Yearly Archives

2020

ରାଜ୍ୟରେ ପୁଣି ୮୬୮ କରୋନା ପଜିଟିଭ ଚିହ୍ନଟ, ୧୫ ମୃତ

ଭୁବନେଶ୍ୱର ୧୭ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୦୯୨୦ରେ ପହଞ୍ଚିଛି ।
Read More...

ସ୍ୱାମୀ ହତ୍ୟା କାଣ୍ଡର ନିରପେକ୍ଷ ତଦନ୍ତ ଦାବି କଲେ ବିଧବା ସ୍ତ୍ରୀ

ବୌଦ୍ଧ,୧୭/୧୧ - ପୁରୁଣା କଟକ ଥାନା ଥାନା ଅନ୍ତର୍ଗତ ତିଲେଶ୍ୱର ଗ୍ରାମ ପଞ୍ଚାୟତ ଟେଭାପଦର ଗ୍ରାମର ଅର୍ଜୁନ ପାତ୍ର (35)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ତାହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ତାଂକର ଧର୍ମପତ୍ନୀ l ଆଜି ସପରିବାର ବୌଦ୍ଧ ଆସି ଆରକ୍ଷୀ ଅଧୀକ୍ଷକଙ୍କୁ ସlକ୍ଷାତ କରି
Read More...

କଣ୍ଟାବାଞ୍ଜି ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସଦିବସ ପାଳିତ

କଣ୍ଟାବାଞ୍ଜି, ୧୭/୧୧- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ଡାକ ବଙ୍ଗଳା ପରିସର ରେ ଜାତୀୟ ପ୍ରେସ୍ର ଦିବସ ପାଳିତ ହୋଇଯାଇଛି । ସଙ୍ଘର ସଭାପତି ସୁବାଷ ଚନ୍ଦ୍ର ବେହରାଙ୍କ ସଭାପତିତ୍ୱରେ ଉପସ୍ଥିତ ବରିଷ୍ଠ ସାମ୍ବାଦିକ ଡା. ସଞ୍ଜୟ କୁମାର ମିଶ୍ର କହିଥିଲେ ଯେ
Read More...

ଗଜପତିରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୭/୧୧- ଆଜି ଗଜପତି ଜିଲ୍ଲାରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଏହି ୩ଜଣ ଆକ୍ରାନ୍ତ ପାରଳା ପୌରପରିଷଦରୁ ହିଁ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆଇସୋଲେସନ କୋଭିଡ ହସ୍ପିଟାଲ/କୋଭିଡ
Read More...

ଜନଗହଳିପୂର୍ଣ୍ଣ ସୋନପୁର ବସଷ୍ଟାଣ୍ଡରୁ ୨ ଲକ୍ଷ ଟଙ୍କା ଲୁଟ୍‌

ସୋନପୁର,୧୭/୧୧ : ସହରର ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡ ଅଞ୍ଚଳରୁ ଗତକାଲି ଅପରାହ୍ନରେ ୨ ଲକ୍ଷ୧୦ ହଜାର ଟଙ୍କା ଲୁଟ ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ ଗତକାଲି ଅପରାହ୍ନରେ ମାଲିକ ଦେଇଥିବା ୨ଲକ୍ଷ ଦଶହଜାର ଟଙ୍କା ବ୍ୟାଙ୍କରେ ଜମାକରିବାପାଇଁ ଦୁଇ ଜଣ
Read More...

ବୌଦ୍ଧ : ଦିନକ ବିରାମ ପରେ ଆଜି ପୁଣି 3 ପଜିଟିଭ ଚିହ୍ନଟ

ବୌଦ୍ଧ,୧୭/୧୧- ଗତକାଲି ବୌଦ୍ଧ ଜିଲ୍ଲାରେ ଜଣେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇ ନଥିବା ବେଳେ ଆଜି ପୁଣି 3 କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା
Read More...

ରାଜ୍ୟରେ ପୁଣି ୬୪୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୭ ମୃତ

ଭୁବନେଶ୍ୱର ୧୬ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୦୦୫୨ରେ ପହଞ୍ଚିଛି ।
Read More...

ଭିଜିଲାନ୍ସ ଜାଲରେ ତରଭା ତହସିଲଦାର, ଲାଞ୍ଚନେଇ ଗିରଫ

ସୋନପୁର,୧୭/୧୧:ଗତକାଲି ରାତିରେ ନିଜ ସରକାରୀ ବାସଭବନରେ ଜମି ପଞ୍ଜିକରଣ କରାଇ ଦେବାପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ତରଭା ତହସିଲଦାର ସୁବ୍ରତ ବେହେରା । ମିଳିଥିବା ସୂଚନାମତେ ତରଭା ବ୍ଲକର ଘାଟକଇଁତରା ଗ୍ରାମର କାହ୍ନୁ ଚରଣ ଦାସ ଅନ୍ତର୍ଡା
Read More...

ମହାନଦୀରୁ ରେଢାଖୋଲକୁ ଯୋଗାଉଥିବା ପାନୀୟ ଜଳ ପ୍ରକଳ୍ପ : ସ୍ଥାୟୀ ନିଯୁକ୍ତି ଦାବିରେ ଜମି ହରାଇଥିବା ପରିବାରଙ୍କ ଆମରଣ…

ଆଠମଲ୍ଲିକ,(ହୀ.ପ୍ର) : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମ ନିକଟସ୍ଥ ମହାନଦୀ କୂଳରେ ଏକ ପାନୀୟ ଜଳ ପ୍ରକଳ୍ପ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଛି । ଏହି ପାନୀୟ ଜଳ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମ୍ବଲପୁର ଜିଲ୍ଲା
Read More...

ଜିଓ ଟlଗିଂ ଆର.ଏଚ. ଯୂଥ ଆସୋସିଏସର ଦାବିପତ୍ର ପ୍ରଦାନ

ବୌଦ୍ଧ,୧୭/୧୧- ବୌଦ୍ଧ ବ୍ଲକ ଆର.ଏଚ. ୟୂଥ ୟୁନିଅନ୍ ପକ୍ଷରୁ ତାଂକର ବିଭିନ୍ନ ସମସ୍ୟା ଉପରେ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି | ରାଜ୍ୟର ସମସ୍ତ ଜିଲ୍ଲାରେ ଜିଓ ଟlଗିଂ ପାଇଁ ନିଯୁକ୍ତ ଯୁବକ ମାନେ ଅଦ୍ୟାବଧି କାର୍ଯ୍ୟ କରୁଛନ୍ତି କିନ୍ତୁ ବୌଦ୍ଧ ଜିଲ୍ଲାରେ ସେମାନଙ୍କୁ
Read More...