Yearly Archives

2020

ମାସ୍କ ବିକି ସଚେତନତାର ବାର୍ତ୍ତା ଦେଉଛନ୍ତି ମହିଳା

ବୌଦ୍ଧ : ସ୍ଥାନୀୟ ବସଷ୍ଟାଣ୍ଡ ନିକଟ ଶନିମନ୍ଦିର ନିକଟରେ ଓରମାସ୍ ଓ ଜିଲ୍ଲା ପ୍ରଶାସନର ସହାୟତାରେ ମାସ୍କ ବିକ୍ରି କରିବାସହ କରୋନାପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ମହିଳା ସ୍ୱେଚ୍ଛାସେବୀ । ବୌଦ୍ଧବ୍ଲକ ମୁର୍ଷୁଣ୍ଢି ଗ୍ରାମପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ସି.ଆର.ପି
Read More...

ଝାଡଖଣ୍ଡ ଫେରିଲେ ବୌଦ୍ଧରେ ଫସିଥିବା ନବୋଦୟ ଛାତ୍ରଛାତ୍ରୀ

ବୌଦ୍ଧ,୩/୫(ହୀ.ପ୍ର)- ପାଲଝାରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ପାଠ ପଢୁଥିବା ୨୩ଜଣ ଛାତ୍ରଛାତ୍ରୀ ଆଜି ତାଙ୍କ ଘରକୁ ଯିବାପାଇଁ ବୌଦ୍ଧରୁ ବାହାରିଛନ୍ତି । ଲକଡାଉନ ଯୋଗୁଁ ଏମାନେ ନିଜଘରକୁ ଫେରିବା ସମ୍ଭବ ହୋଇନଥିଲା । ସ୍କୁଲ ଛୁଟି ଘୋଷଣା ହୋଇଯିବାରୁ ହଷ୍ଟେଲରେ ପ୍ରାୟ ଦେଢମାସ ଧରି ଫସି
Read More...

କରୋନା ମୁକାବିଲା : ପିଏମ୍ କେୟାର୍ସକୁ ଏକଲକ୍ଷ ଟଙ୍କା ପ୍ରଦାନ କଲେ ଯୁବ ଶିଳ୍ପପତି ସଂଜୀବ ଅଗ୍ରୱାଲ

ବୌଦ୍ଧ : ଦେଶରେ ମହାମାରୀ କରୋନା ତା'ର କାୟ ବିସ୍ତାର କରିଚାଲିଥିବା ବେଳେ ସରକାର ଏହାକୁ ପ୍ରତିହତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଅର୍ଥର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମୁକ୍ତ ହସ୍ତରେ ଦାନ କରିବାକୁ
Read More...

ରୋଡ ଗ୍ରାଫିଟି ଜରିଆରେ ଜନସଚେତନତା

ସମ୍ବଲପୁର:କରୋନା ମହାମାରୀ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ବିଭିନ୍ନ ବିଧି ବ୍ୟବହାର କରାଯାଇଛି । ଏଥିମଧ୍ୟରୁ ଗୋଟିଏ ଅନ୍ୟତମ ଉପାୟ ହେଲା ବ୍ୟସ୍ତ ରାଜମାର୍ଗକୁ ଏକ କ୍ୟାନଭାସ ରୁପେ ବ୍ୟବହାର କରି ତାହା ଉପରେ ରଙ୍ଗୀନ ଚିତ୍ରାଙ୍କନ, ଯାହାକୁ ରୋଡ ଗ୍ରାଫିତି ମଧ୍ୟ
Read More...

ବିଧବାଙ୍କ ଅନାହାର ମୃତ୍ୟୁ ଅଭିଯୋଗ

ସମ୍ବଲପୁର,: ସ୍ଥାନୀୟ ସାକ୍ଷୀପଡା ନିବାସୀ ୪୫ବର୍ଷୀୟ ଜଣେ ବିଧବାଙ୍କ ଭୋକଉପାସରେ ୨୫ଦିନ ସଂଘର୍ଷପରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ ସାକ୍ଷୀପଡା ଅଞ୍ଚଳର ସରଲାକାନି ଠାରେ ଜଣେ ଗରିବ ମହିଳା ଯିଏ କି ଖାଇବାକୁ ନପାଇ ବହୁଦିନରୁ ରୋଗାଗ୍ରସ୍ତ ଥିଲେ ଗତ ଦୁଇଦିନ
Read More...

ଆଜିର ଦିନରେ ଇଞ୍ଜାମାମ କ’ଣ ରେକର୍ଡ଼ କରିଥିଲେ ଜାଣନ୍ତୁ

ୱିଲିଙ୍ଗଟନ: ୨୦୦୨ ମସିହା ମଇ ମାସ ୩ ତାରିଖ । ପାକିସ୍ତାନ ହିଟ୍ ମାଷ୍ଟର ଭାବେ ବିବେଚି ଇଞ୍ଜାମାମ-ଉଲ୍‌-ହକ୍ ତ୍ରିଶତକ କରି ନ୍ୟୁଜିଲ୍ୟାଣ୍ଡକୁ ଏକ ଇଂନିସ ଓ ୩୨୪ ରନ୍‌ରେ ହରାଇ ସ୍ମଣୀୟ ଇଂନିସ୍ ଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡକୁ ହରାଇବାରେ ପାକିସ୍ତାନର ସ୍ପିଡିଷ୍ଟର ସୋହେବ ଅଖ୍‌ତାର ମଧ୍ୟ
Read More...

କୋଟାରୁ ଫେରିଲେ ବଲାଙ୍ଗୀର ଛାତ୍ରଛାତ୍ରୀ, ସଙ୍ଗରୋଧରେ ରଖିଲା ପ୍ରଶାସନ

ବଲାଙ୍ଗୀର : ଗତକାଲି କଡା ସୁରକ୍ଷା ବଳୟରେ ଦୁଇଟି ବସ କୋଟାରୁ ଆସି ବଲାଙ୍ଗୀରରେ ପହଞ୍ଚିଥିଲା । ଏଥିରେ ୩୦ ଜଣ ଛାତ୍ର ଓ ୨୦ ଛାତ୍ରୀ ଥିଲେ । ଏମାନଙ୍କୁ ଜିଲ୍ଲା ପ୍ରଶାସନ ପୃଥକ୍ ପୃଥକ୍ ଭାବେ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ଫେରିଥିବା ଛାତ୍ରଛାତ୍ରୀଙ୍କୁ ଆଜି ଡାକ୍ତରୀ ପରୀକ୍ଷା କରାଯାଇ
Read More...

ମୁଣ୍ଡିପଦର ପରେ ଶୁଣ୍ଢିପଦର : ମାସ୍କ ପରିଧାନ ଓ ସାମାଜିକ ଦୂରତା ନିୟମକୁ ଫୁ …..

ବୌଦ୍ଧ: ରାଜ୍ୟ ଓ କେନ୍ଦ୍ର ଖାଦ୍ୟ ନିରାପତ୍ତା ଯୋଜନାର ହିତାଧିକାରୀଙ୍କୁ ଚାଉଳ, ଗହମ, କିରୋସିନ ଓ ସହାୟତା ରାଶି ବଂଟନ ବେଳେ ସାମାଜିକ ଦୂରତା ପାଳନକୁ କେହି ମାନୁନଥିବା ଦେଖିବାକୁ ମିଳୁଛି । ଗତକାଲି ବୌଦ୍ଧବ୍ଲକ ମୁଣ୍ଡିପଦର ଗ୍ରାମପଞ୍ଚାୟତରେ ବିନା ମାସ୍କ ଓ ସାମାଜିକ ଦୂରତା ଉଲ୍ଲଂଘନ କରି
Read More...

ପ୍ରସ୍ତୁତିରେ ଅବହେଳା : କ୍ୱାରେଣ୍ଟାଇନକୁ ଚାଲିଚାଲି ଗଲେ ୨୦ ସୁରଟ ଫେରନ୍ତା

ବୌଦ୍ଧ/ଜହ୍ନାପଙ୍କ,୩/୫(ହୀ.ପ୍ର)- ଆଜି ଭୋର୍ ସମୟରେ ଗୁଜୁରାଟ ରାଜ୍ୟର ସୁରଟରୁ ଏକ ବସ୍‌ଯୋଗେ ଆସି ଜାତୀୟ ରାଜପଥ ନଂ୫୭ର ଜହ୍ନାପଙ୍କ ଠାରେ ୨୦ଜଣ ଶ୍ରମିକ ଓହ୍ଲାଇଥିଲେ । ସେଠାରୁ ୧୫ଜଣ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଗତୀ ସଙ୍ଗରୋଧ କେନ୍ଦ୍ରକୁ ଯାଇଥିବାବେଳେ ୪ଜଣ ତେଲିବନ୍ଧ ଓ
Read More...

ଗୁଜୁରାଟରୁ ୮୫ଟି ଓ ରାଜସ୍ଥାନରୁ ଗୋଟିଏ ବସରେ ପ୍ରବାସୀ ଓଡିଆ ବାହାରିଲେ

ଭୁବନେଶ୍ୱର : ତାଜ ସୂଚନା ଅନୁଯାୟୀ ଆଜି ଗୁଜୁରାଟର ସୁରତ ସମେତ ଅନ୍ୟାନ୍ୟ ସହରରୁ ୮୫ଟି ବସ୍ ଓ ରାଜସ୍ଥାନରୁ ଗୋଟିଏ ବସ ସୋହେଲା ଚେକଗେଟ୍ ଦେଇ ଓଡିଶା ଫେରୁଛନ୍ତି । ଏ ନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ୫ ମିନିଟ ତଳେ ସୂଚନା ଦେଇଛନ୍ତି । ସେ କହିଛନ୍ତି
Read More...