ତାମିଲନାଡୁରୁ ଫେରିଲେ ୨୨ ଶ୍ରମିକ
ବୌଦ୍ଧ : ଆଜି ଭୋର ୫ଟା ବେଳେ ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଅଞ୍ଚଳର ତାମିଲନାଡୁ ଫେରନ୍ତା ୨୨ଜଣ ଶ୍ରମିକ ଜିଲ୍ଲାକୁ ଫେରିଥିବା ଜଣାପଡିଛି । ତାମିଲନାଡୁରୁ ସେମାନେ ଟ୍ରେନ ଯୋଗେ ଆସି ଏକ ବସ୍ରେ ବୌଦ୍ଧ ବସଷ୍ଟାଣ୍ଡ ଯାଏଁ ଆସିଥିଲେ । ତାଙ୍କ ସହିତ ବରଗଡ, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର!-->…
Read More...
Read More...