Yearly Archives

2020

ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ଏଆଇଟିୟୁସି (ବୌଦ୍ଧ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ…

ବୌଦ୍ଧ: ଆଜି ଏଆଇଟିୟୁସି ବୌଦ୍ଧ ଜିଲ୍ଲା କମିଟି ପକ୍ଷରୁ ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ଜିଲ୍ଲା ସଭାପତି ସୁଧାଂଶୁ ପ୍ରଧାନ, ସଂପାଦକ ଅବକାଶ ସାହୁ, ମା ଭୈରବୀ ବସକର୍ମଚାରୀ ସଂଘ ପକ୍ଷରୁ ସାଧାରଣ ସଂପାଦକ ଦିଲ୍ଲିପ କୁମାର ସାହୁ, ପ୍ରଫୁଲ୍ଲ ନାଏକ, ପ୍ରଦୀପ କୁମାର ସାହୁ, ଅରକ୍ଷିତ
Read More...

କରୋନା ସଂକଟରେ ଅଭିନବ ବାହାଘର : ଭିଡିଓ କଲ ଜରିଆରେ ହେଲା କନ୍ୟାଦାନ

ସମ୍ବଲପୁର: କରୋନା ସଂକଟ କାଳରେ ସାମାଜିକ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଉଛି ଓ ଲୋକେ ସମୟାନୁସାରେ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେଉଛନ୍ତି । ଏପରି ଏକ ବିଚିତ୍ର ବାହାଘର ସ୍ଥାନୀୟ ମୁଦିପଡାରେ ଲକଡାଉନର ସମସ୍ତ କଟକଣା ଓ ସାମାଜିକ ଦୂରତା ନିୟମକୁ ଅକ୍ଷରେ ଅକ୍ଷରେ ପାଳନ
Read More...

ଲକଡାଉନ କୁ ଫୁ ; ରାସ୍ତାଘାଟରେ ଭିଡ଼

ସମ୍ବଲପୁର : କରୋନା କୁ ନେଇ ଆଗାମୀ ଦିନର ଭୟାବହତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବାରେ ସରକାର ବିଫଳ ରହିଛନ୍ତି, ଏଣୁ ରାସ୍ତାଘାଟ ଓ ଦୈନନ୍ଦିନ ବଜାରରେ ଭିଡ ବଢିଚାଲିଛି । ଏହିପରି କିଛି ଦୃଶ୍ୟ ଲକଡାଉନର ତୃତୀୟ ପର୍ଯ୍ୟାୟର ଆଜି ଏଠାରେ ଦେଖିବାକୁ ମିଳିଛି । ଗତକାଲି ରବିବାର ଯୋଗୁଁ
Read More...

ହାତୀ ଆକ୍ରମଣରେ ମହିଳା ଗୁରୁତର ଆହତ

ସମ୍ବଲପୁର :ଜୀବନ ଜୀବିକା ପାଇଁ କେନ୍ଦୁପତ୍ର ସ°ଗ୍ରହ କରୁଥିବା ସମୟରେ ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ରେଢାଖୋଲ ବନଖଣ୍ଡର ବଡବାହାଲ ରେଞ୍ଜ ଅନ୍ତର୍ଗତ ଶିଶୁପର୍ଣ୍ଣ ଗାଁର ଲିଲି ସାହୁ (୨୪) ଗତକାଲି ରବିବାର ଦିନ କେନ୍ଦୁପତ୍ର
Read More...

ଟିକାବାଲିରୁ ଆଠମଲ୍ଲିକ ପାଦରେ ଚାଲିଚାଲି ଯାଉଛନ୍ତି ଶ୍ରମିକ

ବୌଦ୍ଧ:ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରୁ କାମ କରିବାପାଇଁ କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳକୁ ଯାଇଥିବା ୪ଜଣ ଶ୍ରମିକ ପାଦରେ ଚାଲିଚାଲି ନିଜଘରକୁ ଫେରିଥିବା ତିଲେଶ୍ୱର ନିକଟରେ ଦେଖିବାକୁ ମିଳିଥିଲା । ସେମାନଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ସେମାନେ କନ୍ଧମାଳ ଜିଲ୍ଲା ଟିକାବାଲି
Read More...

ବୌଦ୍ଧରେ କରୋନା ପଜିଟିଭ, ସୋନପୁର ପୋଲିସ ଆଲର୍ଟ

ବୌଦ୍ଧ:- ଗତକାଲି ବୌଦ୍ଧଜିଲ୍ଲାର ୩ଜଣ ସୁରଟ ଫେରନ୍ତାଙ୍କ ଦେହରେ କରୋନା ପଜିିଟିଭ ବାହାରିବା ପରେ ସୋନପୁର ପୋଲିସ ପୁରାପୁରି ଆଲର୍ଟରେ ଥିବା ଆଜି ସକାଳୁ ଦେଖିବାକୁ ମିଳିଥିଲା । ବୌଦ୍ଧ ଏବଂ ସୋନପୁର ଜିଲ୍ଲାକୁ ସଂଯୋଗ କରୁଥିବା ମନମୁଣ୍ଡା ତେଲନଦୀର ଅପରପାଶ୍ୱର୍ରେ ରାସ୍ତା ସିଲ୍‌କରି ତନଖି
Read More...

ଭାଙ୍ଗି ଯାଇଥିବା ପୋଲକୁ ମରାମତି ଦାବି

ବୌଦ୍ଧ: ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ବିଳାସପୁର ଠାରୁ ବୌଦ୍ଧବ୍ଲକର ଦହ୍ୟାକୁ ସଂଯୋଗ କରୁଥିବା ରାସ୍ତା ଓ ପୋଲକୁ ମରାମତି କରିବାପାଇଁ ଦାବି ହେଉଛି । ବିଳାସପୁର ଠାରୁ ଖଇରହଣା ଦେଇ ଉକ୍ତ ରାସ୍ତା ମଶିଣାପଡାର ଲୋକେ ଯିବାଆସିବା କରିବାପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଖଇରହଣା
Read More...

RKD ଠିକା ସଂସ୍ଥା ବିରୋଧରେ ସାଙ୍ଘାତିକ ଅଭିଯୋଗ : ଚାରିମାସ ହେଲା ମିଳୁନି ପାରିଶ୍ରମିକ, ଟଙ୍କା ମାଗିଲେ ମିଳୁଛି ମାଡ଼

ବାଲିଗୁଡ଼ା: ଠିକା ସଂସ୍ଥାରେ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସ୍ରାନିକେତା ପଞ୍ଚାୟତର ଦାଣ୍ଡିମାହା ଗ୍ରାମ ଠାରେ ଥିବି ଆର କେ ଡ଼ି ( R K D) ନାମକ ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥାରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ସମ୍ପୃକ୍ତ ସଂସ୍ଥା
Read More...

କ’ଣ କହୁଛି ବୌଦ୍ଧ ସିଡିଏମଓଙ୍କ ଚିଠି : ସମ୍ କୋଭିଡ ହସ୍ପିଟାଲକୁ ବାଇକରେ ନା ଆମ୍ବୁଲାନସରେ ଗଲେ କରୋନା ଆକ୍ରାନ୍ତ !

ବୌଦ୍ଧ :- ବୌଦ୍ଧଜିଲ୍ଲାରେ ୩ଜଣଙ୍କ ନିକଟରେ କରୋନା ପୋଜିଟିଭ ରିପୋର୍ଟ ସନ୍ଧ୍ୟାରେ ଆସିବାପରେ ପ୍ରଶାସନ ତତ୍ପର ହୋଇ ଉଠିଥିଲା । ଆକ୍ରାନ୍ତମାନେ ଥିବା ଜଗତି କ୍ୱାରେଣ୍ଟାଇନ ସେଣ୍ଟରର ସୁରକ୍ଷା ବ୍ୟବସ୍ଥା ବଢାଯିବାସହ ୩ ଆକ୍ରାନ୍ତଙ୍କୁ ଭୁବନେଶ୍ୱରସ୍ଥିତ ସମ୍ କୋଭିଡ ହସ୍ପିଟାଲକୁ ପଠାଇବାର
Read More...

ମାତୃ ଦିବସରେ ଗଜପତି ଏସପିଙ୍କୁ ସମ୍ବର୍ଦ୍ଧନା

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ୱାଡ଼ ନମ୍ବର 4 ଲକ୍ଷ୍ମୀ ନଗର ଠାରେ ମହିଳା ମାନଙ୍କ ତରଫରୁ ଆଜି ମାତୃ ଦିବସ ଅବସରରେ ଗଜପତି ଏସପି ସାରା ଶର୍ମାଙ୍କୁ ସମ୍ବର୍ଦ୍ଧନା କରିଛନ୍ତି I ସେହିଭଳି ମହିଳା ପୋଲିସ କର୍ମଚାରୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରିଛନ୍ତି I ଦିନ ରାତି ଲୋକଙ୍କ
Read More...