Yearly Archives

2020

ଭାରସାମ୍ୟ ହରାଇ ଓଲଟିଲା କୁଣ୍ଡା ବୋଝେଇ ଟ୍ରକ

ବୌଦ୍ଧ,୧୨/୧୧ - ଆଜି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଜାତୀୟ ରାଜପଥ ନମ୍ବର୍‌ ୫୭ ରାଧାନଗର ଛକ ନିକଟରେ ଅପରାହ୍ନ ପ୍ରାୟ ୧ ଘଣ୍ଟା ସମୟରେ ଏକ କୁଣ୍ଡା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧ ଘଣ୍ଟା ସମୟରେ
Read More...

ବୌଦ୍ଧଜିଲ୍ଲାରେ ପୁଣି ୮ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟାହେଲା ୨୬୬୩

ବୌଦ୍ଧ,୧୨/୧୧ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୮ କରୋନା ପଜିଟିଭ ମାନଙ୍କ ମଧ୍ୟରେ କଣ୍ଟାମାଳ ବ୍ଲକ୍‌ କାନିକୁପା ଗ୍ରାମରୁ ୨ ଜଣ,
Read More...

ଖାଲିପଡିଛି ବହୁ ପଦବୀ, ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ପଡିବ କେବେ ?

ପାରଳାଖେମୁଣ୍ଡି,୧୨/୧୧- ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଏଠାକାର ଜୀବନ ଜୀବିକା କୃଷି ଉପରେ ନିର୍ଭର କରୁଥିବା ବେଳେ ଏଠାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପଦବୀ ଖାଲି ପଡ଼ିଛି । ଜିଲ୍ଲା କୃଷି ଅଧିକାରୀ ପଦବି ଖାଲି ପଡ଼ିଛି ।
Read More...

ବାଲିଗୁଡ଼ା ବିଡ଼ିଓଙ୍କ ବଦଳି ଦାବୀ ପ୍ରସଙ୍ଗ ୮ ଦିନରେ ପହଞ୍ଚିଲା ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଜନ ପ୍ରତିନିଧିଙ୍କ…

ବାଲିଗୁଡ଼ା,୧୨/୧୧: ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ସହ ଅଞ୍ଚଳର ଉନ୍ନତି ଦିଗରେ ଦିଗରେ ଧ୍ୟାନ ଦେଉନଥିବା ଅଭିଯୋଗରେ ଜନପ୍ରତିନିଧିଙ୍କ ଦ୍ୱାରା ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଡ଼ିଓ ନିଜ ମନ ମୁତାବକ କାର୍ଯ୍ୟ କରୁଛନ୍ତି
Read More...

ଧାନର ମାନ ପରୀକ୍ଷଣ ତାଲିମ ଶିବିର

ବୌଦ୍ଧ,୧୨/୧୧ - ଆସନ୍ତା ଖରିଫ ୨୦୧୯ -୨୦ ଧାନ ସଂଗ୍ରହ ପାଇଁ ଚାଷୀଙ୍କୁ ଧାନର ମାନ ପରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ବୌଦ୍ଧ ସେବା ସମବାୟ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ନିୟନ୍ତ୍ରିତ ବଜାର କମିଟି ବୌଦ୍ଧ ପକ୍ଷରୁ ଆୟୋଜିତ ଏହି ତାଲିମ କେନ୍ଦ୍ରରେ ବୌଦ୍ଧ ସହରାଞ୍ଚଳର ପ୍ରାୟ ୫୦ ଜଣ
Read More...

ଗଜପତିରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୨/୧୧- ଗଜପତିରେ ଆଜି ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ମୋହନା ବ୍ଳକରୁ ୨ ଜଣ,ଗୋଶାଣି ବ୍ଲକରୁ ଜଣେ ଚିହ୍ନଟ ହୋଇ ଛନ୍ତି । କରୋନା ଚିହ୍ନଟହେବା ପରେ କିଛି ଜଣଙ୍କୁ ହୋମ ଆଇସୋଲେସନ
Read More...

ପୁଣି ରାଜ୍ୟରେ ୯୮୬ କରୋନା ପଜିଟିଭ ଚିହ୍ନଟ, ୧୪ ମୃତ

ଭୁବନେଶ୍ୱର ୧୨ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୮୬କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୫୯୮୬ରେ ପହଞ୍ଚିଛି ।
Read More...

ବୌଦ୍ଧ ପାଇଁ ଗର୍ବ ଆଣିଛନ୍ତି ପ୍ରଫେସର ଡ. କରୁଣାକର ନନ୍ଦ

ବୌଦ୍ଧ,୧୨/୧୧ - ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଟଖଟିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଦାମୋଦର ନନ୍ଦଙ୍କ ସୁପୁତ୍ର ପ୍ରଫେସର୍ ଡ଼. କରୁଣାକର ନନ୍ଦ ବୌଦ୍ଧ ପାଇଁ ଗୌରବ ଆଣି ଦେଇଛନ୍ତି l ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ ତରଫରୁ ସଦ୍ୟ ପ୍ରକାଶିତ Applied Physics କ୍ଷେତ୍ରରେ
Read More...

ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ପୁଣି ୧୭୦ ଏକର ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡ଼ା,୧୨/୧୧: ଜୋର ଧରିଲା ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଚାଲିଛି ମିଳିତ ଅପରେସନ୍ । ବାଲିଗୁଡ଼ା ଥାନା ବଲମରପଦା ଓ ସିଟୁପାଜୁ ଜଙ୍ଗଲରେ ୧୭୦ ଏକର ଜମିରେ ବେଆଇନ୍ ଭାବେ ଚାଷ ହୋଇଥିବା ଏକ ଲକ୍ଷ ୭୦ ହଜାର ଗଞ୍ଜେଇ
Read More...

ମାଝୀପଡା ବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ

କଣ୍ଟାବାଞ୍ଜି,୧୧/୧୧ - ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସ୍ୱ।ଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କାଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ
Read More...