Yearly Archives

2020

ମଧ୍ୟମ ନିର୍ବାଚନମଣ୍ଡଳୀରେ ଜନ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର :ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳର ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ଆଜି ୱାର୍ଡ ନମ୍ୱର୍ ୩୬ ଵିଧାୟକ କଲୋନୀ ବସ୍ତିରେ ବିଜୁ ଜନତା ଦଳର ଭୁବନେଶ୍ବର ସାଙ୍ଗଠନିକ
Read More...

ବୌଦ୍ଧ : ସମସ୍ତ ମନ୍ଦିର ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ବୌଦ୍ଧ,୩/୧୧ : ବୌଦ୍ଧ ଜିଲ୍ଲାରେ ଥିବା ସମସ୍ତ ମଠ ମନ୍ଦିର ମାର୍ଚ୍ଚ 16 ତାରିଖ ଠାରୁ ବନ୍ଦ ରହିଥିବାରୁ ସେବାୟତ ମାନେ ଘୋର ଆର୍ଥିକ ସଂକଟରେ ଥିବା ହେତୁ ଶୀଘ୍ର ମଠ ମନ୍ଦିର ଜିଲ୍ଲାରେ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି | ଆଜି ବୌଦ୍ଧ ଜିଲ୍ଲା ମଠ ମନ୍ଦିର ସୁରକ୍ଷା ସମିତି
Read More...

ସ୍ୱେଚ୍ଛାସେବୀ ସଙ୍ଗଠନ କର୍ମକର୍ତ୍ତାଙ୍କ ମହାନତା

ସୋନପୁର,୩/୧୧ : ଯାହାର କେହି ନାହିଁ ଭଗବାନ ହିଁ ସାହା ବୋଲି ଯେଉଁ ଉକ୍ତିଟି ରହିଆସିଛି ତାକୁ ଅକ୍ଷରେ ଅକ୍ଷରେ ପ୍ରତିପାଦନ କରିପାରିଛନ୍ତି ସୋନପୁର ସହରର ଅଗ୍ରଣୀ ସଙ୍ଗଠନ ବୁଢ଼ାରଜା ଯୁବ ସମାଜସେବୀ ସଙ୍ଗଠନର କର୍ମକର୍ତ୍ତା ସମୁହ । ଘଟଣାରୁ ପ୍ରକାଶ ଯେ ସୋନପୁର ବ୍ଲକର ଖଲିଆପାଲି ଗ୍ରାମ
Read More...

କରୋନା ସଂକ୍ରମଣ ନିୟନ୍ତ୍ରିତ ଯୋଗୁଁ ଲୋକେ ଆଶ୍ୱସ୍ତ

ସମ୍ବଲପୁର :ପ୍ରାୟ ଦୁଇ ସପ୍ତାହରୁ ଅଧିକ ହେଲା, ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି ଓ ଏହା ସହିତ ସୁସ୍ଥତାହାର ବଢି ୯୪.୭ ପ୍ରତିଶତ ଯାଏଁ ପହଞ୍ଚି ଯାଇଛି । ଆଜିକୁ ୧୬ ଦିନ ହେଲା ସମଗ୍ର ଜିଲ୍ଲାରେ ଦୈନିକ ସଂକ୍ରମଣ ୫୦ ତଳକୁ ରହି ଆସୁଛି, ଯଦିଓ ଏହା ପୂର୍ବରୁ ପ୍ରାୟ
Read More...

ପୁଣି ରାଜ୍ୟରେ ୧୨୦୧ କରୋନା ପଜିଟିଭ ଚିହ୍ନଟ, ୧୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୨୦୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪୪୧୫ରେ ପହଞ୍ଚିଛି । ଏନେଇ
Read More...

ବୌଦ୍ଧ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨୬୦୦ ଟପିଲା

ବୌଦ୍ଧ,୩/୧୧ - ବୌଦ୍ଧ ଜିଲ୍ଲାରେ ଆଜି ପୁଣି ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ପଜିଟିଭକୁ ମିଶାଇଲେ ଜିଲ୍ଲାରେ ମୋଟ କରୋନା ପଜିଟିଭ ସଂଖ୍ୟା ୨୬୦୦ ଟପିଲା । ଆଜି ସୁଦ୍ଧା ଜିଲ୍ଲାରେ ୨୬୦୫ ଜଣ କରୋନା ପଜିଟିଭ ଚିହ୍ନଟ
Read More...

ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ସଂଗୃହିତ ଅର୍ଥକୁ କରୋନା ମୃତକଙ୍କ ପରିବାରକୁ ପ୍ରଦାନ

ବୌଦ୍ଧ - ଫ୍ରେଣ୍ଡସିପ କ୍ଲବ ପକ୍ଷରୁ ସ୍ଥାନୀୟ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦଯାପନୀ ମ୍ୟାଚରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ବୀରେନ୍ଦ୍ର ସିଂ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି
Read More...

ଭଙ୍ଗା ନଳକୂପ ମରାମତି ପାଇଁ ଦାବୀ

ବୌଦ୍ଧ,୩/୧୧ - କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମ ପଂଚାୟତ ଚନ୍ଦନିଆ ମୁଣ୍ଡା ଗ୍ରାମରେ ଥିବା ଗୋଟିଏ ନଳକୂପ ଦୀର୍ଘ 6 ମାସ ହେଲା ଅଚଳ ହୋଇ ପଡିଛି l ମରାମତି ପାଇଁ ଗ୍ରାମବାସୀ ଅଭିଯୋଗ କରୁଥିଲେ ମଧ୍ୟ ତାର ମରାମତି ପାଇଁ ପଂଚାୟତରାଜ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ସେ ଦିଗରେ ପଦକ୍ଷେପ
Read More...

ପେଟ୍ରୋଲିଂ ସମୟରେ ପୋଲିସ କୁ ଆକ୍ରମଣ ଘଟଣା ପୋଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ନେଇ ଵୈଠକ

ଦାରିଙ୍ଗବାଡ଼ି,୦୩/୧୧: ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ପୋଲିସ ଉପରକୁ ଆକ୍ରମଣ ଘଟଣା କୁ ନେଇ ପୋଲିସ ଓ ଜନତାଙ୍କ ସୁସମ୍ପର୍କ ନେଇ ମେରାମାହା ଗ୍ରାମ ଠାରେ ଦାରିଙ୍ଗବାଡ଼ି ବ୍ଲକ ଉପାଧକ୍ଷ ରମାକାନ୍ତ ବଳିଆରସିଂ ଙ୍କ ତତ୍ୱାବଧାନ କ୍ରମେ ବ୍ରାହ୍ମଣୀଗାଁ ଅଂଚଳ ଅନ୍ତର୍ଗତ ୮ ଗୋଟି ପଂଚାୟତର
Read More...

ମିକ୍ସର ମେସିନ୍ ପଛରୁ ଧକ୍କା ଦେଇ ବାଇକ ଆରୋହୀ ଗୁରୁତର

ବୌଦ୍ଧ/ ବାଉଁଶୁଣି,୩/୧୧ - ଗତ ବିଳମ୍ବିତ ରାତିରେ ରାସ୍ତା କଡରେ ରହିଥିବା ଗୋଟିଏ ମିକ୍ସର ମେସିନକୁ ପଛ ପାଖରୁ ଧକ୍କା ଦେଇ ଜଣେ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ନମ୍ବର୍ 57 ର ବlଉଁଶୁଣି ନିକଟରେ ରାସ୍ତା କଡରେ ରହିଥିବା ଗୋଟିଏ ମିକ୍ସର
Read More...