Yearly Archives

2020

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ଦାବିପତ୍ର ପ୍ରଦାନ

ବୌଦ୍ଧ,୫/୧୧ - ବିଭିନ୍ନ ଦାବିରେ ଆଜି ରାଷ୍ଟ୍ରୀୟ ମଜଦୁର୍‌ କଂଗ୍ରେସ ତରଫରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିପରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୨୨ ଦଫା ସମ୍ବଳିତ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ପ୍ରଦାନ
Read More...

ପାଣିପମ୍ପ ଚୋରି ଅଭିଯୋଗରେ ୪ଜଣ ଗିରଫ

ସମ୍ବଲପୁର,୫/୧୧- ସମ୍ବଲପୁର ଜିଲ୍ଲାର ବାମରା ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ଥାନା ଅଧୀନସ୍ଥ ଖୋଖପଡାରୁ ଏକ ଭୂମିଗତ ପାଣିପମ୍ପ ଚୋରିର ପର୍ଦ୍ଦାଫାଶ କରିବା ସହିତ ଏଥିପାଇଁ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ଅକ୍ଟୋବର ୨୫ ରାତିରେ ଏହି
Read More...

ସମ୍ବଲପୁରରେ ଆଜି ନୂଆ ୩୦ ପଜିଟିଭ ଚିହ୍ନଟ, ସ୍ଥିତି ନିୟନ୍ତ୍ରଣରେ ରହିଛି ମୋଟ ୩୦୦ ଜଣ ସକ୍ରିୟ ରହିଛନ୍ତି

ସମ୍ବଲପୁର,୫/୧୧- ସମଗ୍ର ସମ୍ବଲପୁର ଜିଲ୍ଲାରେ ବିଗତ ଦୁଇ ସପ୍ତାହ ହେଲା ଦୈନିକ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୫୦ ଭିତରେ ସୀମିତ ରହିବାସହ ଆଜି ୩୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯଦିଓ ରାଜ୍ୟସ୍ତରରେ ଏହା ୧୩୮୫ ରହିଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ସମୁଦାୟ ଚିହ୍ନଟଙ୍କ ସଂଖ୍ୟା
Read More...

ବୌଦ୍ଧ: ଦୁର୍ଗା ମଣ୍ଡପର ଦାନବାକ୍ସରୁ ଚୋରୀ

ବୌଦ୍ଧ,୫/୧୧ - ଗତ ରାତିରେ ବୌଦ୍ଧସହର ମାଳିସାହି ଠାରେ ଥିବା ମା ଦୁର୍ଗାଦେବୀଙ୍କ ମଣ୍ଡପର ଦାନ ବାକ୍ସ ଭାଙ୍ଗି କେହି ଦୁର୍ବୁତ୍ତ ଲୁଟି ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମାଳିସାହି ଦୁର୍ଗା ମଣ୍ଡପର ଗେଟରେ ପଡିଥିବା ତାଲାକୁ ଭାଙ୍ଗି ଭିତରେ ପଶି ଦାନ ବାକ୍ସରେ ପଡିଥିବା
Read More...

ଝାରସୁଗୁଡାର ୨୭ଟି ଗ୍ରାମରେ ବେଦାନ୍ତ ତରଫରୁ ହସ୍ତ ପ୍ରକ୍ଷାଳନ ଏବଂ ହସ୍ତ-ସ୍ୱଚ୍ଛତା ଅଭିଯାନ

ଝାରସୁଗୁଡା, ଓଡିଶା: ୦୪ ନଭେମ୍ବର ୨୦୨୦: ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ, ବେଦାନ୍ତ ତରଫରୁ ଝାରସୁଗୁଡାର ପରିପାର୍ଶ୍ଵିକ ୨୭ଟି ଗ୍ରାମରେ ହସ୍ତ ପ୍ରକ୍ଷାଳନ ଏବଂ ସ୍ୱଚ୍ଛତା ନେଇ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି I ଝାରସୁଗୁଡା ସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଳିତ
Read More...

ବୌଦ୍ଧ: ଆଜି ପୁଣି ନୂତନ ୪ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୫/୧୧ - ଆଜି ପୁଣି ନୂତନ ଭାବରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ବୌଦ୍ଧ ଜିଲ୍ଲାରେ ୨୬୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁଣି ନୂତନ ୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ କରୋନା
Read More...

ଗଜପତିରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୫/୧୧- ଗଜପତିରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୧ଜଣ, ଗୋଶାଣି ବ୍ଲକ୨ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆଇସୋଲେସନ କୋଭିଡ ହସ୍ପିଟାଲ/କୋଭିଡ କ୍ୟାୟରକୁ
Read More...

ନେହୁରୁ ଯୁବ କେନ୍ଦ୍ର ବାର୍ଷିକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି,୫/୧୧- କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜିଲ୍ଲା ନେହରୁ ଯୁବକେନ୍ଦ୍ରର କାର୍ଯ୍ୟକ୍ରମ ସମୀକ୍ଷା ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ମହେଶ କୁମାର ଚୌଧୁରୀ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ
Read More...

ରାଜ୍ୟରେ ପୁଣି ୧୩୮୫ କରୋନା ଆକ୍ରାନ୍ତ ଚିହ୍ନଟ, ୧୪ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଗତ ଦୁର୍ଗାପୂଜାଠାରୁ ଧିରେ ଧିରେ କମୁଥିଲେ ମଧ୍ୟ ହଜାର ତଳକୁ ଖସୁନାହିଁ । ପ୍ରତ୍ୟେକ ଦିନ ହଜାରେ ଉପରକୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ପୁଣି ୧୩୮୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୯୮ଜଣ
Read More...

ଘରେ ଶୋଇଥିବା ସମୟରେ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଫୁଲବାଣୀ,୫/୧୧- ଫୁଲବାଣୀ ଟାଉନ୍‌ ଥାନା ଅନ୍ତର୍ଗତ ପିଅନପଡାର ୧୨ନଂ ୱାର୍ଡ, କାଳୀମନ୍ଦିର ନିକଟ ବନ୍ଦ ସାହିରେ ଗତ ବିଳମ୍ବିତ ରାତିରେ ଟିଟନ ବେହେରାଙ୍କ ଘର ଉପରେ ହୋଇଛି ବୋମାମାଡ । ପ୍ରାୟ ରାତି ୨ଟା୪୫ ରେ ୪ ଜଣ ଦୃବୁର୍ତ୍ତ ଦୁଇଟି ବାଇକ୍‌ରେ ଆସି ଟିଟନଙ୍କ ପରିବାର ଘରେ ଶୋଇଥିବା ସମୟରେ
Read More...