Yearly Archives

2020

ଜନପ୍ରତିନିଧିଙ୍କୁ ବିଡ଼ିଓଙ୍କ ଅଣଦେଖା ଅଭିଯୋଗ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ୍‌ ଅଧ୍ୟକ୍ଷ ଓ ଅନ୍ୟ…

ବାଲିଗୁଡ଼ା,୬/୧୧- ନିର୍ବାଚିତ ଜନପ୍ରତିନିଧିଙ୍କୁ ଦୁର୍ବ୍ୟବହାର ସହ ଅଞ୍ଚଳର ଉନ୍ନତି ଦିଗରେ ଧ୍ୟାନ ଦେଉନଥିବା ଅଭିଯୋଗରେ ଜନପ୍ରତିନିଧିଙ୍କ ଦ୍ୱାରା ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଡ଼ିଓ ନିଜ ମନ ମୁତାବକ କାର୍ଯ୍ୟ କରୁଛନ୍ତି ଏବଂ
Read More...

ସନ୍ତୋଷିନୀ ଜେନା ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ବୌଦ୍ଧ,୬/୧୧ - ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ବୀରନରସିଂହପୁର ଗ୍ରାମ ପଂଚାୟତ ବୀରରାମଚନ୍ଦ୍ରପୁର୍‌ ଗ୍ରାମରେ ଗତ ରବିବାର ଘଟିଥିବା ସନ୍ତୋଷିନୀ ଜେନା ମୃତ୍ୟୁ ମାମଲାର ପରଦା ହଟାଇବାରେ ବୌଦ୍ଧ ଆଦର୍ଶ ଥାନା ପୋଲିସ୍‌ ସଫଳ ହୋଇଛି । ଆଜି ବୌଦ୍ଧ ଥାନା ପରିସରରେ ଆୟୋଜିତ ସାମ୍ବାଦିକ
Read More...

ବୌଦ୍ଧ: ଆଜି ୧୬ ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୬୩୦

ବୌଦ୍ଧ,୬/୧୧ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ୨୬୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜିର ୧୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆଜିସୁଦ୍ଧା ମୋଟ ୨୬୩୦ ଜଣ
Read More...

ରାଜ୍ୟରେ ଦିନକରେ ୧୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୫ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାର କରୋନା ରିପୋର୍ଟ ପ୍ରକାଶ ପାଇଛି । ରାଜ୍ୟରେ ପୁଣି ୧୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୮୬୭ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୬୨୭ ଜଣ । ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୮ ହଜାର
Read More...

କାଶୀନଗର ଏନଏସି ଆହାରକେନ୍ଦ୍ରର ନୂତନକୋଠା ଗୃହ ଉଦଘାଟନ ଓ ଭୂମି ଯୋଗ୍ୟ ପ୍ରମାଣପତ୍ର ବଣ୍ଟନ

ପାରଳାଖେମୁଣ୍ଡି,୬/୧୧- ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଆହାର କେନ୍ଦ୍ର ନୂତନ କୋଠା ଗୃହ ଶୁଭ ଉଦଘାଟନ କରିବାସହ ଜାଗା ମିଶନ ବସ୍ତିବାସିନ୍ଦାଙ୍କୁ ଭୂମି ଯୋଗ୍ୟ ପ୍ରମାଣପତ୍ର ବଣ୍ଟନ କରିଥିଲେ ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ । ଏହି କାର୍ଯ୍ୟକ୍ରମରେ
Read More...

ପାରଳା ମୁଖ୍ୟରାସ୍ତା ପ୍ରଶସ୍ତିକରଣ ପାଇଁ ଉଚ୍ଛେଦ

ପାରଳାଖେମୁଣ୍ଡି,୬/୧୧- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ ପାଇଁ ମଙ୍ଗଳବାର ଠାରୁ ଆଜିକୁ ତିନି ଦିନ ହେଲା ଫାୟାର ଷ୍ଟେସନ ଛକଠାରୁ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଉଚ୍ଛେଦ କାର୍ଯ୍ୟ ହାଇସ୍କୁଲଛକ, ପୁରୁଣା ବସଷ୍ଟାଣ୍ଡ, ନୂତନ ବସଷ୍ଟାଣ୍ଡ ଓ
Read More...

ବିନା ସୂଚନା ଫଳକରେ ବଢିଆମୁଣ୍ଡା-ବଲମ୍ ତୁମ୍ବା ରାସ୍ତା ମରାମତି

ବୌଦ୍ଧ ,୬/୧୧- କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମ ପଂଚାୟତ ବଢିଆ ମୁଣ୍ଡା ଗ୍ରାମ ଠାରୁ ବଲମ ତୁମ୍ବା ଯାଏଁ ପ୍ରାୟ 8 କିଲୋମିଟର୍ ରାସ୍ତା ବନ ବିଭାଗ ଅଧିନରେ ରହିଛି | ଗତ ସପ୍ତାହରେ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆସିଥିବା ଲକ୍ଷ ଲକ୍ଷ ଟଂକାର ଅନୁଦାନକୁ
Read More...

ବlଉଁଶୁଣି ଛକ ଶ୍ରୀ ଜଗନ୍ନାଥଙ୍କ ଦାନ ବାକ୍ସରୁ ଚୋରୀ

ବୌଦ୍ଧ /ବାଉଁଶୁଣି ,୬/୧୧- ଗତକାଲି ବୌଦ୍ଧ ସହର ମାଳିସାହି ଦୁର୍ଗା ମଣ୍ଡପର ଦାନ ବାକ୍ସ ଭାଙ୍ଗି କେହି ଦୁର୍ବୃତ୍ତ ଦାନ ଟଂକା ଲୁଟି ନେଇଥିବା ବେଳେ ଆଜି ସକାଳୁ ବlଉଁଶୁଣି ଛକରେ ସମାନ ଘଟଣା ଦେଖିବାକୁ ମିଳିଛି l ଗତ ରାତିରେ ବlଉଁଶୁଣି ଛକ ନିକଟରେ ଥିବା ଶ୍ରୀ ଶ୍ରୀ ଜଗନ୍ନାଥ
Read More...

ଦୁଗ୍ଧ ସମବାୟ ସମିତିର ପୁନର୍ଗଠନ ଓ ସଂପ୍ରସାରଣ ସମ୍ବନ୍ଧେ ବୈଠକ

ବୌଦ୍ଧ,୫/୧୧ – ଜିଲ୍ଲା ଦୁଗ୍ଧ ସଂଘ ଅଧୀନସ୍ଥ ଦୁଗ୍ଧ ସମବାୟ ସମିତିର ପୁନର୍ଗଠନ ଏବଂ ସଂପ୍ରସାରଣ ନେଇ ଏକ ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବ୍ଲକରେ ୧୭ଟି ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ପାଖାପାଖି
Read More...

ଗଙ୍ଗାଧର ସ୍ୱେଚ୍ଛାସେବୀ ସମିତିଦ୍ୱାରା କରୋନା ରୋଗୀଙ୍କ ଦାହସଂସ୍କାର

ବୌଦ୍ଧ,୫/୧୧ - ଆଜି ବୌଦ୍ଧ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜିତେନ୍ଦ୍ରିୟ ପ୍ରଧାନ ୫୯ ବର୍ଷ ବ୍ୟକ୍ତିଙ୍କର ମୃତ୍ୟୁ ଖବର ଅତିରିକ୍ତ ଜିଲ୍ଲାପାଳ ଏନ ସି ଜ୍ୟୋତିିରଞ୍ଜନ ନାୟକ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧକୁ ଜଣାଇବା ପରେ ସଂଗଠନ ତରଫରୁ ତାଙ୍କର ଶବ
Read More...