Yearly Archives

2020

ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ:ମହୁଲି ମଦ ଜବତ, ଦୁଇ ମହିଳା ସମେତ ଚାରିଜଣ ଗିରଫ

ବାଲିଗୁଡ଼ା: ବାଲିଗୁଡ଼ା ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ । ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରିବା ସହ,୭୦ ଲିଟର ମହୁଲି ମଦ ଜବତ କରିଛି ପୋଲିସ୍ । ଘଟଣାରେ ଦୁଇଜଣ ମହିଳାଙ୍କ ସମେତ ଚାରିଜଣଙ୍କୁ ଗିରଫ କରିଛି ବାଲିଗୁଡ଼ା ପୋଲିସ୍ । ଗୋଟିଏ ପଟେ ମହାମାରୀ କରୋନାକୁ ନେଇ ସାରା
Read More...

ଦେଶରେ ଦିନକରେ ରେକର୍ଡ ସଂଖ୍ୟାକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟାକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଦେଶରେ ୪ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୭ହଜାର ଅତିକ୍ରମ କରିଛି । ଭାରତରେ ଏ
Read More...

ସମ୍ପୂର୍ଣ୍ଣ ମୁହଁ ଘୋଡ଼ାଇବା ଲାଗି ମାସ୍କ ପ୍ରସ୍ତୁତ କଲା ନବରଙ୍ଗପୁର ସରକାରୀ ଆଇଟିଆଇ

କରୋନା ଭୂତାଣୁ ସଂକ୍ରମଣରୁ ବର୍ତିବା ପାଇଁ ନାକ, ପାଟି ଓ ମୁହଁ ଘୋଡ଼ାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କାରଣରୁ ମାସ୍କ ପିନ୍ଧିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମୁହଁକୁ ଭଲ ଭାବେ ଘୋଡ଼ାଇବା ଦ୍ୱାରା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ଅନେକ
Read More...

କନ୍ଧମାଳ ଜିଲ୍ଲା ପ୍ରଶାସନ ଦ୍ୱାରା ବର୍ଦ୍ଧିତ ହେଲା ବ୍ୟବସାୟିକ ସମୟ ସୀମା

ଫୁଲବାଣୀ:ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାନୁଯାୟୀ(ଚିଠି ନଂ୧୦୫୪୬/୨୦) କନ୍ଧମାଳ ଜିଲ୍ଳାକୁ ସବୁଜ ବଳୟରେ ସ୍ଥାନିତ କରାଯାଇଛି ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।ଏନେଇ ଜିଲ୍ଲା ପ୍ରଶାସନ ଦ୍ୱାରା କନ୍ଧମାଳ ଜିଲ୍ଲାରେ
Read More...

ରାଜ୍ୟରେ ପୁଣି ୧୪ ଆକ୍ରାନ୍ତ ଚିହ୍ନଟ

ଆଜି ପୁଣି ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସ୍ଙ‌ଖ୍ୟା ୩୯୧ରେ ପହଞ୍ଚିଛି I ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲା ରୁ ୧୨, କେନ୍ଦ୍ରାପଡ଼ା ରୁ ଜଣେ ଓ ସୁନ୍ଦରଗଡ଼ରୁ ଜଣେ ଚିହ୍ନଟ ହୋଇଛନ୍ତି I ଏହି ସୂଚନା
Read More...

ବୌଦ୍ଧରେ ୩ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ : ପ୍ରଥମ ଥର ପାଇଁ ବୌଦ୍ଧରେ ତିନିଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।ଏ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ସବିଶେଷ ବିବରଣୀ ଦେଇନଥିଲେ ମଧ୍ୟ ବୌଦ୍ଧ ଜିଲ୍ଲାରୁ ତିନି ଜଣଙ୍କ ଦେହରେ କରୋନା ପଜିିଟିଭ ଥିବା ସ୍ପଷ୍ଟ କରିଛି । ଆଉ କିଛି ସମୟ ପରେ ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲା
Read More...

ପୁଣି ୧୫ ପଜିଟିଭ ଚିହ୍ନଟ : ବୌଦ୍ଧ ଜିଲ୍ଲାକୁ ଛୁଇଁଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ ଲାଗୁନି । ଆଜି ପୁଣି ଆଉ ୧୫ ପଜିଟିଭ ଚିହ୍ନଟ ହୋଇଛି । ରାଜ୍ୟର ଆଉ ଏକ ଜିଲ୍ଲା ବୌଦ୍ଧକୁ କରୋନା ଆଜି କବଳିତ କରିଛି । ଜିଲ୍ଲାରୁ ଆଜି ୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୭, ଅନୁଗୋଳ ୨, ପୁରୀ ୨ ଓ ଯାଜପୁରରୁ ଗୋଟିଏ
Read More...

ମାତୃ ଦିବସରେ ମାସ୍କ ବଣ୍ଟନ

ବୌଦ୍ଧ : ଆଜି ବିଶ୍ୱମାତୃ ଦିବସରେ ବୌଦ୍ଧ ଜିଲ୍ଲାର ଉଜ୍ୱଳା ଦିଦିମାନେ କରୋନାର ଦୃଢ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକାରାରେ ଦେଶକୁ କରୋନାରୁ ରକ୍ଷା କରିବା ପାଇଁ ଲୋକମାନଙ୍କୁ ସଚେନତତା କରିବା ସହିତ ଦିଦିମାନେ ନିଜସ୍ୱ ଉଦ୍ୟମରେ ମାସ୍କ ତିଆରି କରି ବୌଦ୍ଧ ଜିଲ୍ଲାର
Read More...

ହଟ୍‌ସ୍ପଟ୍ ଅଞ୍ଚଳରେ ଜନ୍ମ ଉତ୍ସବ: ୪୫ ଜଣ ହେଲେ ସଂକ୍ରମିତ

ହାଇଦ୍ରାବାଦ : ସାରା ଦେଶରେ ଲକ୍‌ଡାଉନ୍ ଜାରି ହୋଇଥିଲେ ମଧ୍ୟ ଜନ୍ମଦିନ ଉତ୍ସବ ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି । ଉତ୍ସବ ପାଇଁ ଏଥିରେ କେତେକ ନିର୍ଦ୍ଧିଷ୍ଟ ସର୍ତ୍ତ ରହିଛି । ଏଭଳି ଅନୁମତି ମିଳିବା ପରେ ଦେଶରେ ବିବାହ
Read More...

ଆସନ୍ତାକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣ ବାହାରେ । ପ୍ରତିଦିନ ଶହଶହ ନୂଆ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି । ବର୍ତ୍ତମାନ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର, ୯୩୯ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୨୧୦୯କୁ ବୃଦ୍ଧି
Read More...