Yearly Archives

2020

ରାସ୍ତା ଉପରେ ନିର୍ମାଣ ସାମଗ୍ରୀ, ଯାତାୟାତରେ ଅସୁବିଧା

ବୌଦ୍ଧ,୨୨/୧୧ - ବୌଦ୍ଧ ସହରାଞ୍ଚଳ ମଧ୍ୟରେ ଯାଇଥିବା ଜାତୀୟ ରାଜପଥ ଠାରୁ ଆରମ୍ଭକରି ଗଳି କନ୍ଦି ରାସ୍ତା ଯାଏଁ କୋଉଠି ନିସ୍ତାର ନାହିଁ । ସବୁଠି ଗଦା ହୋଇଛି କୁଢ କୁଢ ନିର୍ମାଣ ସାମଗ୍ରୀ ରଖା ଯାଉଥିବା ଏକ ସାଧାରଣ ଦୃଶ୍ୟରେ ପରିଣିତ ହୋଇଛି । ରାସ୍ତାରେ ସାଧାରଣ ଲୋକେ ଯାନବାହାନ ଯାତାୟାତ
Read More...

ଅଜଣା ରୋଗରେ ଛଟପଟ ୧୩ବର୍ଷର ବାଳକ ରାହୁଲ ସରକାରୀ ସହାୟତା ଅପେକ୍ଷାରେ ପରିବାର ଲୋକେ

ବାଲିଗୁଡ଼ା,୨୨/୧୧: ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ଭାଗ୍ୟକୁ ଆଦରି ଘରେ ପଡ଼ିରହିଛି ୧୩ ବର୍ଷର ବାପ ଛେଉଣ୍ଡ ପୁଅ ରାହୁଲ । ଏବେ ସରକାରୀ ସହାୟତାକୁ ଅନେଇ ବସିଛନ୍ତି ପରିବାର ବର୍ଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଜକିକିଆ ଗାଁ ରେ ଦେଖିବାକୁ
Read More...

ବିଶ୍ୱାସରେ ବିଷ : ଶିଶୁ କନ୍ୟାକୁ ଧରି ଫେରାର ମାରିଲା ମଇତ୍ର !

ବୌଦ୍ଧ,୨୨/୧୧ - ମଇତ୍ର ଏକ ପବିତ୍ର ଶବ୍ଦ । ବିଶ୍ୱାସ ଓ ଭଲ ପାଇବା ରହିଲେ ଯାଇ ଲୋକେ ମୈତ୍ର ହୋଇଥାଆନ୍ତି । ସମାନ ନାମକୁ ନେଇ କିମ୍ବା ସମାନ ଚିନ୍ତାଧାରା ହେଲେ ହିଁ ଲୋକେ ମୈତ୍ର ଭଳି ପବିତ୍ର ସମ୍ପର୍କ ସ୍ଥାପନ କରିଥାଆନ୍ତି । ଆଜିକାଲିର ଦୁନିଆରେ ମୈତ୍ର ଶବ୍ଦରେ ମଧ୍ୟ କଳଙ୍କ ଲାଗିଲାଣି ।
Read More...

ଡିକି ଭାଙ୍ଗି ଦୁଇ ଶିକ୍ଷକଙ୍କ 50 ହଜାର ଟଙ୍କା ଲୁଟ

ବୌଦ୍ଧ,୨୧/୧୧- ବାଇକ ଡିକି ଭାଙ୍ଗି ବାରମ୍ବାର ଦୁର୍ବୃତ୍ତ ମାନେ ଟଙ୍କା ଲୁଟି ନେଉଥିବା ଖବର ପ୍ରତିଦିନ ଗଣମାଧ୍ୟମ ମାନଙ୍କରେ ପ୍ରକାଶ ପାଉଥିଲେ ମଧ୍ୟ ଏ ସମ୍ପର୍କରେ ଲୋକେ ସଚେତନ ହେଉ ନଥିବା ଦେଖିବାକୁ ମିଳୁଛି l ଆଜି ଦୁଇ ଜଣ ଶିକ୍ଷକ ବାଇକ ଡିକିରେ ଟଙ୍କା ରଖି ଲୁଟେରା ମାନଙ୍କ ଶିକାର
Read More...

୧୦ ମ ବୀର ସୁରେନ୍ଦ୍ର ସାଏ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୌଦ୍ଧ / ବlଉଁଶୁଣି,୨୧/୧୧ - ବୌଦ୍ଧ ବ୍ଲକ୍ ମନୁପାଲି ହାଇସ୍କୁଲ ପଡ଼ିଆଠାରେ ୧୦ ମ ବୀର ସୁରେନ୍ଦ୍ର ସାଏ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି | ଆଜିର ଉଦଘାଟନୀ ଅବସରରେ ଅତିଥି ଭାବେ ଶେଷଦେବ ମୁଦୁଲି (ଖଲିଆପାଲି ସରପଞ୍ଚ), ଶମ୍ଭୁ ମଲିକ(ମନୁପାଲି ସରପଞ୍ଚ), ହରିଶ୍ଚନ୍ଦ୍ର ଭୋଇ
Read More...

ଦୁଇ କାର୍ ମଧ୍ୟରେ ଧକ୍କା, ୩ ଗୁରୁତର

ବୌଦ୍ଧ,୨୧/୧୧- ଆଜି ଅପରାହ୍ନରେ ଜାତୀୟ ରାଜପଥ ନମ୍ବର ୫୭ର ଆଡେନିଗଡ୍ ନିକଟ ରାଣୀଗଂଜ ଠାରେ ଗୋଟିଏ ଇଣ୍ଡିକୋ ଓ ହୁଣ୍ଡାଇ କ୍ରେଟା କାର୍ ମଧ୍ୟରେ ଧକ୍କା ହେବାରୁ ଉଭୟ ଗାଡ଼ିର ୩ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହରେ ଭୁବନେଶ୍ବରରୁ
Read More...

ବୌଦ୍ଧ : ଆଜି 3 କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୧/୧୧ - ଗତକାଲି ବୌଦ୍ଧ ଜିଲ୍ଲାରେ ଗୋଟିଏ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୩ ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା
Read More...

ଆସ୍ଥା ଓ ବିଶ୍ବାସର ପର୍ବ ଛଠ, ସୂର୍ଯ୍ୟଙ୍କୁ ଅରକ ଦେବାସହିତ ବ୍ରତ ସଂପନ୍ନ

କଣ୍ଟାବାଞ୍ଜି, ୨୧/୧୧- ଆସ୍ଥା ଓ ବିଶ୍ୱାସ ର ପରମ୍ପରାଗତ ମହାନ ପର୍ବ ଛଠ ଆଜି ସୂର୍ଯ୍ୟ କୁ ଅରକ ଦେବା ସହିତ 36 ଘଣ୍ଟିଆ ନିର୍ଜଳା ବ୍ରତ ସଂପନ୍ନ ହୋଇଛି । ସୂର୍ଯ୍ୟ ଓ ଭଉଣୀ ଛଠି ମାତାକୁ ସମର୍ପିତ ଏହିପର୍ବ ବର୍ତ୍ତମାନ ସାରା ବିଶ୍ୱରେ ପ୍ରଚଳିତ । କଣ୍ଟାବାଞ୍ଜିସ୍ଥିତ ବିହାରର ଲୋକମାନଙ୍କ
Read More...

ହୋଲଡିଂ ଟିକସ ବୃଦ୍ଧି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ଫୁଲବାଣୀ,୨୧/୧୧- ଫୁଲବାଣୀ ପୌର ପରିଷଦର ହୋଲଡିଂ ଟିକସ ଓ ସେବା କର ବୃଦ୍ଧି କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ୱାର୍ଡ ରେ ନୋଟିସ ଟଙ୍ଗା ଯାଇଥିବା ଦେଖି ଏହି ବେଆଇନ ବର୍ଦ୍ଧିତ ଟିକସ ବୃଦ୍ଧି ନ କରିବା ପାଇଁ ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ମାନ୍ୟବର
Read More...

ପାତାଳୀ ଶ୍ରୀକ୍ଷେତ୍ରରେ ନାଗାର୍ଜୁନ ବେଶପାଇଁ ପ୍ରସ୍ତୁତି ବୈଠକ

ସୋନପୁର ,୨୧/୧୧ -ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରରେ ନାଗାର୍ଜୁନ ବେଶ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର ଉପଜିଲ୍ଲାପାଳ ତଥା ପାତାଳୀ ଶ୍ରୀକ୍ଷେତ୍ର ର ମ୍ୟାନେଜିଂ ଟ୍ରଷ୍ଟି ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...