ବାଘପାଲି ଗାଁରେ ରକ୍ତଦାନ ଶିବିର ଆୟୋଜନ
ସୁବର୍ଣ୍ଣପୁର ଜିଲ୍ଲା ବାଘପାଲି ଗାଁରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା ।ଶ୍ରୀ ଚନ୍ଦ୍ରମଣି ଦାସ ଯୁବକ ସଙ୍ଘ ଓ ଆମ ଓଡ଼ିଶା ସମ୍ବାଦ ତରଫରୁ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା ।ଏଥିରେ ୨୫ ଜଣ ରକ୍ତଦାନ କରିଥିଲେ ।ରକ୍ତଦାନ ଶିବିର ରେ ୨୫ ଯୁନିଟ ରକ୍ତ ସଙ୍ଗ୍ରହ ହୋଇଥିଲା । ମୁକୁନ୍ଦ ଧରୁଆଙ୍କ!-->…
Read More...
Read More...