Yearly Archives

2020

ଗଜପତିରେ ପୁଣି ୬ ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୩/୧୦- ଗଜପତିରେ ପୁଣି ୬ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୫ ଜଣ, ମୋହନା ବ୍ଳକରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କେତେ ଜଣଙ୍କୁ ହୋମଆସୋଲେସନ କୋଭିଡ ହସ୍ପିଟାଲ/କୋଭିଡ କେୟାର
Read More...

ସମ୍ବଲପୁର ଜିଲ୍ଲାର ସ୍ଥିତିରେ ଉନ୍ନତି ସାମାନ୍ୟ ଆଶ୍ୱସ୍ତି ଆଣିଛି: ଆଜି ନୂଆ ୫୬ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ଦୀର୍ଘ ମାସାଧିକ କାଳ ପର୍ଯ୍ୟନ୍ତ ସଂକଟ ଦେଇ ଗତି କଲା ପରେ ସମ୍ବଲପୁର ଜିଲ୍ଲାର କରୋନା ସ୍ଥିତି କିଛି ବାଟକୁ ଆସି ଥିବାରୁ ଏଠାରେ ଲୋକେ ସାମାନ୍ୟ ଆଶ୍ୱସ୍ତି ରହିଛନ୍ତି । ଗତ ତିନିଦିନ ହେଲା ଦୈନିକ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ନିରନ୍ତର ହ୍ରାସପାଉଛି, ଯାହାକି ମାସାଧିକ କାଳ
Read More...

ବସ୍ତିବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ

ପାରଳାଖେମୁଣ୍ଡି,୧୩/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଆଜି ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା
Read More...

ମନରେଗାରେ ମିଳୁନି କାମ! ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ବାହାରିଲେଣି ପ୍ରବାସୀ, ଜିଲ୍ଲା ପ୍ରଶାସନ…

ଦାରିଙ୍ଗବାଡି,୧୩/୧୦: କରୋନା ପାଇଁ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟ ସରକାର ନିଜ ନିଜ ଅଞ୍ଚଳକୁ ଫେରାଇ ଆଣିବା ସହ ସେମାନଙ୍କୁ ମନରେଗା ଯୋଜନାରେ କାମ ଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ଜିଲ୍ଲା ତଥା ବ୍ଲକ ପ୍ରଶାସନକୁ ପ୍ରବାସୀଙ୍କୁ କାମ ଯୋଗାଇ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ହେଲେ
Read More...

ଭିମସାର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲା: ୧୦ଦିନ ପରେ ଆଇସିୟୁ ସୁବିଧା ସହିତ ଏହାର ଆନୁଷ୍ଠାନିକ ଉଦଘାଟନ…

ସମ୍ବଲପୁର : ବୁର୍ଲା ସ୍ଥିତ ଭିମସାର ଠାରେ ଗତକାଲି ଏକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲା ବୋଲି ଘୋଷଣା କରା ଯାଇଛି । ବର୍ତ୍ତମାନ ମାତ୍ର ୩୮ଟି ସାଧାରଣ ଶଯ୍ୟାକୁ ନେଇ କୌଣସି ମତେ ଏହାକୁ କାର୍ଯ୍ୟକ୍ଷମ ଘୋଷଣା କରାଯାଇଛି, ଯଦିଓ ଆଇସିୟୁ ସୁବିଧା ଆରମ୍ଭ କରାଯାଇ ନାହିଁ ଓ ଏଥିପାଇଁ ଆଉ
Read More...

କରୋନାରେ ବରିଷ୍ଠ ଆଇନଜୀବୀ ପ୍ରଦୀପ ହୋତାଙ୍କ ଦେହାନ୍ତ

ସୋନପୁର,୧୩/୧୦ : ସହରର ଗଡ଼ଭିତରର ବରିଷ୍ଠ ଆଇନଜୀବୀ ତଥା ସହକାରୀ ସରକାରୀ ଓକିଲ ପ୍ରଦୀପ କୁମାର ହୋତା (୬୨) ଙ୍କର ଗତକାଲି ଭୂବନେଶ୍ୱରର କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଦୀର୍ଘ ୧୨ଦିନଧରି ମହାମାରୀ କରୋନା ସହ ଲଢ଼ୁଥିବା ଅବସ୍ଥାରେ ଗତକାଲି ଅପରାହ୍ନ ୩ଟା
Read More...

ରାଜ୍ୟରେ ପୁଣି ୨୨୭୫ କରୋନା ପଜିଟିଭ ଚିହ୍ନଟ, ୧୭ ମୃତ

ଭୁବନେଶ୍ୱର ୧୩ ।୧୦: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୨୨୭୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୬୯୩୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ
Read More...

ବିଦ୍ୟାଳୟ ବନ୍ଦ ନ କରିବାକୁ ଜିଲାପାଳଙ୍କୁ ଦାବିପତ୍ର

ବୌଦ୍ଧ,୧୩/୧୦ - ବୌଦ୍ଧଜିଲ୍ଲା ହରଭଙ୍ଗା ଗ୍ରାମ ପଂଚାୟତ ଅନ୍ତର୍ଗତ କୁଟିଝାର ଗ୍ରାମରେ 1992 ମସିହାରେ ସ୍ଥାପିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟରେ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଓ ଏକ କିଲୋମିଟର୍ ଦୁରରେ ଅନ୍ୟ ବିଦ୍ୟାଳୟ ଥିବାରୁ ଉକ୍ତ ସ୍କୁଲ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରକଳ୍ପ
Read More...

ବୌଦ୍ଧ : ହୋଇ ପାରୁନାହିଁ ଶିକ୍ଷକ ପଦୋନ୍ନତି, ଆଶାୟୀ ହତାଶ !

ବୌଦ୍ଧ,୧୩/୧୦ - ଓଡିଶାର ଅନ୍ୟ ଜିଲ୍ଲା ମାନଙ୍କରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତି ହୋଇ ପାରୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ଓଲଟା ଦୃଶ୍ୟ ଦେଖିବାକୁ ମିଳୁଛି l ଲେଭେଲ୍ V (A )ରୁ V (B) କୁ ଓ ଲେଭେଲ୍ IV ରୁ ଲେଭେଲ୍ III କୁ ପଦୋନ୍ନତି ଦୀର୍ଘ ବର୍ଷ ଧରି ହେଉ ନଥିବାରୁ ପଦୋନ୍ନତି
Read More...

ରାସ୍ତାରେ ଦବିଲା ସାର ବୋଝେଇ ଟ୍ରକ

ବୌଦ୍ଧ ,୧୩/୧୦- ଆଜି ସକାଳ ପ୍ରାୟ ଘ 6. 30 ମିନିଟ ସମୟରେ ବୌଦ୍ଧ ସହର ଉପକଣ୍ଠରେ ଥିବା ସରସରା ଗ୍ରାମ ପଂଚାୟତର ସାନ ବଙ୍କାପଡା ଗ୍ରାମ ରାସ୍ତାରେ ଗୋଟିଏ ସାର ବୋଝେଇ ଟ୍ରକ ଚକ ଦବି ଯିବାରୁ ଯାତାୟତରେ ପ୍ରତିବନ୍ଧକ ହେଉଛି l ମିଳିଥିବା ସୂଚନା ଅନୁଯାୟୀ ଦୁଇଟି ଟ୍ରକରେ 300 ବସ୍ତା
Read More...