୮ ଜୁଆଡ଼ି ଗିରଫ
କନ୍ଧମାଳ ଫିରିଙ୍ଗିଆ ଥାନା ଦ୍ୱାରା ଗତକାଲି ରାତିରେ ଏକ ଘରେ ଜୁଆ ଖେଳ ଚାଲିଥିବା ବେଳେ ଫିରିଙ୍ଗିଆ ପୋଲିସ ଚଢ଼ାଉ କରିଥିଲେ I ୮ ଜଣକୁ ଗିରଫ କରିବା ସହ ୫ଟି ମୋବାଇଲ, ୨ଟି ମୋଟର ସାଇକଲ, ନଗଦ 26038 ଟଙ୍କା ଜବତ କରିଥିଲେ I
ଗିରଫ ହୋଇଥିବା ୮ ଜଣ ହେଲେ ଶ୍ରାବଣ କୁମାର ନାୟକ (30),!-->!-->!-->!-->!-->…
Read More...
Read More...