Yearly Archives

2020

କଣ୍ଟାବାଞ୍ଜିରେ ଅନଙ୍ଗ ଉଦୟଙ୍କ ୭୫ତମ ଜନ୍ମଦିବସ ପାଳନ, ୨୦୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ କମ୍ବଳ ବଣ୍ଟନ

କଣ୍ଟାବାଞ୍ଜି,୧୧/୧୧ - ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାସଂଦ ,ବର୍ତ୍ତମାନ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଅନଙ୍ଗ ଉଦୟ ସିଂହଦେଓଙ୍କ ୭୫ତମ ଜନ୍ମ ଦିବସ ପାଳନ ହୋଇଯାଇଛି । ଅନଙ୍ଗଙ୍କ ପ୍ଲାଟିନମ୍ ଜନ୍ମ ଦିନକୁ ବଲାଙ୍ଗିର ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ବିଜେଡି
Read More...

ମେହେର ସୁପର ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ସମ୍ବଲପୁର ଓ ଅନୁଗୁଳ

ବୌଦ୍ଧ/ବାଉଁଶୁଣି,୧୧/୧୧ - ବlଉଁଶୁଣି ଠାରେ ଚାଲିଥିବା 12 ଓଭର ବିଶିଷ୍ଟ ମେହେର ସୁପର ଷ୍ଟାର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଦୁଇ ଗୋଟି ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇ ସମ୍ବଲପୁର ଓ ଅନୁଗୁଳ ଟିମ୍ ଫାଇନାଲରେ ପ୍ରବେଶ କରିଛନ୍ତି | ଆଜି ପ୍ରଥମ ସେମି ଫାଇନାଲ ମ୍ୟାଚରେ ପ୍ରଥମେ
Read More...

କୃଷି ମାରାଣ ନୀତି ବିରୁଦ୍ଧରେ କଂଗ୍ରେସର ରାଲି ଓ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ନୂତନ କୃଷି ନୀତି ଦ୍ୱାରା ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହେବେ । ଏହାକୁ କେନ୍ଦ୍ର ସରକାରଙ୍କ କୃଷି ମାରଣ ନିତୀ ବୋଲି କଂଗ୍ରେସ ତରଫରୁ ବିରୋଧ କରାଯାଇ ପ୍ରଦେଶ
Read More...

ଜନସେନା ଅଧିନେତା ପୱନ କଲ୍ୟାଣଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି : ଆଜି ଜନସେନା ଅଧୀନେତା ଶ୍ରୀ ପୱନ କଲ୍ୟାଣଙ୍କୁ ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି କେ. ନାରାୟଣ ରାଓ ଏବଂ ଚିତ୍ରି ସିମହଦ୍ରି କାଶୀନଗର ବ୍ଲକ ଚେୟାରମ୍ୟାନ୍ ଚିତ୍ରୀ ସୀମାଦ୍ରୀ, ଜନସେନା ଅଧିନେତା ଶ୍ରୀ ପୱନ କଲ୍ୟାଣଙ୍କୁ ହାଇଦ୍ରାବାଦ ସ୍ଥିତ
Read More...

ଗଜପତିରେ ପୁଣି ୫ଜଣ କରୋନା ପଜିଟିଭ

ପାରଳାଖେମୁଣ୍ଡି,୧୧/୧୧- ଗଜପତିରେ ପୁଣି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୨ ଜଣ, ମୋହନା ବ୍ଳକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ଗୋଶାଣି ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି
Read More...

ଗଜପତିରେ ପୁଣି ୫ଜଣ କରୋନା ପଜିଟିଭ

ପାରଳାଖେମୁଣ୍ଡି,୧୧/୧୧- ଗଜପତିରେ ପୁଣି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୨ ଜଣ, ମୋହନା ବ୍ଳକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ଗୋଶାଣି ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି
Read More...

ରାଜ୍ୟରେ ପୁଣି ୧୨୨୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୨୦କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୫୦୦୦ରେ ପହଞ୍ଚିଛି । ଏନେଇ
Read More...

ଦକ୍ଷିଣାଞ୍ଚଳ ମହାମଣ୍ଡଳ ସଂପାଦକ ଭାବେ ନିର୍ବାଚିତ ହେଲେ ଇଂ.ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ

ପାରଳାଖେମୁଣ୍ଡି,୧୦/୧୧- ଗଜପତି ଜିଲ୍ଲା ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘ ଗଜପତି ଶାଖାର ସଭାପତି ଇଂ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଦକ୍ଷିଣାଞ୍ଚଳ ମହାମଣ୍ଡଳର ସଂପାଦକ ରୂପେ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘର (ଭୁବନେଶ୍ୱର) ୨୦୨୦- ୨୦୨୧ ଆର୍ଥିକ
Read More...

ଜୀବନଜ୍ୟୋତି ବୀମାକରି ଷ୍ଟେଟ ବ୍ୟାଙ୍କରୁ ମହିଳା ପାଇଲେ ଦୁଇ ଲକ୍ଷ ଟଙ୍କା

ବୌଦ୍ଧ,୧୦/୧୧- ଆଜି ବୌଦ୍ଧଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ବୁଟୁପାଲି ଶାଖାରେ ଏକ ସାଧାରଣ ସଭାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଟୁଟୁସିଙ୍ଗା ନିବାସୀ ସବିତା ସାହୁଙ୍କୁ ଦୁଇ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । ଶ୍ରୀମତୀ ସାହୁଙ୍କର ସ୍ୱାମୀ ସ୍ୱର୍ଗତ ଗୋପବନ୍ଧୁ ସାହୁ ବିଗତ ବର୍ଷ
Read More...

ଅବକାରୀ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ,୧୫୬ ଲିଟର ମଦ ଜବତ,୧୦ ଗିରଫ

ଦାରିଙ୍ଗବାଡି,୧୦/୧୧: କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ରହ୍ମପୁର ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଚଢ଼ାଉ କରି ୧୫୬ ଲିଟର ଦେଶୀ ମଦ ସହ ୧୦ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବ୍ରହ୍ମପୁର ଅବକାରୀ ଆଇଆଇସି ମିହିର କୁମାର ସେଠୀ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା
Read More...