Yearly Archives

2020

କରୋନା ଆକ୍ରାନ୍ତ କମୁଥିଲେ ମଧ୍ୟ ମୃତ୍ଯୁହାର ବୃଦ୍ଧି ଚିନ୍ତା ବଢାଉଛି : ଆଜି ୩୭ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର,୭/୧୧- ସମଗ୍ର ସମ୍ବଲପୁର ଜିଲ୍ଲାରେ ଗତ ତିନିସପ୍ତାହ ହେଲା ଦୈନିକ କରୋନା ଆକ୍ରାନ୍ତଙ୍କ ସ°ଖ୍ଯା ହ୍ରାସପାଉଛି, ହେଲେ ଗତକାଲି ମୃତ୍ଯୁସ°ଖ୍ଯା ହଠାତ ବଢିଯିବାରୁ ଲୋକଙ୍କ ମନରେ ଛନକା ପଶି ଯାଇଛି । ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ଦୈନିକ ମୃତକଙ୍କ ସ°ଖ୍ଯା ପ୍ରାୟ ଗୋଟିଏ
Read More...

ଗଜପତିରେ ପୁଣ 4 ଟି କରୋନା ପଜିଟିଭ ଚିହ୍ନଟ

ଗଜପତିରେ ପୁଣି 4 ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ପାରଳା ପୌର ପରିଷଦରୁ 2ଜଣ, ଗୋଶାଣି ବ୍ଲକ1ଜଣ ଓ କା ସି ନଗର ବ୍ଲକ ରୁ1 ଜଣଚିହ୍ନଟ ହୋଇଛନ୍ତି।କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆସୋଲେସନ କୋଭିଡ଼ ହସ୍ପିଟାଲ/କୋଭିଡ   କ୍ୟାୟରକୁ
Read More...

ଶ୍ରୀ ଗୁପ୍ତେଶ୍ୱର ପୀଠକୁ କାଠ ପୋଲ ନିର୍ମାଣ କଲେ ଭକ୍ତ

ବୌଦ୍ଧ,୭/୧୧ - ବଉଦ ବ୍ଲକ୍ ଶଗଡା ଗ୍ରାମ୍ ପଂଚାୟତ ଖଣ୍ଡି କନପା ଗ୍ରାମ ନିକଟରେ ବାଘନଦୀର ଅପର ପାର୍ଶ୍ବରେ ମୁକ୍ତାକାଶରେ ଥିବା ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାଦେବଙ୍କ ପୀଠକୁ ଯାତାୟାତର ସୁବିଧା ପାଇଁ ଭକ୍ତ ମାନେ ଗୋଟିଏ କାଠ ପୋଲ ନିର୍ମାଣ କରିଛନ୍ତି | ପ୍ରତିବର୍ଷ ଅକ୍ଟୋବର ମାସ ଠାରୁ
Read More...

ବୌଦ୍ଧ : ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ମାତ୍ର 2 ପଜିଟିଭ

ବୌଦ୍ଧ ,୭/୧୧- ଜିଲ୍ଲାରେ କରୋନା ଆକ୍ରାନ୍ତ ଚିନ୍ହଟ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାରୁ ଜନସାଧାରଣ ଓ ପ୍ରଶାସନ ଆଶ୍ୱସ୍ତି ଅନୁଭବ କରୁଥିବା ଦେଖିବାକୁ ମିଳିଛି l ଆଜି ମାତ୍ର 2 ଜଣ ବ୍ୟକ୍ତି ଜିଲ୍ଲାରେ କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ
Read More...

୨୪ ଘଣ୍ଟାରେ ୧୩୭୨ କରୋନା ପଜିଟିଭ୍ ଚିହ୍ନଟ, ୧୭ ମୃତ

ଭୁବନେଶ୍ବର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୩୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୦୧୪୦ରେ ପହଞ୍ଚିଛି । ଏନେଇ
Read More...

ଲୁଲୁ ମହାପାତ୍ର ଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି

ବୌଦ୍ଧ,୭/୧୧-ବୌଦ୍ଧ ବ୍ଲକ ତେଲିବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମଲପୁର ଗ୍ରାମରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଲୁଲୁ ମହାପାତ୍ରଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସ ଅବସରରେ ମହମବତି ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏଥିରେ ବୌଦ୍ଧ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ,
Read More...

ହାତୀ ଖାଇଗଲେ 2 ଏକର ଧାନ ଫସଲ, ସହାୟତା ଦାବି

ବୌଦ୍ଧ,୭/୧୧ - କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଘଣ୍ଟାପଡା ଫରେଷ୍ଟ ଅଧୀନ ବିଭିନ୍ନ ଗ୍ରାମରେ ଜଙ୍ଗଲୀ ହାତୀ ଏକର ଏକର ଧାନ ଫସଲ ଖାଇଯିବା ସହ ମାଡି ଦଳି ନଷ୍ଟ କରି ଦେଉଥିବାରୁ ଚାଷୀ ମାନଙ୍କ ମୁଣ୍ଡରେ ଚଡ଼କ ପଡିଛି l ଗତକାଲି ସନ୍ଧ୍ୟା ପ୍ରାୟ 6 ଘଣ୍ଟାରୁ 7 ଘଣ୍ଟା ସମୟରେ ଘଣ୍ଟାପଡା ଗ୍ରାମ
Read More...

ବୌଦ୍ଧ: ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ

ବୌଦ୍ଧ,୬/୧୧- ଖରିଫ ବର୍ଷ ୨୦୨୦-୨୧ର ଖରିଫ ଧାନ ସଂଗହ ନିମନ୍ତେ ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟିର ପ୍ରଥମ ବୈଠକ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶାନ୍ତନୁ
Read More...

ୱେସ୍କୋ ଜେ.ଇ.ଙ୍କ ଅବହେଳା ଯୋଗୁ ବିଦ୍ୟୁତ ଦୁର୍ଘଟଣାରେ ଯୁବକ ମୃତ ,କାର୍ଯ୍ୟାନୁଷ୍ଠାନ ଦାବୀ

ପାଟଣାଗଡ, ୬/୧୧- ୱେସ୍କୋର ପାଟଣାଗଡ ଇଲେକଟ୍ରିକାଲ ସେକ୍ସନ ନମ୍ବର ୩ ଅଧିନସ୍ଥ ବାଗବାହାଲି ଗାଁ ଠାରେ ବିନୋଦ ପଣ୍ଡା ନାମକ ଏକ ଯୁବକ ବିଦ୍ୟୁତ କାମ କରୁଥିବା ସମୟରେ ସଟ ସର୍କିଟ ଘଟି ମୃତ୍ୟୁ ହୋଇଛି । ଘୁମେର ଗ୍ରୀଡ ରୁ ତମିଆ କୁ ଏଗାର କିଲୋ ଭୋଲ୍ଟ ବିଦ୍ୟୁତ ଆସିଛି । ଘୁମେର ତମିଆ ମଝିରେ
Read More...

ମନୋଜ ପଣ୍ଡା ପ୍ରକୃତିବନ୍ଧୁ ପୁରସ୍କାରରେ ସମ୍ମାନିତ

ସୋନପୁର,୬/୧୧- ପରିବେଶର ସଂରକ୍ଷଣ ଓ ପରିବେଶର ସୁରକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ପାଇଁ ରାଜ୍ୟ ଜଙ୍ଗଲ ବିଭାଗ ତରଫରୁ ପ୍ରକୃତିବନ୍ଧୁ ପୁରଷ୍କାର ରେ ସମ୍ମାନିତ ହୋଇଛନ୍ତି ମନୋଜ କୁମାର ପଣ୍ଡା । ଶ୍ରୀ ପଣ୍ଡା ପେଶାରେ ଜଣେ ପୋଲିସ କର୍ମଚାରୀ ହୋଇଥିଲେ ହେଁ ବୃକ୍ଷରୋପଣ
Read More...