Yearly Archives

2020

ସମର୍ପିତ ଓଡ଼ିଶାର ୩୭ତମ ରକ୍ତଦାନ ଶିବିର

ସମର୍ପିତ ଓଡିଶା, ମା ନାରାୟଣୀ କାଳୀପୂଜା କମିଟି, ଜଗା ବଳିଆ ୟୁଥ ଆସୋସିଏସନ, ମା ନାରାୟଣୀ କ୍ଲବ ର ମିଳିତ ଆନୁକୂଲ୍ୟ ରେ ଏବଂ କମିଶନରେଟ ପୋଲିସ ସହଭାଗିତାରେ ବରାଳ ୪୨ ମୌଜା,କଟକ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର କୁ କମିଶନରେଟ ପୋଲିସ ଏ ସି ପି ଶ୍ରୀ
Read More...

ବୌଦ୍ଧ: ଆଜି ୬ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୮/୧୧ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୨୬୩୮ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ
Read More...

ଟ୍ରକ- ବଲେରୋ ମଧ୍ୟରେ ଧକ୍କା, ବର୍ତ୍ତିଗଲେ ୫ ଯାତ୍ରୀ

ବୌଦ୍ଧ,୮/୧୧ - ଆଜି ମଧ୍ୟାହ୍ନ ୧ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ ର ବୌଦ୍ଧବ୍ଲକ ଗମ୍ଭାରୀପଦର ପେଟ୍ରୋଲ୍‌ ପମ୍ପ ନିକଟରେ ଗୋଟିଏ ବଲେରୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଉଭୟ ଗାଡି ମଧ୍ୟରେ ଧକ୍କା ହୋଇଥିଲେ ମଧ୍ୟ ବଲେରୋରେ ସବାରଥିବା ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି
Read More...

ନୂଆ ୩୮ ପଜିଟିଭ ଚିହ୍ନଟ ସହିତ ସମ୍ବଲପୁର ଜିଲ୍ଲାରେ ମୋଟ ୩୪୬ଜଣ ସକ୍ରିୟ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ନୂଆ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ବିଗତ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ହେଲା ୫୦ରୁ ତଳେ ରହି ଆସୁଥିଲେ ମଧ୍ୟ ବାସ୍ତବିକ ସ୍ଥିତି ଲୋକଙ୍କ ଚିନ୍ତା ବଢାଉଛି । ଏହାର କାରଣ ହେଲା ଯେ ବିଗତ ୪୮ଘଣ୍ଟା ରେ କରୋନା ଯୋଗୁଁ ମୃତକଙ୍କ ସଂଖ୍ୟା ସହିତ ହଠାତ ବୃଦ୍ଧି ପାଉଛି ଓ
Read More...

କନ୍ଧମାଳରେ ଆଜି ପୁଣି ୧୨ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ,୮/୧୧: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳରେ ପୁଣି ୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୫୭୬୦ ରେ ପହଁଚିଛି । ସେଥିରୁ ଆଜିପର୍ଯ୍ୟନ୍ତ ୫୬୨୦ ଜଣ ସୁସ୍ଥ ହୋଇ
Read More...

ଗଜପତିରେ ପୁଣି ୬ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୮/୧୧: ଗଜପତିରେ ପୁଣି ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଏହି ୬ଜଣ ପାରଳା ପୌର ପରିଷଦରୁହିଁ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆସୋଲେସନ କୋଭିଡି ହସ୍ପିଟାଲ/କୋଭିଡ କେୟାର ସେଣ୍ଟରକୁ
Read More...

ଜହ୍ନାପଙ୍କରେ ନକଲି ୨୦୦ ଟଙ୍କିଆ ନୋଟ

ବୌଦ୍ଧ/ଜହ୍ନାପଙ୍କ,୮/୧୧: ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାବେଳେ ସୋନପୁରପଟୁ ଏକ ଇଣ୍ଡିକା କାରରେ ଆସି ପରିବା କିଣି ୨୦୦ଟଙ୍କା ଦେଇଥିଲେ, ପୁଣି ଏକ କିରାଣା ଦୋକାନକୁ ଯାଇ ଫଳ କିଣି ୪୦୦ଟଙ୍କା ଦେଇଯାଇଥିଲେ । କିଛି ସମୟ ପରେ ଜଣାପଡିଲା ଏହା ନକଲି ବୋଲି ।
Read More...

ବ୍ୟାଙ୍କ କର୍ମଚାରୀରୁ ସଫଳ କଦଳୀ ଚାଷୀ

ବାଲିଗୁଡ଼ା: (ବିପ୍ରଚରଣ ସାହୁ) ବ୍ୟାଙ୍କ କର୍ମଚାରୀ ପରେ ସଫଳ ଚାଷୀ । ହଁ.. ଆମେ ଏମିତି ଜଣେ ବ୍ୟକ୍ତି ବିଶେଷଙ୍କ କଥା କହୁଛୁ ଯିଏକି ଏମବିଏ ପାଠପଢ଼ା ସାରିବା ପରେ ବ୍ୟାଙ୍କରେ ଚାକିରି କରିଥିଲେ । କିନ୍ତୁ ଚାଷ ପ୍ରତି ଥିଲା ତାଙ୍କର ଦୁର୍ବଳତା । ଚାକିରି ଛାଡ଼ି ପ୍ରଥମେ କୃଷିଭିତ୍ତିକ
Read More...

ରାଜ୍ୟରେ ପୁଣି ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୫ ମୃତ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୪୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୧୫୭୪ରେ ପହଞ୍ଚିଛି । ଏନେଇ
Read More...

ଡକରବାଡ଼ି ରାସ୍ତା ପାର୍ଶ୍ୱର ଲଟାବୁଦା ସଫା କଲେ ଯୁବକ ସଂଘ

ଦାରିଙ୍ଗବାଡ଼ି,୭/୧୧:ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଡକରବାଡ଼ି ରାସ୍ତା ପାର୍ଶ୍ୱରେ ଥିବା ଲଟାବୁଦା ସଫାକଲେ ଡକରବାଡ଼ି ଗ୍ରାମର ଯୁବକ ସଂଘ । ବହୁ ଦିନ ହେବ ଜୁଡାବାଡ଼ି ଠାରୁ ଡକରବାଡ଼ି ପର୍ଯ୍ୟନ୍ତ ଦୀର୍ଘ ତିନି କିଲୋମିଟର ରାସ୍ତା ପାର୍ଶ୍ବରେ ଲଟାବୁଦା ପରିପୂର୍ଣ୍ଣ ହୋଇ
Read More...