Yearly Archives

2020

ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ “ଅମ୍ଫନ’

ଭୁବନେଶ୍ୱର: କେନ୍ଦ୍ର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ମହାବାତ୍ୟା ଅମ୍ଫନ ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ । ଭାରତୀୟ ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁଯାୟୀ ଏହା ବାଂଲାଦେଶ, ହାତୀଆ ଓ ପଶ୍ଚିମବଙ୍ଗର ଦୀଘା ମଧ୍ୟବର୍ତ୍ତୀ ସୁନ୍ଦରବନ ଅଂଚଳରେ ଲ୍ୟାଣ୍ଡଫଲ କରିବ । ବର୍ତ୍ତମାନ
Read More...

ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଅବ୍ୟବସ୍ଥା ପ୍ରସଂଗ : ହରଭଙ୍ଗା ଅସ୍ଥାୟୀ ଶିବିର ପରିଦର୍ଶନ କଲେ ବିଧାୟକ ଓ ପ୍ରଶାସନିକ…

ହରଭଙ୍ଗା : ହରଭଙ୍ଗା ପଞ୍ଚାୟତ ମହାବିଦ୍ୟାଳୟଠାରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇଛି । ଏହି ଶିବିରରେ ୭୨ଜଣ ପ୍ରବାସୀ ଶ୍ରମିକ ରହୁଛନ୍ତି । ଗତ ଶନିବାର ଦିନ ଏହି ଶିବିରରେ ଅବ୍ୟବସ୍ଥାକୁ କେନ୍ଦ୍ର କରି ଫାଟକ ସାମ୍ନାକୁ ଆସି ରାଜରାସ୍ତା ଉପରେ ୨ ଘଣ୍ଟା
Read More...

ଏକଦା ଲାଞ୍ଚ ନଦେବାରୁ ମନୋନୀତ ହୋଇନଥିଲି

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ବିଗତ ଦିନର ଏକ ତିକ୍ତ ଅନୁଭୂତି ଏବେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଦଳରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । କିନ୍ତୁ ଏଥିପାଇଁ ଲାଞ୍ଚ ଦାବି କରାଯାଇଥିଲା । କିନ୍ତୁ ମୋ ବାପା ଲାଞ୍ଚ ଦେବାକୁ ମନା କରିଦେବାରୁ ମୁଁ
Read More...

ଝାଳକୁ ହଁ ଛେପକୁ ନା

ନୂଆଦିଲ୍ଲୀ : କ୍ରିକେଟ୍ ମ୍ୟାଚ୍ ବେଳେ ବଲ୍‌ରେ ବ୍ୟବହାର କରାଯାଉଥିବା ଛେପ ଓ ଝାଳ ଉପରେ ଆଇସିସି କ୍ରିକେଟ୍ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି । କମିଟି ବଲରେ ଛେପର ବ୍ୟବହାରକୁ ନିଷିଦ୍ଧ କରିଥିବା ବେଳେ ଝାଳକୁ ଅନୁମତି ପ୍ରଦାନ କରିଛି । ଅନୀଲ୍ କୁମ୍ବଲେଙ୍କ ନେତୃତ୍ୱାଧିନ ଏହି କମିଟି
Read More...

ବାପା ହେବାକୁ ଯାଉଛନ୍ତି ସିକ୍ସର କିଙ୍ଗ୍‌

ନୂଆଦିଲ୍ଲୀ : ଦୁଇଥରର ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ରହିଥିବା ଭାରତର ପୂର୍ବତନ ଷ୍ଟାର ଅଲ୍‌ରାଉଣ୍ଡର ଦେଶବାସୀଙ୍କୁ ବଡ଼ ଖୁସି ଖବର ଭେଟି ଦେବାକୁ ଯାଉଛନ୍ତି । ସିକ୍ସର କିଙ୍ଗ୍ ଭାବେ ପରିଚିତ ଯୁବରାଜ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି । ଏକଥା ଯୁବରାଜ ନିଜେ ଖୁଲାସା କରି କହିଛନ୍ତି ।
Read More...

ଆସୁଥିବା ବାତ୍ୟା ଅମ୍ପ।ନ ଯୋଗୁଁ ବିପଦ ସଙ୍କୁଳ ଜାଗାରେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ହେବାକୁ ଥିବାସମ୍ଭ।ଵ୍ୟ ସାମୁଦ୍ରିକ ଝଡ଼ ବାତ୍ୟା ଓ ପ୍ରବଳ ବର୍ଷା କୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବିପଦ ସଙ୍କୁଳ ଜାଗାରେ ରହୁଥିବା ଜନସାଧାରଣଙ୍କୁ ସ୍ଥାନା ନ୍ତରିତ
Read More...

ବାତ୍ୟା ପାଇଁ ଓଡ୍ରାଫ୍ ଟିମ୍ ସଜାଗ

ଭଦ୍ରକ: ବାତ୍ୟା ‘ଅମ୍ଫାନ’କୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ସମଗ୍ର ଜିଲ୍ଳା ହାଇ ଆଲର୍ଟ ଜୋନରେ ଥିବା ବେଳେ ମୁଖ୍ୟତଃ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ଏହାର ପ୍ରଭାବରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେଥିଲାଗି ଏହି ଦୁଇ ବ୍ଲକର ୯୧ଟି
Read More...

କରୋନା ଯୋଦ୍ଧା ସସ୍ମିତା ମଗର

ବୌଦ୍ଧ:କରୋନା ବିରୁଦ୍ଧରେ ସାରା ଦେଶ ଲଢୁଛି । ଯିଏ ଯେଉଁ ପଦବୀରେ ଥାଉନା କାହିଁକି କେମିତି ଶୀଘ୍ର କରୋନା ହଟିବ ସେଥିପାଇଁ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି । ଯେଉଁମାନେ ପ୍ରତ୍ୟକ୍ଷ ଭାବରେ କରୋନା ବିରୋଧୀ ସଂଗ୍ରାମରେ ନିୟୋଜିତ ଅଛନ୍ତି ସରକାର ସେମାନଙ୍କୁ କରୋନା ଯୋଦ୍ଧା ଭାବରେ ନାମିତ
Read More...

ଲୋକଙ୍କ କାମରେ ଆସୁଛି କି କରୋନା କଣ୍ଟ୍ରୋଲ ରୁମ୍ !

ବୌଦ୍ଧ:କରୋନା ସଂପର୍କୀତ ସୂଚନା ଆଦାନ ପ୍ରଦାନ ପାଇଁ ବୌଦ୍ଧଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିବାରାତ୍ର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଦୈନିକ ୮ଘଣ୍ଟିଆ ସିଫଟରେ ଏ କଣ୍ଟ୍ରୋଲ ରୁମ ପରିଚାଳିତ ହେଉଅଛି । ୨ଜଣ କର୍ମଚାରୀଙ୍କ ସହିତ ଜଣେ ଅଫିସର ପ୍ରତ୍ୟେକ ସିଫ୍‌ଟରେ କାମ
Read More...

ସମ୍ବଲପୁରରୁ କାନପୁର ଯିବ ଶ୍ରମିକ ସ୍ପେଶାଲ ଟ୍ରେନ : ବିଭିନ୍ନ ସ୍ଥାନରେ ୧୫୦୦ ପ୍ରବାସୀ ଶ୍ରମିକ ଚିହ୍ନଟ ଓ ତାଲିକା…

ସମ୍ବଲପୁର :ପ୍ରଥମ ଥର ପାଇଁ ସମ୍ବଲପୁରରୁ କାନପୁର ଅଭିମୁଖେ ପନ୍ଦର ଶହ ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ଶ୍ରମିକ ସ୍ପେଶାଲ ଟ୍ରେନ ଘୋଷଣା କରାଯାଇଛି । ଏହି ଟ୍ରେନ ଆଗାମୀ କାଲି ବୁଧବାର ୨୦ତାରିଖ ଅପରାହ୍ନ ୪ଟା ସମୟରେ ଏହି ଟ୍ରେନ ସମ୍ବଲପୁର ଷ୍ଟେସନରୁ ଛାଡିବ ଓ ଏଥିପାଇଁ ବିଭିନ୍ନ ସ୍ଥାନରୁ
Read More...