Yearly Archives

2020

୧୫ ଦିନରେ ବାଲିଗୁଡ଼ା ଥାନା ଅଞ୍ଚଳରୁ ୫୯୫ ଏକର ବେଆଇନ୍‌ ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡ଼ା,୧୯/୧୧: ଜୋର୍‌ ଧରିଲା ବେଆଇନ୍‌ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ପୁଣି ମିଳିତ ଚଢ଼ାଉ କରାଯାଇ ୧କୋଟି ୭୫ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ପଞ୍ଚାୟତର
Read More...

ହୀରାଞ୍ଚଳ ଖବର କାଗଜର ପ୍ରଭାବ ଖବର ପ୍ରସାରଣ ପରେ ସହାୟତାର ହାତ ବଢ଼ାଇଲେ ସରକାର

ଫୁଲବାଣୀ,୧୯/୧୧: ମାଆ ଗର୍ଭରେ ଶିଶୁ ରହିବାଠାରୁ ମଣିଷ ମଲାପର୍ଯ୍ୟନ୍ତ ଅନେକ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ଗ୍ରାମାଞ୍ଚଳର ଅଧିକାଂଶ ସ୍ୱାସ୍ଥ୍ୟସୁବିଧାରୁ ବଞ୍ଚିତ ହେଉଛନ୍ତି । ଯାହାର ଉଦାହରଣ ହେଉଛି ଜି.ଉଦୟଗିରି ବ୍ଳକର ତଲାରିମାହା ଗ୍ରାମର ମହାଜନ ଚନ୍ଦନଙ୍କ ଦୁଇବର୍ଷର
Read More...

ମୋଟର ସାଇକେଲ ଦୁର୍ଘଟଣାରେ୨ ଯୁବକଙ୍କ ମୃତ୍ୟୁ

ସମ୍ବଲପୁର : ସ୍ଥାନୀୟ ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ ଡିମରିକୁଦ ନିକଟସ୍ଥ ଏକ ପୋଲ ଉପରେ ବୁଧବାର ବିଳମ୍ବିତ ରାତିରେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ଦୁଇ ଯୁବକ ପ୍ରାଣ ହରାଇଛନ୍ତି । ନାକଟିଦେଉଳରୁ ରେଢାଖୋଲ ଆସୁଥିବା ସମୟରେ ସେମାନେ ଉକ୍ତ ଡିମରିକୁଦ ପୋଲ ଉପରେ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିଲେ
Read More...

ରାଜ୍ୟରେ ପୁଣି ୮୬୮ କରୋନା ପଜିଟିଭ ଚିହ୍ନଟ, ୧୭ ମୃତ

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୧୭୮୮ରେ ପହଞ୍ଚିଛି । ଏନେଇ
Read More...

ଧାନର ମାନ ପରୀକ୍ଷଣ ଓ କୃଷକ ତାଲିମ ଶିବିର

ବୌଦ୍ଧ/ବାଉଁଶୁଣୀ,୧୯/୧୧ - ଆସନ୍ତା ଖରିଫ ୨୦୨୦ -୨୧ ଧାନ ସଂଗ୍ରହ ପାଇଁ ଚାଷୀଙ୍କୁ ଧାନର ମାନ ପରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ବହିରା ସେବା ସମବାୟ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ନିୟନ୍ତ୍ରିତ ବଜାର କମିଟି ବୌଦ୍ଧ ପକ୍ଷରୁ ଆୟୋଜିତ ଏହି ତାଲିମ ଶିବିରରେ ବହିରା ସମିତି ଅଞ୍ଚଳର ପ୍ରାୟ
Read More...

କନ୍ଧମାଳ ସାଂସଦଙ୍କ ବୌଦ୍ଧଜିଲ୍ଲା ଗସ୍ତ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ବୌଦ୍ଧ,୧୮/୧୧- ଆଜି କନ୍ଧମାଳ ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ ବୌଦ୍ଧଜିଲ୍ଲା ଗସ୍ତରେ ଆସି ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତରେ ମାସ୍କ ଓ ଔଷଧ ବଂଟନ କରିଛନ୍ତି । ପୁରୁଣାକଟକ ଭୈରବୀ ମନ୍ଦିର ଠାରେ ନୂତନଭାବେ ନିର୍ମିତ ହୋଇଥିବା ରୋଷେଇଘରକୁ ଫିତାକାଟି ଉଦଘାଟନ କରିଥିଲେ । ଏହି
Read More...

ଜିଲ୍ଲାସ୍ତରୀୟ ୬୭ ତମ ସମବାୟ ସପ୍ତାହ ପାଳିତ

ବୌଦ୍ଧ,୧୮/୧୧ - ବୌଦ୍ଧ ଜିଲ୍ଲା ସମବାୟ ସଂଘ ତରଫରୁ ୬୭ ତମ ନିଖିଳ ଭାରତ ସମବାୟ ସପ୍ତାହ ଆଜି ଗିରାସିଙ୍ଗାସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମବାୟ ସଂଘ ଆବାହକ ସତ୍ୟଜିତ କୁମାର ପଣ୍ଡାଙ୍କ ଆବାହକତ୍ୱରେ ଓ ସଭାପତି ବିଭୁ ପ୍ରସାଦ କ୍ଷେତିଙ୍କ
Read More...

କନ୍ଧମାଳ ସାଂସଦଙ୍କ ବୌଦ୍ଧଜିଲ୍ଲା ଗସ୍ତ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ବୌଦ୍ଧ,୧୮/୧୧- ଆଜି କନ୍ଧମାଳ ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ ବୌଦ୍ଧଜିଲ୍ଲା ଗସ୍ତରେ ଆସି ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତରେ ମାସ୍କ ଓ ଔଷଧ ବଂଟନ କରିଛନ୍ତି । ପୁରୁଣାକଟକ ଭୈରବୀ ମନ୍ଦିର ଠାରେ ନୂତନଭାବେ ନିର୍ମିତ ହୋଇଥିବା ରୋଷେଇଘରକୁ ଫିତାକାଟି ଉଦଘାଟନ କରିଥିଲେ । ଏହି
Read More...

ବିଶେଷଜ୍ଞ ନଥିଲେ ଭେଣ୍ଟିଲେଟର ବ୍ୟବହାର ହେବ କିପରି ?

ସମ୍ବଲପୁର : ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଜିଲ୍ଲା କୋଭିଡ ହସ୍ପିଟାଲ ପରିବର୍ତ୍ତେ ପୁନଃ ସାମାନ୍ୟ ଚିକିତ୍ସା ପାଇଁ କାର୍ଯ୍ୟକ୍ଷମ କରିବା ନିସନ୍ଦେହ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ସେଠାରେ ପୂର୍ବ ବ୍ୟବହୃତ ଭେଣ୍ଟିଲେଟର ସବୁ ରହିଯାଇଛି, ଯାହାକି ବର୍ତ୍ତମାନ ପୁନର୍ବାର ଲୋକଙ୍କ ସେବାରେ
Read More...

ଶ୍ମଶାନ ଜମିକୁ ନେଇ ବିବାଦ: ପୋଲିସ ପ୍ରଶାସନ ଉପସ୍ଥିତରେ ହେଲା ଶବଶତ୍କାର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧିନସ୍ଥ ଝାନସିପାଟଣାରେ ଥିବା ଶ୍ମଶାନ ଜମିକୁ ନେଇ ବିବାଦ ଦେଖାଯାଇଛି। ଗତ କିଛି ବର୍ଷ ଧରି ଏହି ବିବାଦ ଲାଗିରହିଥିବା ବେଳେ ଗତ କାଲି ଠାରୁ ଏହା ଉଗ୍ରରୂପ ନେଇଛି। କିଛି ଲୋକ ଶ୍ମଶାନ ଜମି ଜବର ଦଖଲ କରିଥିବା ଅଭିଯୋଗ ହୋଇଛି। ପ୍ରଶାସନ ଏହାକୁ
Read More...