କଳିଙ୍ଗା ଘାଟିରେ ପୁଣି ସୁରତ ଫେରନ୍ତା ଗାଡି ଓଲଟି ପଡିଲା
ଭୁବନେଶ୍ୱର : ଗଞ୍ଜାମର ସୋରଡା ଅଂଚଳକୁ ଫେରୁଥିବା ଆଉ ଏକ ପ୍ରବାସୀ ଓଡିଆଙ୍କ ଗାଡି ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । କଳିଙ୍ଗା ଘାଟିର ଗାର୍ଡୱାଲରେ ପିଟି ହୋଇ ଐରବତ ନାମକ ଏହି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଡ୍ରାଇଭର ସମେତ ୩ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଥିବା ବେଳେ!-->…
Read More...
Read More...