମାନଚିତ୍ରରେ ସାମିଲ ହେଲା ଗଜପତି ଓ ନବରଙ୍ଗପୁର

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନା' ନେଉନାହିଁ । ଆଜି ପୁଣି ୮୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ମାନଚିତ୍ରରେ ଗଜପତି ଓ ନବରଙ୍ଗପୁର ଆଜି ଯୋଡି ହୋଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୯,
Read More...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ “ଟିମ୍ ପ୍ରକାଶ ତ୍ରିପାଠୀ “

କରୋନା ମହାମାରୀ ତାର କାୟା ବିସ୍ତାର କରିଚାଲିଛି l ଏହି ସମୟରେ ନିଜର ପରିବାର ତଥା ନିଜର ସୁରକ୍ଷା କଥା ଭୁଲି ରାଜଧାନୀକୁ ସଫାସୁତୁରା ରଖିବାରେ ସଫେଇ କର୍ମଚାରୀ, କରୋନା ଯୋଦ୍ଧାମାନଙ୍କୁ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଆଜି " ଟିମ୍ ପ୍ରକାଶ ତ୍ରିପାଠୀ " ତରଫରୁ ୱାର୍ଡ ନଂ-୧୧
Read More...

ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚୋରାଚାଲାଣ : ଗଞ୍ଜେଇ ଜବତ, ଜଣେ ଚାଲାଣ କାରୀ ଗିରଫ

ବାଲିଗୁଡ଼ା: ତେଲ ଟ୍ୟାଙ୍କର ଟ୍ରକ୍ ରୁ ତିନି ବସ୍ତା ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ବେରେଡ଼ାକିଆ ଛକରେ ଗାଡ଼ି ଯାଞ୍ଚ୍ ବେଳେ ଗଞ୍ଜେଇ ଜବତ କରିଛି ରାଇକିଆ ପୋଲିସ୍ ।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
Read More...

ସଙ୍ଗରୋଧରେ ରହିବାକୁ ଯାଇ ପ୍ରବାସୀ ହଟାହଟା

ବୌଦ୍ଧ : ବୌଦ୍ଧ ବ୍ଲକ ଟିକରପଡା ଗ୍ରାମ ପଞ୍ଚାୟତ ଅଂଚଳରୁ ଚେନ୍ନାଇକୁ କାମ କରିବାକୁ ଯାଇ ଲକଡାଉନ ଯୋଗୁଁ ଫସି ରହିଥିଲେ ୫ଜଣ ଶ୍ରମିକ । ସେମାନେ ସାଇକଲେ ମାଡି ସୁଦୂର ଚେନ୍ନାଇରୁ ଫେରିଆସିଥିଲେ ନିଜ ଜନ୍ମମାଟିକୁ । ଟିକରପଡା ଫେରି ସଙ୍ଗରୋଧରେ ରହିବା ପାଇଁ ଅନୁରୋଧ କରିଥିଲେ ଗ୍ରାମ ପଞ୍ଚାୟତର
Read More...

ପଶ୍ଚିମବଙ୍ଗ ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନରେ ପଶ୍ଚିମବଙ୍ଗ ଗସ୍ତରେ ଆସି ଅମ୍ଫନ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି । ଏହାପରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ସମଗ୍ର ସ୍ଥିତି ଅନୁଧ୍ୟାନ କରିବା ପରେ
Read More...

ଆଉ ୩ ମାସ କୋହଳ ହେଲା ଇଏମ୍‌ଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ଆଜି ଅନୁଷ୍ଠିତ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛି । ଯାହା ବ୍ୟାଙ୍କ ଗ୍ରାହକମାନଙ୍କୁ ବହୁମାତ୍ରାରେ ଆଶ୍ୱସ୍ତି ଦେବ । ଏକ ପ୍ରମୁଖ ନିଷ୍ପତ୍ତିକ୍ରମେ ରିଜର୍ଭ ବ୍ୟାଙ୍କ ଋଣ କିସ୍ତିକୁ ଆଉ ୩ ମାସ କୋହଳ
Read More...