Yearly Archives

2020

ବାଉଁଶୁଣୀ ହାଇସ୍କୁଲ ଖେଳ ପଡିଆରେ ବଢ଼ିଚାଲିଛି ମଦୁଆଙ୍କ ରାଜ୍

ବୌଦ୍ଧ/ବାଉଁଶୁଣୀ,୨୧/୧୧-ବୌଦ୍ଧବ୍ଲକ ବାଉଁଶୁଣୀ ପଞ୍ଚାୟତବାଉଁଶୁଣୀ ହାଇସ୍କୁଲ ଖେଳ ପଡିଆ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ । ପ୍ରତ୍ୟେକ ଦିନ ରାତିରେ ମଦୁଆ ମାନେ ଏକତ୍ରିତ ହୋଇ ପଡ଼ିଆର ଚତୁଃପାର୍ଶ୍ବରେ ବସି ମଦ୍ୟପାନ କରିବାସହ ସେଠାରେ ବୋତଲ ଭାଙ୍ଗି ଦେଉଥିବା ଦେଖିବାକୁ ମିଳୁଛି । ସେହି
Read More...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବୌଦ୍ଧ,୨୧/୧୧- ବୌଦ୍ଧ ଜିଲ୍ଲାର ଶଗଡା ପଞ୍ଚାୟତର ରୁଗୁଡାପଡା ଗ୍ରାମର ଶୀତଳ ସୁନା(୧୭) ଆଜକୁ ୧୦ ବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତହୋଇ ଶଯ୍ୟାଶାୟୀ ଅବସ୍ଥାରେ ଖଟିଆରେ ପଡିରହିଛନ୍ତି । ଖାଲି ସେତିକି ନୁହେଁ ତାଙ୍କର ବାପା ଜୀବର୍ଦ୍ଧନ ସୁନା ମଧ୍ୟ କିଛି ଦିନ ହେବ ଦୁର୍ଘଟଣାରେ ତାଙ୍କର ଗୋଡ଼
Read More...

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ଅଟୋ ଜବତ, ୩ ଚାଲାଣକାରୀ ଗିରଫ

ବାଲିଗୁଡ଼ା,୨୧/୧୧: ଆକ୍ସନ ମୁଡ୍‌ରେ କନ୍ଧମାଳ ପୋଲିସ୍‌ । ଗଞ୍ଜେଇ ଚୋରାଚାଲାଣ ବେଳେ ରାଇକିଆ ପୋଲିସ୍‌ ପକ୍ଷରୁ ଚଢ଼ାଉ । ୨୦କେଜି ୪୦୦ଗ୍ରାମ୍‌ ଗଞ୍ଜେଇ ସହ ଗୋଟିଏ ଅଟୋ ଜବତ କରିଛି ପୋଲିସ୍‌ । ଏଥିସହିତ ଚୋରାଚାଲାଣରେ ସମ୍ପୃକ୍ତ ତିନିଜଣ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି
Read More...

ବିଡିଓଙ୍କ ନାମରେ ଥାନାରେ ମାମଲା ପରେ ଖୋଲିପାରେ ଆବାସ ଦୁର୍ନୀତିର ଗୁମର !

ବୌଦ୍ଧ,୨୧/୧୧ - ବୌଦ୍ଧବ୍ଲକ୍‌ ମୁଣ୍ଡାପଡା ଗ୍ରାମ ପଞ୍ଚାୟତରେ ଆବାସ ଯୋଜନାରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ଯାଇ ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାଶ ମାମଲାରେ ଛନ୍ଦି ହୋଇଛନ୍ତି । ଅଭିଯୋଗକାରୀଙ୍କ ଘରକୁ ଅଭିଯୋଗର ତଦନ୍ତ ପାଇଁ ଯାଇଥିବା ବେଳେ ସେ କୁଆଡେ ଜାତିଆଣ ଆକ୍ଷେପ
Read More...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବୌଦ୍ଧ,୨୧/୧୧-ବୌଦ୍ଧଜିଲ୍ଲା ଶଗଡା ପଂଚାୟତର ରୁଗୁଡାପଡା ଗ୍ରାମର ଶୀତଳ ସୁନା(୧୭) ଆଜକୁ ୧୦ ବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ଖଟିଆରେ ପଡିରହିଛନ୍ତି ।ଖାଲି ସେତିକି ନୁହେଁ ତାଙ୍କର ବାପା ଜୀବର୍ଧନ ସୁନା ମଧ୍ୟ କିଛି ଦିନ ହେବ ଦୁର୍ଘଟଣା ରେ ତାଙ୍କର ଗୋଡ଼ ଆଘାତ
Read More...

୨୬ ନଭେମ୍ବର ଦେଶବ୍ୟାପୀ ଧର୍ମଘଟ ସମର୍ଥନରେ ଶ୍ରମିକ କନଭେନସନ

ବୌଦ୍ଧ ୨୦/୧୧- କେନ୍ଦ୍ରସରକାର କରୋନା ମହାମାରୀ ସୁଯୋଗରେ ତରବରିଆଭାବେ ୪୪ଟି ଶ୍ରମ ଆଇନକୁ ହଟାଇଦେଇ ମାଲିକ ଓ କର୍ପୋରେଟ ସପକ୍ଷବାଦୀ ୦୪ଟି ଶ୍ରମ ସଂହିତାରେ ପରିଣିତ କରିବା, ନୂତନ କୃଷିଆଇନ ପ୍ରଣୟଣ କରି କୃଷି ବ୍ୟବସ୍ଥାକୁ କର୍ପୋରେଟଙ୍କ ହାତରେ ଟେକିଦେବା ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନକୁ
Read More...

କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ତରଫରୁ ସ୍ୱର୍ଗତ କୋଭିଡ ଯୋଦ୍ଧାଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଚେକ ପ୍ରଦାନ

ଫୁଲବାଣୀ,୨୦/୧୧: କରୋନାରେ ମୃତ୍ୟୁ ବରଣ କରିଥିବା କନ୍ଧମାଳ ଜିଲ୍ଲାର ପ୍ରମେୟ ପ୍ରତିନିଧି ସ୍ୱର୍ଗତ ତାରିଣୀ ପାଢୀଙ୍କ ପରିବାରକୁ ଆଜି ଜିଲ୍ଲାପାଳ ଡ଼ି .ବୃନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପନ୍ଦର ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସାମ୍ବାଦିକ
Read More...

ଖରିଫ ଧାନ ସଂଗ୍ରହ ପରିଚାଳନା ପାଇଁ ଖୋଲିବ କଣ୍ଟ୍ରୋଲ ରୁମ୍

ବୌଦ୍ଧ,୨୦/୧୧ - ଜିଲ୍ଲାରେ ଆସନ୍ତା ନଭେମ୍ବର 25 ତାରିଖରୁ ଜିଲ୍ଲାର କିଛି ମଣ୍ଡି ରେ ଆରମ୍ଭ ହେବ 2020 -21 ଖରିଫ ଧାନ ସଂଗ୍ରହ l ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି l ଧାନ ସଂଗ୍ରହ ସମୟରେ ବିଭିନ୍ନ ମଣ୍ଡିରେ ହେଉଥିବା ସମସ୍ୟା ଓ ତାର ନିରାକରଣ ପାଇଁ
Read More...

କନ୍ଧମାଳ ଜିଲ୍ଲାରେ ଝାନସୀ ରାଣୀ ଜୟନ୍ତୀ ପାଳିତ

ଫୁଲବାଣୀ,୨୦/୧୧:ଆଜି କନ୍ଧମାଳ ଜିଲ୍ଲା ତରଫରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଝାନସୀ ରାଣୀ ଜୟନ୍ତୀ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର କନ୍ଧମାଳ ଜିଲ୍ଲା ପ୍ରଚାରକ ଶ୍ରୀ ଡମ୍ବୁରୁ ଧର ପାତ୍ର ଜିଲ୍ଲା ପ୍ରମୁଖ
Read More...

ନୟାପଲ୍ଲୀରେ ବୃକ୍ଷରୋପଣ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ନୂଆସାହିର ଲେନ୍ ୧୬ରେ ଶ୍ରୀଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ୍ କୁମାର ପାଇକରାୟଙ୍କ ନେତୃତ୍ୱରେ ଶ୍ରୀଶ୍ରୀ ମହାବୀର ସାମାଜିକ ସଂଗଠନ ତରଫରୁ ବୃକ୍ଷରୋପଣ
Read More...