Yearly Archives

2020

ପିତାଙ୍କ ଜିଦ୍ ପାଇଁ ଷ୍ଟାର କ୍ରିକେଟର ହେଲେ ମନୀଷ ପାଣ୍ଡେ, ଆଇପିଏଲରେ ଏମିତି କରିବାରେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ : ନୈନିତାଳରେ ୧୦ ଡିସେମ୍ବର ୧୯୮୯ରେ ଜନ୍ମ ଗ୍ରହଣ କରିଥିବା ମନୀଷ ପାଣ୍ଡରେ ପିଲାବେଳୁ କ୍ରିକେଟ ହେବାକୁ କେବେବି ସ୍ୱପ୍ନ ଦେଖିନଥିଲେ । ସେ ତାଙ୍କ ପିତାଙ୍କ ଭଳିଆ ଆର୍ମୀ ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ଭାଗ୍ୟରେ ଥିଲା ଅଲଗା ଓ ପିତାଙ୍କ ଜିଦ୍ ପାଇଁ ସେ ଆଜି ଜଣେ ଷ୍ଟାର
Read More...

କରୋନା ମୁକାବିଲା ପାଇଁ ପିଏଜି ପକ୍ଷରୁ ସଚେତନତା ଓ ଖାଦ୍ୟ ସହାୟତା

କରୋନା ଭାଇରସ ବର୍ତ୍ତମାନ ଓଡିଶା ରେ କାୟା ବିସ୍ତାର କରିବାକୁ ଲାଗିଲାଣି। ଗତ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ ର ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି।ଓଡିଶା ରେ ସଂକ୍ରମିତ ଙ୍କ ସଂଖ୍ୟା ଦୁଇଗୁଣ ରୁ ଅଧିକ ହୋଇଗଲାଣି।ପ୍ରାୟ ଦେଢମାସ ଧରି ଲକଡାଉନ ଯୋଗୁଁ କାମଧନ୍ଦା ବନ୍ଦ ହେବାରୁ ଗରିବ
Read More...

ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ମାର୍ଗଦର୍ଶନରେ ସମାଜସେବୀ ପ୍ରକାଶ ତ୍ରିପାଠୀଙ୍କ ଦ୍ୱାରା…

ଲକଡ଼ାଉନ ସମୟରେ ବିଭିନ୍ନ ଅସହ୍ୟୟ ଏବଂ ଗରିବ ଲୋକଙ୍କୁ ସହଯୋଗରେ ହାତ ବଢ଼ାଇଛନ୍ତି ଯୁବନେତା ତଥା ବିଶିଷ୍ଟ ସମାଜସେବୀ ଡ଼ଃ ପ୍ରକାଶ ତ୍ରିପାଠୀ l ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳିର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ପ୍ରକାଶ ତ୍ରିପାଠୀ ଭି. ଏସ୍.ଏସ୍ ନଗର ତଥା
Read More...

କର୍ଣ୍ଣାଟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ନବୀନ, ଉଭୟ ରାଜ୍ୟରେ ରହୁଥିବା ଓଡିଆ ଘରକୁ ଫେରିବେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବିଏସ୍ ୟେଦୁୟୁରପ୍ପା ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କ ସହିତ ଉଭୟ ରାଜ୍ୟରେ ଅଟକି ରହିଥିବା ଓଡିଆମାନଙ୍କ ଫେରିବା ସଂପର୍କରେ ଆଲୋଚନା କରିଥିଲେ ।
Read More...

ହାତୀ ଆକ୍ରମଣରେ ମହିଳା ମୃତ

ହିନ୍ଦୋଳ ଫରେଷ୍ଟ ରେଞ୍ଜ ର ବାବନ୍ଧ ଖରିଡାଳି ଗାଁରେ ଆଜି ସକାଳେ ନିଜ ବଗିଚାକୁ କାଜୁ ମଞ୍ଜି ସଂଗ୍ରହ କରି ବାକୁ ଯାଇଥିବା ବେଳ ବଣୁଆହାତୀ ଆକ୍ରମଣର ମହିଳାଙ୍କ ମୃତ ହୋଇଛି । ମୃତକ ଗ୍ରାମର ଦମୟନ୍ତୀ ବିଶ୍ଵାଳ ନିଜ କାଜୁ ବଗିଚାରୁ କାଜୁମଞ୍ଜି ସଂଗ୍ରହ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର
Read More...

କରୋନା ଲଢ଼େଇରେ ଅଗ୍ରଣୀ ଯୋଦ୍ଧା : ମାସ୍କ ପ୍ରସ୍ତୁତିରେ ଏସଏଚଜି ମହିଳାଙ୍କ ଉଲ୍ଲେଖନୀୟ ଭୂମିକା

କରୋନା ଭୂତାଣୁ କବଳରୁ ରକ୍ଷା ପାଇବାର ଅନ୍ୟତମ ପ୍ରଭାବୀ ଉପାୟ ହେଉଛି ମୁହଁରେ ମାସ୍କ ପିନ୍ଧିବା । ସେଥିପାଇଁ ଘରୁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଏଭଳି ସ୍ଥିତିରେ ଦେଶରେ ମାସ୍କ ଚାହିଦା ମେଂଟାଇବା ଉଦ୍ଦେଶ୍ୟରେ
Read More...

ବହିରା ସଙ୍ଗରୋଧ ଶିବିର : ଭିଡିଓ ଭାଇରାଲ ପରେ ଫିଟୁଛି ଅବ୍ୟବସ୍ଥାର ଗୁମର

ବୌଦ୍ଧ :- ସମସ୍ତ ଗ୍ରାମପଞ୍ଚାୟତରେ ଅସ୍ଥାୟୀ ସଙ୍ଗରୋଧ ଶିବିରମାନ ଖୋଲାଯାଇ ସବୁ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ଡିଣ୍ଡିମ ପିଟୁଥିଲେ ମଧ୍ୟ ବାସ୍ତବରେ ସତ କେତେ ରହୁଥିବା ଲୋକ ଠିକ୍ ଜାଣନ୍ତି । ବୌଦ୍ଧବ୍ଲକ ବହିରା ପଞ୍ଚାୟତ ହାଇସ୍କୁଲ ପରିସରରେ ଖୋଲାଯାଇଥିବା ଅସ୍ଥାୟୀ
Read More...

ମୁଣ୍ଡିପଦର ଗ୍ରାମପଞ୍ଚାୟତ : ସାମାଜିକ ଦୂରତାକୁ କରୁଛି ବାରମ୍ବାର ବେଖାତିର

ବୌଦ୍ଧ:ବୌଦ୍ଧବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସାମାଜିକ ଦୂରତା ନିୟମକୁ ବାରମ୍ବାର ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳୁଛି । ସରପଞ୍ଚ ଜେଲରେ ଥାଇ ନିଲମ୍ବିତ ହୋଇଥିବାବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିୟମିତ ଉପସ୍ଥିତ ରହୁନଥିବାରୁ ଏଭଳି ଘଟୁଥିବା ଅଭିଯୋଗ
Read More...

ତୁଷୁରାରେ କରୋନା ପଜିଟିଭ : ବୌଦ୍ଧଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ଲୋକେ ଭୟଭୀତ

ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ରୁଷୁଡା ଗ୍ରାମପଞ୍ଚାୟତର ଲିଖିରିଆ ଗ୍ରାମରେ ତାମିଲନାଡୁ ଫେରନ୍ତା ଶ୍ରମିକ ଦେହରେ କରୋନା ପଜିଟିଭ ଦେଖାଯିବାପରେ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି । ତେଲନଦୀର ଅପରପାଶ୍ୱର୍ରେ ରୁଷୁଡା ଗ୍ରାମପଞ୍ଚାୟତର ସୀମାଥିବାରୁ ଓ ଦୈନନ୍ଦିନ ଉଭୟ ଅଞ୍ଚଳର ଲୋକଙ୍କ
Read More...

ସାମାଜିକ ଦୂରତା ରକ୍ଷାପାଇଁ ବିଜେପିର ଅଭିନବ ପ୍ରୟାସ : ଛତା ବ୍ୟବହାର କରି ସାମାଜିକ ଦୂରତା ରଖିହେବ: ଜିଲ୍ଲା ସଭାପତି

ବାଲିଗୁଡ଼ା: ସାରା ବିଶ୍ବକୁ କଲବଲ କରୁଛି କୋରନା । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ଟପିଲାଣି।ସଂକ୍ରମଣକୁ ରୋକିବାକୁ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ । ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ଜୋରସରରେ
Read More...