ହୋଟେଲ ଆଗରେ ଖାଇବାକୁ ଦେଇ ତଣ୍ଡ ଗଣିଲେ ଦୋକାନୀ
ବୌଦ୍ଧ:ଲକ୍ଡାଉନ ଗାଇଡଲାଇନ ଅନୁଯାୟୀ ହୋଟେଲମାନେ ରୋଷେଇକରି କେବଳ ପାର୍ସଲ ଯୋଗାଇବାର ଅନୁମତି ଥିବାବେଳେ ଦୋକାନ ଆଗରେ ବାହାର ରାଜ୍ୟର ଲୋକଙ୍କୁ ଜଳଖିଆ ଖାଇବାକୁ ଦେଇ ୧ହଜାର ଟଙ୍କା ଫାଇନ ଗଣିଛନ୍ତି ଦୋକାନୀ । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧସହର ଏନଏସି ଛକ ନିକଟ ମାର୍କେଟ କଂପ୍ଲେକ୍ସରେ!-->…
Read More...
Read More...