Yearly Archives

2020

ସମ୍ବଲପୁର ସାଂସଦଙ୍କ ନା ରେ ନକଲି ଫେସବୁକ ଆକାଉଣ୍ଟ !

ସମ୍ବଲପୁର : ସାମାଜିକ ଗଣମାଧ୍ୟମ ଫେସବୁକରେ କିଛି ବ୍ୟକ୍ତିବିଶେଷଙ୍କ ନାରେ ନକଲି ଏକାଉଣ୍ଟ ଖୋଲି ଏହାର ଅସଦ ବ୍ୟବହାର ବର୍ତ୍ତମାନ ଏକ ନିତିଦିନିଆ ଘଟଣା ହୋଇଯାଇଛି । ଏହି କ୍ରମରେ ସମ୍ବଲପୁର ସାଂସଦଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ଅସାମାଜିକ ଓ ଅପରାଧିକ କାର୍ଯ୍ୟ କରୁଥୁବା
Read More...

ଆଜିଠାରୁ ପୁଣି ଚଳଚଞ୍ଚଳ ହେଲା ଜିଲ୍ଲା ମୁଖ୍ୟ ହସ୍ପିଟାଲ : ଦୀର୍ଘ ୮ମାସର ପରେ ଅଣକୋଭିଡ ରୋଗୀଙ୍କ ପାଇଁ ସୁବିଧା ହେଲା

ସମ୍ବଲପୁର : ଦୀର୍ଘ ୮ମାସ ପରେ ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଅଣକୋଭିଡ ରୋଗୀଙ୍କ ପାଇଁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଆଜିଠାରୁ ଖୋଲା ଯାଇଛି । ବର୍ତ୍ତମାନ ସେଠାରେ କେବଳ ବର୍ହି୍‌ରୋଗୀ ଚିକିତ୍ସା ଆରମ୍ଭ କରାଯାଇଛି ଓ ଏଥିପାଇଁ ହସ୍ପିଟାଲ ପରିସର ଚଳଚଞ୍ଚଳ ହୋଇ ଉଠିଛି
Read More...

ପୁଣି ରାଜ୍ୟରେ ୭୫୭ କରୋନା ପଜିଟିଭ ଚିହ୍ନଟ,୧୬ ମୃତ

ଭୁବନେଶ୍ୱର୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୫୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୨୫୪୫ରେ ପହଞ୍ଚିଛି । ଏନେଇ
Read More...

ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳନ

ସୋନପୁର ,୨୦/୧୧- ଗତକାଲି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ଯୁବକଂଗ୍ରେସ ତରଫରୁ ସ୍ଥାନୀୟ କୁଷ୍ଠାଶ୍ରମ ପରିସରରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୩ତମ ଜୟନ୍ତୀ ପାଳିତ ହୋଇଯାଇଛି। ଯୁବକଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସଭାରେ
Read More...

ବାମଣ୍ଡା ପଂଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବୌଦ୍ଧ,୨୦/୧୧ - ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ବିଭିନ୍ନ ଗ୍ରାମର ଜନସାଧାରଣ l ଏ ସମ୍ପର୍କରେ ଅଭିଯୋଗ କରି ହରଭଙ୍ଗା ବିଡ଼ିଓ ନୀଳକଣ୍ଠ ବେହେରାଙ୍କୁ ଦେବଗଡ଼, ନାୟକ ପଡା, କୁଲିମୁଣ୍ଡା
Read More...

ଦାରିଙ୍ଗବାଡ଼ିରେ ନୂତନ ତହସିଲଦାରଙ୍କ ଯୋଗଦାନ

ଦାରିଙ୍ଗବାଡ଼ି,୧୯/୧୧: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟଳୟରେ ନୂତନ ତହସିଲଦାର ଭାବେ କଳାକୃଷ୍ଣ ପ୍ରଧାନ ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ତହସିଲ ଅଫିସରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ପ୍ରଧାନ ଗଞ୍ଜାମ
Read More...

ବ୍ୟାଙ୍କଗାଡି ଡକାୟତି ମାମଲାରେ ୯ଜଣ ଗିରଫ ଓ ନଗଦ ଦଶଲକ୍ଷ ଟଙ୍କା ଜବତ

ସମ୍ବଲପୁର : ପ୍ରାୟ ଦଶଦିନ ପୂର୍ବେ ଏକ ବ୍ୟାଙ୍କ ଗାଡିରୁ ୩୫ ଲକ୍ଷ ଟଙ୍କାରୁ ଅଧିକର ଏକ ଡକାୟତି ମାମଲାର ପର୍ଦ୍ଦାଫାଶ କରି ସମ୍ବଲପୁର ଜିଲ୍ଲା ପୁଲିସ ୯ଜଣ ଡକାୟତଙ୍କୁ ଗିରଫ କରିବା ସହିତ ସେମାନେଠାରୁ ନଗଦଦଶ ଲକ୍ଷ ୯ ହଜାର ଟଙ୍କା ଓ ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସାମଗ୍ରୀ ଜବତ କରିଛି । ଏ
Read More...

ଗଜପତିରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୯/୧୧- ଆଜି ଗଜପତି ଜିଲ୍ଲାରୁ ୩ଜଣ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ମୋହନା ବ୍ଳକରୁ ଜଣେ,ପାରଳା ପୌରପରିଷଦରୁ ଜଣେ, ନୂଆଗଡ଼ ବ୍ଳକରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି
Read More...

ଇନ୍ଦିରାଗାନ୍ଧୀଙ୍କ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି,୧୯/୧୧- ଆଜି ପାରଳାଖେମୁଣ୍ଡି ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପୂର୍ବତନ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଅଛି । ଦଳ ତରଫରୁ ଇନ୍ଦିରା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ତାପରେ ଶ୍ରୀମତୀ
Read More...

ବୌଦ୍ଧ : ଆଜି ଜଣେ ମାତ୍ର କରୋନା ପଜିଟିଭ ଚିନ୍ହଟ

ବୌଦ୍ଧ,୧୯/୧୧- ଆଜି ବୌଦ୍ଧ ଜିଲ୍ଲାରେ ଜଣେ ମାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ ମୋଟ୍ ପଜିଟିଭ ସଂଖ୍ୟା 2711 ରେ ପହଞ୍ଚିଲା l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ
Read More...