Yearly Archives

2020

ଦକ୍ଷିଣାଞ୍ଚଳ ମହା ମଣ୍ଡଳ ସଂପାଦକ ଭାବେ ନିର୍ବାଚିତ ହେଲେ ଇଂ.ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ

ଗଜପତି ଜିଲ୍ଲା ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘ ଗଜପତି ଶାଖାର ସଭାପତି ଇଂ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଦକ୍ଷିଣାଞ୍ଚଳମହାମଣ୍ଡଳର ସଂପାଦକ ରୂପେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘର (ଭୁବନେଶ୍ୱର) 2020- 2021 ଆର୍ଥିକ ବର୍ଷ ପାଇଁ ଭର୍ଚୁଏଲ ମିଟିଙ୍ଗ
Read More...

ଛଟେଇ ପାରା ମେଡିକାଲ ସ୍ବାସ୍ଥ୍ୟ କର୍ମୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବୌଦ୍ଧ,୧୦/୧୧- ମହାମାରୀ କୋଭିଡ୍ ସମୟରେ ଅସ୍ଥାୟୀ ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଛଟେଇ କରାଯାଇଥିବା ପ୍ରତିବାଦରେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ l ମହାମାରୀ ବ୍ୟାପିବା ପରେ ଏ ସମସ୍ତ କର୍ମୀ ମାନଙ୍କୁ ଅସ୍ଥାୟୀ ଭାବରେ ଗତ ଅପ୍ରେଲ୍ ମାସରେ ନିଯୁକ୍ତି
Read More...

ସରକାରଙ୍କ ଯୋଜନା ଅପହଞ୍ଚ, ୨ବର୍ଷର ଶିଶୁ ମରଣ ସହ ସଂଘର୍ଷ

ଫୁଲବାଣୀ,୧୦/୧୧: ସରକାର ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇଦେବାଲାଗି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନା, ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ହେଲେ ଏସବୁ ଯୋଜନାର ସୁଫଳ ଗ୍ରାମାଞ୍ଚଳରେ ଥିବା ଗରିବ ଗୁରୁବା ନିକଟରେ ପହଞ୍ଚିପାରୁନି ।
Read More...

ଜନମୁରା ପଞ୍ଚାୟତର ନୂତନ କୋଠା ଉଦଘାଟିତ

ସୋନପୁର,୧୦/୧୧: ଗତ ବର୍ଷ ଆତ୍ମପ୍ରକାଶ କରିଥିବା ସୋନପୁର ସଦର ବ୍ଲକର ଜନମୁରା ଗ୍ରାମପଞ୍ଚାୟତର ନୂତନ କୋଠା ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉଦଘାଟନ ପରେ ଜିଲ୍ଲାପାଳ ନୂତନ ପଞ୍ଚାୟତର କୋଠାନିର୍ମାଣ ଠିକ୍‌ସମୟରେ ହୋଇପାରିଥିବା ଯୋଗୁଁ
Read More...

ପରିବହନ ସମୟରେ ଆନ୍ଧ୍ର ବ୍ୟାଙ୍କର ୩୫ଲକ୍ଷ ଟଙ୍କା ଲୁଟ

ସମ୍ବଲପୁର : ସମ୍ବଲପୁରରୁ ଦେବଗଡ଼ ଜିଲ୍ଲାର ଲଇମୁରା ପାଇଁ ନିଆଯାଉଥିବା ସମୟରେ ଆନ୍ଧ୍ର ବ୍ୟାଙ୍କର ପ୍ରାୟ ୩୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ନଗଦ ୬ଜଣ ଦୁର୍ବୃତ୍ତ ଲୁଟିନେଲେ । ଗତକାଲି ସୋମବାର ପ୍ରାୟ ସନ୍ଧ୍ୟା ସମୟରେ ଘଟିତ ଏହି ଲୁଟକାଣ୍ଡ ପରେ ଲୋକଙ୍କ ମନରେ ଛନକା ପଶିଯାଇଛି । ପ୍ରାପ୍ତ ସୂଚନା
Read More...

ହରଭଙ୍ଗା : ଘନ କୁହୁଡିର ଆସ୍ତରଣ, ଆସିଲା ଶୀତ

ହରଭଙ୍ଗା : ଆଜି ହରଭଙ୍ଗା ବ୍ଲକ ଅଂଚଳରେ ଜମିଥିଲା ଘନ କୁହୁଡିର ଆସ୍ତରଣ । ଯୁଆଡେ ଦେଖିଲେ କୁହୁଡି ଆଉ କୁହୁଡି । ଭୋର ୫ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଚାରିଆଡେ କୁହୁଡି ଛାଇ ରହିଥିଲା । ଏଥିଯୋଗୁଁ ରାସ୍ତାଘାର ଶୂନଶାନ ରହିଥିଲା । କୁହୁଡି ଯୋଗୁ ଗାଡି ଚଳାଚଳ ବନ୍ଦ ଥିଲା । ହରଭଙ୍ଗା
Read More...

ବୌଦ୍ଧ : ଆଜି 7 କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୧୦/୧୧- ଆଜି ବୌଦ୍ଧ ଜିଲ୍ଲାରେ ପୁଣି 7 କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିନ୍ହଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ହରଭଙ୍ଗା ବ୍ଲକ୍
Read More...

ପୁଣି ରାଜ୍ୟରେ ୯୮୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୩ମୃତ

ଭୁବନେଶ୍ୱର ୧୦ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୯୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୩୭୮୦ରେ ପହଞ୍ଚିଛି ।
Read More...

ଗାଆଁ ପୋଖରୀକୁ ସଫେଇକଲେ ଯୁବ ସ୍ୱେଚ୍ଛାସେବୀ

ବୌଦ୍ଧ,୧୦/୧୧- ବୌଦ୍ଧବ୍ଲକ ବହିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରୁଣା ବହିରା ଗ୍ରାମରେ ଥିବା ବହୁ ପୁରାତନ ଚକୁଣିବନ୍ଧକୁ ଗ୍ରାମର ସ୍ୱେଚ୍ଛାସେବୀମାନେ ଆଜି ସଫେଇ କରିଛନ୍ତି । ମା ନାରାୟଣୀ ଯୁବକ ସଂଘ ପୁରୁଣା ବହିରାର ସମସ୍ତ ଯୁବସ୍ୱେଚ୍ଛାସେବୀମାନେ ଏକତ୍ରିତ ହୋଇ ଗ୍ରାମବାସୀ ସ୍ନାନ ଶୌଚ
Read More...

ବିଷ ପିଆଇ ହତ୍ୟା ଉଦ୍ୟମ ଅଭିଯୋଗ

ବୌଦ୍ଧ, ୧୦/୧୧ - ମନମୁଣ୍ଡା ଥାନା ଖଟଖଟିଆ ଗ୍ରାମ ପଂଚାୟତ ସିନ୍ଦୁରପୁର ଗ୍ରାମରେ ଗୋଟିଏ ଅଭାବନୀୟ ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ ନେଇ ଆକାଶ ପାଢୀ (୨୦) ନାମକ ଜଣେ ଯୁବକଙ୍କୁ ଘରେ ପଶି ମାରଣାସ୍ତ୍ରରେ ଆକ୍ରମଣ କରି ବିଷ ପିଆଇ ହତ୍ୟା ଉଦ୍ୟମ କରିଥିବା ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି ।
Read More...