Yearly Archives

2020

ରାଜ୍ୟରେ ଆଉ ଜଣଙ୍କର ଜୀବନ ନେଲା କରୋନା, ୫୧ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ତା'ର କାୟାବିସ୍ତାର ଆରମ୍ଭ କରିସାରିଲାଣି । ରାଜ୍ୟରେ ମାତ୍ର ୮ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ଆଜି ପୁଣି ୪୮ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ୮୫
Read More...

ଗଜପତିରୁ ହେଲ୍ପ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

କାଶୀ ନଗର ବ୍ଲକ ଅଲଡା ପଂଚାୟତ ଅନ୍ତର୍ଗତ ବଳଭଦ୍ରା ଗ୍ରାମରେ ହେଲ୍ପପସ୍ବେଚ୍ଛାସେବୀ ଅନୁଷ୍ଠାନ ଅଙ୍ଗନବାଡି ଓ ଆସ କର୍ମୀ ଙ୍କ ସହଯୋଗ ରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ତଥା ଗ୍ରାମବାସୀମାନଙ୍କୁ କ ରୋନା ମୁକାବିଲା ସଚେତନତା କରାଯାଇ ମୁଖ୍ୟତଃ ସୂଚନା ଦିଆଗଲା ଯେ ସାରା ବିଶ୍ୱରେ କରୋନା
Read More...

ପ୍ରବାସୀଙ୍କ ସୁଗମ ପ୍ରତ୍ୟାବର୍ତ୍ତନ ପାଇଁ ଦାବି କଲା ବିଜେପି

ସୁବର୍ଣ୍ଣପୁର: ବୈଶ୍ୱିକ କରୋନା ମହାମାରୀ କୋଭିଡ -୧୯ ବିରୋଧରେ ଭାରତର ଯୁଦ୍ଧ ପ୍ରାୟ ଦୁଇ ମାସ ହୋଇଯାଇଛି। ଜାତୀୟ ତାଲା ବନ୍ଦ ଆମର ପ୍ରବାସୀ ଶ୍ରମିକଙ୍କ ମାନଙ୍କ ଅସୁବିଧାକୁ ଦ୍ବିଗୁଣିତ କରିଛି। ଗଣମାଧ୍ୟମ ଗୁଡିକରେ ପ୍ରବାସୀ ଶ୍ରମିକମାନଙ୍କ ଅସୁବିଧା ବହନ କରୁଥିବା ହୃଦୟ ବିଦାରକ ଚିତ୍ର
Read More...

ମୁନିସିପାଲିଟି ଷ୍ଟଲ ବିତରଣ ବିରୁଦ୍ଧରେ ଧାରଣା

ସୋନପୁର ବ୍ଲକଛକ ଠାରେ ଦିର୍ଘ ୪୦ବର୍ଷ ରୁ ଉର୍ଦ୍ଧ୍ବ ଧରି ଦୋକାନ କରି ଗୁଜୁରାଣ ମେଣ୍ଟଉଥିବା ଦୋକାନୀ ମାନଙ୍କୁ ବିଭିନ୍ନ ସମୟରେ ରାସ୍ତା ପ୍ରସସ୍ତିକରଣ ନାରେ ବାରମ୍ବାର ଉଚ୍ଛେଦ କରି ନୁତନ ଷ୍ଟଲ ନିର୍ମାଣ ହେଲେ ତମକୁ ହିଁ ଦିଆଯିବ ବୋଲି ଆଗରୁ ପୌର ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲେ
Read More...

ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ : ୪ହଜାର ଲିଟରରୁ ଉର୍ଦ୍ଧ୍ବ ପୋଚ ନଷ୍ଟ,୧୦୦ ଲିଟର ମହୁଲି ମଦ ନଷ୍ଟ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ପକ୍ଷରୁ ବିଭିନ୍ନ ବେଆଇନ୍ ମଦ ଭାଟିରେ ଚଢ଼ାଉ ।ଚାରି ହଜାର(୪୦୦୦) ଲିଟରରୁ ଉର୍ଦ୍ଧ୍ବ ମହୁଲ ପୋଚ ନଷ୍ଟ କରିବାସହ ଶହେ(୧୦୦) ଲିଟର ମହୁଲି ମଦ ଓ ୭୦ଟି ପ୍ଲାଷ୍ଟିକ୍ ଜାର୍ ଜବତ କରିଛି ବାଲିଗୁଡ଼ା ପୋଲିସ୍ । ଏଥିସହିତ ଜଣେ ମାଫିଆକୁ ଗିରଫ କରି
Read More...

ବ୍ରହ୍ମକମଳ ଫୁଲ ଦେଖିବାକୁ ଭିଡ଼

ଦାରିଙ୍ଗବାଡି :ଦାରିଙ୍ଗବାଡି ବ୍ଲକ ନିବାସୀ ଯୁବରାଜ ଅଧିକାରୀ ଙ୍କ ଘର ବାଡ଼ି ରେ ଏକ ବିରଳ ବ୍ରହ୍ମକମଳ (ପାରିଜାତ)ଫୁଲ ଗତକାଲି ରାତିରେ ଫୁଟିଛି l ଏହି ବିରଳ ବ୍ରହ୍ମ କମଳ ଫୁଲ ସାଧାରଣରେ କିଛି ସ୍ଥାନରେ ଦେଖିବାକୁ ମିଳିଥାଏ l ଏହି ବିରଳ ଫୁଲ ଫୁଟିଥିବା ନେଇ ଅଂଚଳରେ ଖବର ବ୍ୟାପିବା ପରେ
Read More...

ଦାରିଙ୍ଗବାଡି ଫେରୁଛନ୍ତି ପ୍ରବାସୀ ଓଡ଼ିଆ, ସିମନବାଡ଼ି ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ…

ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକକୁ ପର୍ଯ୍ୟାୟ କ୍ରମେ ଫେରିବାରେ ଲାଗିଛନ୍ତି ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆ l ସେମାନଙ୍କ ପାଇଁ ଦାରିଙ୍ଗବାଡି ବ୍ଲକ ରେ ୪୪ଟି ସଙ୍ଗରୋଧ କେନ୍ଦ୍ର ଓ ଅସ୍ଥାୟୀ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି l ବର୍ତ୍ତମାନ ସୁଦ୍ଧା ଦାରିଙ୍ଗବାଡି କୁ
Read More...

ପଶ୍ଚିମବଙ୍ଗରେ “ଅମ୍ଫନ’ ତାଣ୍ଡବ

କୋଲକତା : ସାମୁଦ୍ରିକ ବାତ୍ୟା ଅମ୍ଫନ ସୁନ୍ଦରବନରେ ପ୍ରବେଶ କରିବା ସହ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି । ଅପରାହ୍ନ ୨ଟା୩୦ରୁ ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମେ ଏହାର ଗତି ପୂର୍ବରୁ ପଶ୍ଚିମ ଥିଲା ବେଳେ ପରେ ଗତିପଥି ବଦଳିଥିଲା । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ୪ଘଣ୍ଟା
Read More...

କଳାହାଣ୍ଡିରୁ ପୁଣି ୧୧ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ସକାଳେ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ୧୧ଜଣ କଳାହାଣ୍ଡି ଜିଲ୍ଲାର । ସେମାନଙ୍କ ମଧ୍ୟରୁ ୧୦ଜଣ ରାଜ୍ୟ ବାହାରୁ ଆସିଥିଲେ ।
Read More...

ବଲାଙ୍ଗୀରକୁ କରୋନାର ଗୋଦାମ କରାନଯାଉ : ବିଧାୟକ, ସାଂସଦ ହସ୍ତକ୍ଷେପ କରନ୍ତୁ

ବଲାଙ୍ଗୀର : ଲିଖରିଆରେ ୨ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେବା ପୂର୍ବରୁ ବଲାଙ୍ଗୀର ଏକ କରୋନା ମୁକ୍ତ ଅଞ୍ଚଳ ଥିଲା । କିନ୍ତୁ ବର୍ତ୍ତମାନ ଯାଏ ୬ଜଣ କରୋନା ଆକ୍ରାନ୍ତ ରୋଗୀ ଏହିଜିଲ୍ଲାରେ ଚିହ୍ନଟ ହୋଇଥିବା ସମ୍ବାଦ ବଲାଙ୍ଗୀରରେ କୋକୁଆ ଭୟ ସୃଷ୍ଟି କରିଛି । ଯାହା ଜଣାପଡେ ଆକ୍ରାନ୍ତ ୬ଜଣ
Read More...