Yearly Archives

2020

କନ୍ଧମାଳରେ ଆଜି ପୁଣି ୧୯ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ,୧୩/୧୧- କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳରେ ପୁଣି ୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୫୮୧୮ ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୫୬୯୩ ଜଣ ସୁସ୍ଥ ହୋଇ
Read More...

କାର୍‌ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ,ଚାଲାଣକାରୀ ଫେରାର୍‌

ବାଲିଗୁଡ଼ା,୧୩/୧୧: ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ କରିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍‌ । ପୋଲିସ୍‌ ପେଟ୍ରୋଲିଂ ବେଳେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସୂଚନା ପାଇଥିଲା ପୋଲିସ୍‌ । ବାଲିଗୁଡ଼ା ଥାନା ଗୋଇବାଲି ନିକଟରେ ପୋଲିସକୁ ଦେଖି ଏକ କାର୍‌ ଜଙ୍ଗଲ ରାସ୍ତାରେ
Read More...

ଆଜି ବୌଦ୍ଧସହର ଓ ବିଶିପାଲି ଗ୍ରାମରୁ ଗୋଟିଏ ଲେଖାଏଁ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୧୩/୧୧ - ନଭେମ୍ବର ମାସରେ ବୌଦ୍ଧ ଜିଲ୍ଲାରେ କରୋନାର ପ୍ରାଦୁର୍ଭାବ ଆଉ ଦେଖିବାକୁ ମିଳୁନାହିଁ । ଏକ ଅଙ୍କ ମଧ୍ୟରେ ସୀମିତ ରହୁଛି ଦୈନନ୍ଦିନ ଆକ୍ରାନ୍ତ ସଂଖ୍ୟା । ଆଜି ମଧ୍ୟ ବୌଦ୍ଧ ଜିଲ୍ଲାରେ ମାତ୍ର ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ
Read More...

ଶିଶୁ ଦିବସ ଉପଲକ୍ଷେ ଓଡ଼ିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର ଆୟୋଜନ

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ଶିଶୁ ଦିବସ ପାଳନ ଅବସରରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ଓ ପୂର୍ବତନ କର୍ପୋରେଟର ମୋନାଲିସା ସାହୁ ଙ୍କ ସହଯୋଗରେ " ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ
Read More...

ଆଞ୍ଚଳିକ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିତ ସାଂସଦଙ୍କ ଆଲୋଚନା

ସମ୍ବଲପୁର,୧୩/୧୧ - ସମ୍ବଲପୁର ଓ ଆଖପାଖ ଜିଲ୍ଲାରେ ଦିନକୁଦିନ ଗଢି ଉଠୁଥିବା ବୃହତ ଶିଳ୍ପାନୁଷ୍ଠାନ ଓ ଖଣିଖନନ ପାଇଁ ଜନସଂଖ୍ୟା ବୃଦ୍ଧି ସହିତ ଯାନବାହାନ ସଂଖ୍ୟା ମଧ୍ୟ ଅହେତୁକ ଭାବେ ବଢିଛି । ବିଶେଷକରି ମାଲ ପରିବହନ ପାଇଁ ଭାରି ଯାନବାହନର ଆବାଗମନ ପାଇଁ ଆବଶ୍ୟକୀୟ ରାସ୍ତା ନଥିବାରୁ
Read More...

କରୋନାର ପୁଣି ଉଗ୍ରରୂପ ଚିନ୍ତା ବଢାଉଛି ଦିନକ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୪ଗୁଣ ହେଲା

ସମ୍ବଲପୁର,୧୩/୧୧- ଗତ ୨୪ ଘଣ୍ଟା ପୂର୍ବରୁ ଓ ପରେ ସମ୍ବଲପୁର ଜିଲ୍ଲାରେ ଦୈନିକ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୪ଗୁଣ ହୋଇଯିବାରୁ ଆସନ୍ତାକାଲି ଦୀପାବଳି ପାଳନ କିପରି ହେବ, ତାହା ଏଠାରେ ଚିନ୍ତାର ବିଷୟ ହୋଇଛି । ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନାନୁସାରେ ଗତକାଲି ଗୁରୁବାର ଦିନ ମାତ୍ର
Read More...

ନିର୍ମାଣର ୪ ମାସରେ ଦୁଇଥର ମରାମତି ହେଲା ବିଦ୍ୟାଳୟ ପାଚେରୀ

ବୌଦ୍ଧ, ୧୩/୧୧ – ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ୍‌ ବାମଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟର ପାଚେରୀ ନୂତନ ଭାବରେ ୨ଲକ୍ଷ ଟଙ୍କା ଅନୁଦାନରେ ଗତ ଜୁନ୍‌ ମାସରେ ନିର୍ମାଣ ହୋଇଥିଲା । ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନରେ ନିର୍ମିତ ଉକ୍ତ ପାଚେରୀର କାମ ଅତି
Read More...

ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୁର୍ଗମ ଅଞ୍ଚଳ ଗସ୍ତ ସହ ସମୀକ୍ଷା

ଫୁଲବାଣୀ,୧୩/୧୧- କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳକୁ କନ୍ଧମାଳ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ ଗସ୍ତକରି ରୁବାନ ମିଶନ ଦ୍ୱାରା ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । କୋଟଗଡ଼ ବ୍ଲକର ଜୂଡାବାଲି ପଞ୍ଚାୟତ ସିମୀଟିଗୁଡ଼ା ଗ୍ରାମରେ ଚାଷୀମାନଙ୍କ
Read More...

ମେହେର ସୁପର ଷ୍ଟାର୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସମ୍ବଲପୁର ଚାମ୍ପିଆନ

ବୌଦ୍ଧ / ବାଉଁଶୁଣି,୧୨/୧୧- ଦୀର୍ଘ 6 ଦିନ ଧରି ବlଉଁଶୁଣି ଠାରେ ଚାଲିଥିବା ମେହେର ସୁପର ଷ୍ଟାର୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଆଜି ସମ୍ବଲପୁର ଦଳ ଚାମ୍ପିଆନ ହୋଇଛି | 3 ଗୋଟି ଫର୍ମାଟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଅନୁଗୁଳ ଟିମ୍ କୁ ହରାଇ ସମ୍ବଲପୁର ଦଳ ବିଜୟ ଲାଭ କରିଥିଲା
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂତନ କୋଠା ଉଦଘାଟନ

ଫୁଲବାଣୀ,୧୨/୧୧ -କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନୂତନ କୋଠା ଉଦଘାଟନ ହୋଇଯାଇଛି । ଏହି ଉଦଘାଟିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କନ୍ଧମାଳ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ, ବାଲିଗୁଡ଼ା ଉପଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, କୋଟଗଡ଼
Read More...